ପୂଜା କରିବା ସମୟରେ ଆଖିରୁ ଲୁହ ବାହାରିଲେ କଣ ସୂଚନା ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

ଆପଣ ମାନେ ଜାଣି ଥିବେ କି ଆମ ପାଖ ଆଖରେ କିଛି ଏଭଳି  ଘଟଣା ଘଟି ଥାଏ ଯାହା ଆପଣଙ୍କ ପାଇଁ କିଛି ଶୁଭ କିଛି ଅଶୁଭ ସଂକେତ ଦେଇଥାଏ । ତେବେ ସେଗୁଡିକ କଣ କଣ ଅଟେ ଆସନ୍ତୁ ଜାଣିବା ।

ଘରେ ଥିବା ଘଣ୍ଟା ଯଦି ଖରାପ ହି ଯାଇ ଥାଏ ତାହେଲେ ଆପଣ ଙ୍କ ପରିବାର ରେ କିଛି ଗମ୍ଭୀର ସମସ୍ଯା ଆସିବା ପାଇଁ ଯାଉଛି । ଯଦି ଆପଣଙ୍କ ରୋଷେଇ ଘରେ ଥିବା କାଚ ଜିନିଷ ବାର ବାର ଭାଙ୍ଗିବାରେ ଲାଗେ ତେବେ ଆପଣଙ୍କ ଘରେ କିଛି ଆର୍ଥିକ ସମସ୍ଯା ଦେଖିବା ପାଇଁ ମିଳେ । ତେବେ ଆପଣ ଯାହା ଭି କାମ କରିବେ ଏହି ସମୟରେ କିଛି କାମ କରିବା ଆଗରୁ କିଛି ଚିନ୍ତା କରିବବା ଆବଶ୍ୟକ । ଘରେ ଯଦି  ଶୁଭକାର୍ଯ୍ୟ ରେ ବାରମ୍ବାର ବାଧା ଉପୁଜୁଥାଏ । ତେବେ ଆସନ୍ତା ସମୟରେ  କିଛି ବିପଦ ପଡିପାରେ  ।

ଯଦି ଆପଣଙ୍କ ଘରେ ଥିବା କାଉ କିମ୍ବା ଚିଲ ହାଡ ପକାଇ ଥାଏ ତେବେ ଏହା ଖରାପ ସଂକେତ ଅଟେ । କିଛି ଅଶୁଭ ଖବର କିମ୍ବା ଅଶୁଭ ଘଟଣା ଘଟି ପାରେ । ଯଦି ଘରେ ଲାଗିଥିବା କାନ୍ଥରୁ ଅଚାନକ ପ୍ଲାଷ୍ଟର ଖସେ କିମ୍ବା କିଛି ଘରର କାନ୍ଥ ଫାଟେ ତେବେ ଏହା କିଛି ଅଶୁଭ ଘଟିବାର ସୂଚନା ଦେଇଥାଏ । ଯଦି ଆପଣଙ୍କ ଘରର ଆଖ ପାଖରେ ଥିବା କୁକୁର ଖୁବ ଜୋର ସେ ଭୂକେ ତାହେଲେ କିଛି ଅଶୁଭ ହେବାର ସୂଚନା ମିଳୁଛି ।

ଏହା ପରେ ଯଦି ଆପଣଙ୍କ ଘରେ ଥିବା ଚାବି ପେନ୍ଥାରେ ବାର ବାର କଳଙ୍କି ଲାଗି ଥାଏ ତେବେ ଜାଣି ନିଅନ୍ତୁ କି ଆପଣଙ୍କୁ କିଛି ଭଲ ଜିନିଷ ମିଳି ପାରେ କିମ୍ବା କିଛି ଭଲ ଖବର ମିଳିବା ପାଇଁ ଯାଉଛି । ଯଦି ଆପଣ ଙ୍କ ସାର୍ଟ ର ବୋତାମ ଛିଣ୍ଡି ଯାଇ ଥାଏ ତେବ ଏଏହାକୁ ବଦଳାଇ କି ଆପଣ କିଛି ଅଲଗା ପିନ୍ଧିକି ଯାଅନ୍ତୁ । ଏହା ପରେ ଆସେ ଆଖି ଯଦି ଆପଣ ନିଜ ଆଖିକୁ ଦେଖି ପାରୁ ନାହାଁନ୍ତି ତେବେ ଜାଣି ନିଅନ୍ତୁ କି ଆପଣ କିଛି ଗମ୍ଭୀର ରୋଗ ରେ  ପଡିବା ପାଇଁ ଯାଉଛନ୍ତି ।

ଯଦି ଆପଣ ଠିଆହୋଇ ଥିବା ସମୟରେ ଯଦି ଆପନ୍ନକୂ ଆପଣଙ୍କ ଆଣ୍ଠୁ ଦେଖା  ନ ଯାଏ ତାହେଲେ ଆପଣଙ୍କ ଶରୀର ର ସ୍ଥିତି ଠିକ ନାଇ । ଯଦି ଆପଣ ଯାତ୍ରା କରିବା ବେଳେ ଯଦି କୁକୁର ଗୋଟେ ଝାଡି ହୋଇ ଯାଏ ତେବେ ଆପଣ ନିଜ ଯାତ୍ରା କୁ ଅଟକେଇବା ଦରକାର । ଯଦି ଆପଣଙ୍କ ଘରେ ବିଲେଇ ମାନଙ୍କ ଭିତରେ ଝଗଡା ହୁଏ ତେବେ ଆପଣ  କେବେ ଭି ବାହାରକୁ ଜୀବା କଥା ନୁହେଁ ।

ଯଦି ସୋଇ ଥିବା ବେଳେ ବିଲେଇ ମୁଣ୍ଡକୁ ଚାଟି ଥାଏ ତାହେଲେ ଆପଣ କିଛି ସରକାରୀ ମାମଲାରେ ଫସିବା ପାଇଁ ଜାଊଛନ୍ତି । ଯଦି କପଡା ପିନ୍ଧିବା ବେଳେ ଯଦି ପଇସା ବାର ବାର ପଇସା ପଡି ଥାଏ ତେବେ ଏହା ଆପଣଙ୍କୁ ପଇସା ପାଇବାର ସଂକେତ ଦେଖାଉଛି । ଯଦି ଆପଣ ସୋଇକି ଉଠିବା ପରେ କେହି ଭିକାରି ଆପଣନୁ କିଛି ପଇସା ମାଗି ଥାଏ ତେବେ ଜାଣି ନିଅନ୍ତୁ କି ଆପଣ ଧାର ଦେଇଥିବା ପଇସା ଖୁବ ଜଲ୍ଦି ପାଇ ଯିବେ ।

ଯଦି ବନ୍ଧୁଗଣ ଆପଣ ପୂଜା କରିବା ସମୟରେ ଆପଣଙ୍କୁ ଆଖିରୁ ହଠାତ ଲୁହ ଝରି ଯାଉଛି ତା ହେଲେ ଏହା ଏକ ଶୁଭ ସଙ୍କେତ ଅଟେ । ଆଖିର ଲୁହ ଝରିବାର ଅର୍ଥ ହେଉଛି ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଓ ଆପଣଙ୍କ ସମସ୍ତ କଷ୍ଟ ବର୍ତ୍ତମାନ ଦୂର ହେବାକୁ ଯାଉଛି । ଆପଣ ମାନେ ସେହି ସମୟରେ ନିଜର ମନସ୍କାମନା ବିଷୟରେ ଭଗବାନଙ୍କୁ କୁହନ୍ତୁ ଦେଖିବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *