ବନ୍ଧୁଗଣ ଏଇ ଦୁନିଆରେ ସବୁଆଡେ ଖାଲି ଟେନସନ । ଏହି ଟେନସନ କୁ ଦୂର କରି ଆପଣଙ୍କୁ ହସେଇବା ପାଇଁ ଆମେ ଆଣିଛୁ କିଛି ମଜାଦାର ଚୁଟକୁଲା । ପଢ଼ନ୍ତୁ ହସି ହସି ଗଡନ୍ତୁ । ଆମର ପ୍ରୟାଶ ଆପଣଙ୍କ ମୁହଁରେ ଟିକେ ହସ ଦେବାକୁ । ନିଜେ ହସନ୍ତୁ ଏବଂ ଅନ୍ୟ ମାନଙ୍କୁ ହସନ୍ତୁ । ତେବେ ଚଲାନ୍ତୁ ଆରମ୍ଭ କରିବା ।
୧) ସ୍ତ୍ରୀ- ଡାକ୍ତର, ମୋ ସ୍ୱାମୀ ତାଙ୍କ ଶୋଇବା ସମୟରେ ମନେ ମନେ ବିଲିବିଳେଇ କଥାବାର୍ତ୍ତା କରନ୍ତି, ମୁଁ ବିରକ୍ତ ହେଇଗଲିଣି, ତୁମେ କିଛି କର
ଡାକ୍ତର- ସେମାନଙ୍କୁ ଦିନରେ କଥା ହେବାର ସୁଯୋଗ ଦିଅନ୍ତୁ, ତା’ପରେ ସେମାନେ ଶୋଇବା ସମୟରେ କଥା କହିବା ବନ୍ଦ କରିଦେବେ ।
୨) ସାଣ୍ଟା- ବନ୍ଧୁ, ମୋର ଘଣ୍ଟା କୌଣସି ସ୍ଥାନରେ ହଜିଯାଇଛି, ଆପଣ ଦେଖିଛନ୍ତି କି?
ବଣ୍ଟା – ତୁମର ଘଣ୍ଟା ବନ୍ଦ ଥିଲା କିମ୍ବା ଚାଲୁଥିଲା
ସାନ୍ତା – ଚାଲୁଥିଲା
ବଣ୍ଟା – ତାହାଲେ ସେ ଚାଲି ଚାଲି କୁଆଡେ ପଳେଇଥିବ ଆଉ ବାଟ ଭୁଲି ଯାଇଥିବ
୩)ସମାଚାର- ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍ ବିଳମ୍ବରେ ଚାଲୁଛି
ପପୁ – ତେବେ ବର୍ଷା ଟ୍ରେନରୁ ଓଲେହି ଦଉନ କାହିଁକି ?
୪) ଓବାମାଙ୍କ ପତ୍ନୀ ମିସେଲ ଓବାମା ବିହାରକୁ ଆସି ଲାଲୁଙ୍କୁ ଭେଟିଥିଲେ
ତାଙ୍କୁ ଆମେରିକା ଆସିବାକୁ ନିମନ୍ତ୍ରଣ କରିଥିଲେ
ଲାଲୁ ଆମେରିକା ଯିବା ପୂର୍ବରୁ ଇଂରାଜୀ ତାଲିମ ନେଇଥିଲେ
ପ୍ରଶିକ୍ଷକ କହିଲେ- “ଯେତେବେଳେ ତୁମେ ଆମେରିକା ଯାଇ ଓବାମାଙ୍କୁ ଭେଟିବ, ତାଙ୍କ ସହିତ ହାତ ହଲାଇ ପଚାରିବ : ହାଓ ଆର ୟୁ ?, ଅର୍ଥ, ତୁମେ କେମିତି ଅଛ?
ଏହା ଉପରେ ଓବାମା କହିବେ, ଆଇ ଆମ ଫାଇନ ଆଣ୍ଡ ୟୁ ?
ଏହାର ଅର୍ଥ “ମୁଁ ଭଲ ଅଛି”, ତୁମେ କେମିତି ଅଛ?
ତୁମେ ଉତ୍ତର ଦେବ, “ମି ଠୁ ” ଅର୍ଥ “ମୁଁ ମଧ୍ୟ”
ତାପରେ ଅନୁବାଦକ ସମ୍ଭାଳି ନେବେ
ଲାଲୁ ଆମେରିକା ଯାଇଥିଲେ –
ସେ : ହାଓ ଆର ୟୁ ବଦଳରେ, ହୁ ଆର ୟୁ ପଚାରି ଦେଲେ (ତୁମେ କିଏ?)
ଏହା ଶୁଣି ଓବାମା ଟିକେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ପରେ ହସି ହସି କହିଲେ:
ଆଇ ଆମ ମିସେଲ ସ୍ ହଜବ୍ୟାଣ୍ଡ (ମୁଁ ମିସେଲ ଓବାମା ଙ୍କ ସ୍ୱାମୀ)
ତା’ପରେ ଲାଲୁ ହସି ହସି କହିଲା -ମି ଠୁ ( “ମୁଁ ମଧ୍ୟ” )
ଆଉ ସେଠାରେ କିଛି ସମୟ ନୀରବତା ରହିଲା ।
୫) ଗାର୍ଲଫ୍ରେଣ୍ଡ ଆଉ ବୟଫ୍ରେଣ୍ଡ ପାର୍କରେ ବସି କଥା ହଉଥିଲେ ।
ବୟଫ୍ରେଣ୍ଡ : ମୁଁ ତମକୁ ବାହା ହେଇ ପାରିବିନି ଆମ ଘରେ ରାଜି ହେଉ ନାହାଁନ୍ତି
ଗାର୍ଲଫ୍ରେଣ୍ଡ : ତମ ଘରେ କିଏ କିଏ ଅଛନ୍ତି?
ବୟଫ୍ରେଣ୍ଡ ; ଦୁଇଜଣ ଛୁଆ ଆଉ ମୋ ସ୍ତ୍ରୀ
(ଗାର୍ଲଫ୍ରେଣ୍ଡ ବେହୋସ)
୬) ସ୍ତ୍ରୀ ସ୍ୱାମୀ କୁ କହିଲା
ସ୍ତ୍ରୀ: ଜାଣିଛ ମୁଁ ଆଜି ଟାଉଲ ପିନ୍ଧିଥିଲା ବାର୍ଥରୁମ ରେ ଥିଲି କିନ୍ତୁ କବାଟ ଖୋଲା ରଖି ଦେଇଥିଲି
ସ୍ୱାମୀ: ସେଇଠୁ କଣ ହେଲା !?
ସ୍ତ୍ରୀ : ହଠାତ ଶଶୂରଜୀ ଚାଲି ଆସିଲେ ଆଉ..
ସ୍ୱାମୀ : ତାପରେ କଣ ହେଲା?
ସ୍ତ୍ରୀ : କଣ ଆଉ ହବ.. ମୁଁ ଟାଉଲ ଖୋଲି ଓଢଣା କରି ମୁଣ୍ଡରେ ଦେଇଦେଲି, କିଛି ତ ସଂସ୍କାର ମୋର ଠାରେ ବି ଅଛି ନା..
(ସ୍ୱାମୀ ବେହୋସ)
୭) ବୟଫ୍ରେଣ୍ଡ ; ତମକୁ ମୂଳା, ଗାଜର, ବାଇଗଣ, କଦଳୀ, ଖମ୍ବ ଆଳୁ ଭିତରୁ କୋଉଟା ବେଶୀ ପସନ୍ଦ ?
ଗାର୍ଲଫ୍ରେଣ୍ଡ : ଯୋଉଟା ହେଲେ ଚଳିବ କିନ୍ତୁ ଏକ୍ସଟ୍ରା ତେଲ ଲାଗିବ
(ବୟଫ୍ରେଣ୍ଡ ବେହୋସ)
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।