ପ୍ରତିଦିନ ଯଦି ନିଦ ଭଲରେ ହେଉନାହିଁ ତେବେ କରନ୍ତୁ ଏହି ଉପାୟ, ଜଲ୍ଦି ନିଦ ଆସିଯିବ

ଆମେ ଠିକ ସେ ଶୋଇଲେ ଆମର ସବୁ କ୍ଲାନ୍ତପଣ ଦୂର ହୋଇଯାଏ । ଯଦି ଆମର ନିଦ ପୁରା ହେଉ ନଥିବ ତେବେ ଆମର ଦିନ ଠିକ ସେ ଯାଇ ନଥାଏ, କାରଣ ହେଲା ଆମର ଭଲ ଜୀବନ ପାଇଁ ପୁରା ନିଦ ନେବା ନିହାତି ଆବଶ୍ୟକତା ଅଟେ ।

ନହେଲେ ପୁରା ଦିନ ଆମକୁ ବାଧା ହୋଇଥିଲା ଭଳି ମନେ ହୁଏ । ମୁଣ୍ଡବିନ୍ଧା ହେବା, କୌଣସି ବି କାମରେ ମନ ନ ଲାଗିବା ଓ ପୁଣି ଏହି ସବୁ କାରଣରୁ ଆମକୁ ବିରକ୍ତ ବା ଚିଡ-ଚିଡାପଣ ଅନୁଭବ ହୋଇଥାଏ । ଆଜି ଆମେ ନିଦ ନ ଆସିବାର କାରଣ ଉପରେ ଆପଣଙ୍କ ପାଇଁ ଉପାୟ ଆଣିଛୁ, ଯେଉଁଟା ଆପଣଙ୍କୁ ପୁରା ସାହାଯ୍ୟ କରିବ ।

ନିଦ ନ ଆସିବାର ପ୍ରଥମ କାରଣ

ଦେଖନ୍ତୁ ନିଦ ନ ଆସିବାର ଏହା ବି ଏକ କାରଣ ହୋଇଥାଏ କି ଆପଣ ଯଦି ପେଟ ପୂରା ଖାଦ୍ୟ ନଖାନ୍ତି ଓ ଶୋଇବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଶୋପାରନ୍ତି ନାହିଁ । ଏହା ମଧ୍ୟ ଏକ କାରଣ ଅଟେ କି ଆମକୁ କୌଣସି ନା କୌଣସି ଖାଇବାକୁ ପସନ୍ଦ ହୋଇ ନଥାଏ । ଆମକୁ ସେ ପରିବାକୁ ଖାଇବାକୁ ଇଛା ନଥାଏ କିନ୍ତୁ ବାଧ୍ୟରେ ଖାଉ ଓ ତାକୁ ସଂପୂର୍ଣ୍ଣ ଖାଇ ପାରି ନଥାଉ ।

ଏହି କାରଣରୁ ଆମ ପେଟ ସଂପୂର୍ଣ୍ଣ ଭରି ନଥାଏ ମାନେ ଆମର ଭୋକ ମରି ନଥାଏ । ସେଥିପାଇଁ ନିଦ ଠିକ ସେ ହୋଇନଥାଏ ତେବେ ଆପଣ ପେଟ ପୁରା ଖାଆନ୍ତୁ । ଦେଖିବେ ନିଦ ଠିକ ହେବ ।

ନିଦ ନ ଆସିବାର ଦ୍ଵିତୀୟ କାରଣ

ଆଜି ଆମ୍ଭ ମାନଙ୍କର ଲାଇଫ ଷ୍ଟାଇଲ ଏମିତି ହେଇଯାଇଚ୍ଚି କି , ଆମେ ବହୁତ ଅଳସୁଆ ହେଇ ଯାଇଛୁ । ଆମେ କୌଣସି ବି କାର୍ଯ୍ୟ ପାଇଁ ଆମ ଶରୀରର ବ୍ୟବହାର କରି ନଥାଉ । ଛୋଟ ରୁ ଛୋଟ କାମ ପାଇଁ ଆମକୁ ସାହାରା ଦରକାର ପଡ଼ିଥାଏ । କୁଆଡେ ଯିବାକୁ ହେଲେ ଗାଡ଼ି ଦରକାର । ଏମିତି ବି କିଛି ବାଟ ଚାଲିଗଲେ ହାଲିଆ ଲାଗିଥାଏ ।

ଆମକୁ ଯଦି ହାଲିଆ ଲାଗିଥାଏ, ତେବେ ଭଲ ନିଦ ଆସିବାର ଏହା ମଧ୍ୟ ଗୋଟେ କାରଣ ଅଟେ ।ଯଦି ଆପଣଙ୍କୁ ଭଲ ନିଦ ଆସୁ ନାହିଁ ତେବେ ଆପଣ ଖାଦ୍ୟ ଖାଇ ସାରିବା ପରେ ଦେଢ଼ କିଲୋମିଟର ପାଦରେ ଚାଲନ୍ତୁ, ଏହା ଦ୍ଵାରା ଏହା ହୋଇଥାଏ କି ଆପଣଙ୍କ ଶରୀରକୁ ହାଲିଆ ଲାଗିବାରୁ ନିଦ ଭଲସେ ଆସିଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *