Health Tips- ଏହି 5 ଟି ଜିନିଷ ଖାଇବେ ତ Arthritis ହେବ ମୂଳରୁ ଶେଷ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କ ପାଇଁ ଆଣ୍ଠୁ ଗଣ୍ଠି ସମସ୍ୟା ବହୁତ ସାଧାରଣ ହୋଇସାରିବଣି । କିନ୍ତୁ ସେହି ଜଏଣ୍ଟ ପେନ ଏତେ କଷ୍ଟ ଦାୟକ ହୋଇଥାଏ କି ତାହା ଜୀବନର ସୁଖକୁ କମ କରିଦିଏ । ନା କେଉଁଠି ବସି ହୁଏ ନା ଉଠି ହୁଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ମାନେ ଅନେକ ଔଷଧ ଖାଉଥିବେ କିନ୍ତୁ ଏଥିରୁ ସବୁଦିନ ପାଇଁ ମୁକ୍ତି ପାଇପାରୁ ନଥିବେ । ତେବେ ସବୁଦିନ ପାଇଁ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଖାଇବାକୁ ହେବ ଏହି 5ଟି ଜିନିଷ ।

ଓମେଗା 3 ଫ୍ୟାଟି ଏସିଡ ଆପଣଙ୍କ ଶରୀରରେ ପ୍ରଚୁର ମାତ୍ରାରେ ରହିବା ଦ୍ଵାରା ଆପଣଙ୍କୁ ଜଏଣ୍ଟ ପେନରୁ ମୁକ୍ତି ମିଳିଥାଏ । ତେଣୁ ଆପଣଙ୍କୁ ଓମେଗା 3 ଫ୍ୟାଟି ଏସିଡ ମିଳୁଥିବା ଖାଦ୍ୟ ଖାଇବା ଜରୁରୀ ହୋଇଥାଏ । ଅଖ୍ରୋଟ: ଏଥିରେ ଓମେଗା 3 ଫ୍ୟାଟି ଏସିଡ ରହିଥାଏ । ଆପଣ ସକାଳୁ ଉଠି ଗୋଟିଏ ଅଖ୍ରୋଟ ଖାଇବା ଉଚିତ । ଏହାର ସେବନ ଆପଣଙ୍କ ଜଏଣ୍ଟ ପେନକୁ କମ କରିବା ସହ ସେଥିରୁ ମୁକ୍ତି ମଧ୍ୟ ଦେବ ।

ଅଳସି: ଏହାର ସେବନ ଆପଣଙ୍କ ଜଏଣ୍ଟ ପେନକୁ ସମ୍ପୂର୍ଣ ଶେଷ କରିଥାଏ । ତେଣୁ ପ୍ରତ୍ୟକ ଦିନ ଅଳସି ଖାଇବା ଆବଶ୍ୟକ । ସଲଫର ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ ଆପଣଙ୍କ ଜଏଣ୍ଟ ପେନ ତଥା ଆଣ୍ଠୁ ଗଣ୍ଠି ସମସ୍ୟାରେ ସୁଧାର ଆସିବା ସହ ସେଥିରୁ ମୁକ୍ତି ମଧ୍ୟ ମିଳିଥାଏ । ପିଆଜରେ ଅଧିକ ମାତ୍ରାରେ ସଲଫର ରହିଥାଏ । ତେଣୁ ଆପଣଙ୍କୁ ପିଆଜ ଖାଇବା ଆବଶ୍ୟକ ।

ରସୁଣରେ ମଧ୍ୟ ସଲଫର ରହିଥାଏ । ତେଣୁ ଆପଣ ଆପଣଙ୍କ ଖାଇବାରେ କଞ୍ଚା ରସୁଣକୁ ନିଶ୍ଚୟ ଆଡ କରନ୍ତୁ । ସକାଳୁ ସକାଳୁ ଆପଣ ରସୁଣର ଏକ ପାଖୁଡାକୁ ପାଣି ସହ ଔଷଧ ଭଳି ଖାଇବା ଦରକାର । ବନ୍ଧା କୋବି ଏବଂ ଫୁଲକୋବିରେ ମଧ୍ୟ ବହୁତ ଅଧିକ ମାତ୍ରାରେ ସଲଫର ରହିଥାଏ ।

ଆପଣ ନିଜ ଜଏଣ୍ଟ ପେନରୁ ମୁକ୍ତି ପାଇବା ପାଇଁ ଆଉ ଏକ ଉପାୟ କରିପାରିବେ । ହଳଦୀ କ୍ଷୀର ମଧ୍ୟ ଆପଣ ପିଇବା ଆବଶ୍ୟକ । ଅନ୍ୟ ଉପାରେ ବି ଆପଣ ହଳଦୀ ଖାଇବା ଭଲ ହୋଇଥାଏ । ଅଦାକୁ ଆପଣ ଯେକୌଣସି ଉପାୟରେ ବି ହେଉ ଖାଇବା ଉଚିତ । ଚାହାରେ ପକାଇ ପିଇପାରିବେ କିମ୍ବା କାଢା ପ୍ରସ୍ତୁତ କରି ମଧ୍ୟ ପିଇପାରିବେ । ଏହା ଆପଣଙ୍କୁ ଜଏଣ୍ଟ ପେନ ସହ ଲଢିବା ପାଇଁ ବହୁତ ଅଧିକ ଫାଇଦା ଯୋଗାଇ ଥାଏ ।

ଆପଣ ଅଲିଭ ଅଏଲ ଆଣି ସେଥିରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଫଳରେ ଆପଣଙ୍କ ଜଏଣ୍ଟ ପେନର କଷ୍ଟ ପାଇଁ ଏହା ଅଧିକ ଲାଭକାରୀ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *