5 ଟି ଜିନିଷ ପେଟ କମେଇବା ପାଇଁ ! ମହମ ପରି ତରଳିଯିବ ସବୁ ଚର୍ବି (Dr V. K. Mishra)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବେଲି ଫ୍ୟାଟ ବର୍ତ୍ତମାନ ସମସ୍ତଙ୍କର ଏକ ସମସ୍ଯା ହୋଇଗଲାଣି । ସମସ୍ତେ ବେଲି ଫ୍ୟାଟକୁ ହଟାଇ ସ୍ଲିମ ଓ ଫିଟ୍ ଶରୀର ପାଇବାକୁ ଚାହିଁଥାନ୍ତି । ବେଲି ଫ୍ୟାଟ ବଢିବା ଦ୍ଵାରା ବ୍ୟକ୍ତିର ସୁନ୍ଦରତା କମିଥାଏ । କେବଳ ସେତିକି ନୁହେଁ ପେଟରେ ଚର୍ବି ବଢିବା ଦ୍ଵାରା ଏହା ବହୁତ ପ୍ରକାର ସ୍ଵାସ୍ଥ ସମସ୍ଯାକୁ ନିମନ୍ତ୍ରଣ ଦେଇ ଶରୀରକୁ ଡାକିଥାଏ । ତେଣୁ ଏହାକୁ କମାଇବା ପାଇଁ କେତେକ କେତେକ ନିୟମର ପାଳନ କରିବାକୁ ପଡିବ ।

ଯେପରି ବେଲି ଫ୍ୟାଟକୁ କମାଇବା ପାଇଁ ଅଧିକ ପରିମାଣରେ ଲ୍ବିକିଡ୍ ସେବନ କରିବା ଉଚିତ । ଯେତେ ମାତ୍ରାରେ ହେଲଦି ପାନୀୟର ସେବନ କରିବେ, ସେତେ ହିଁ ଆପଣଙ୍କ ସ୍ଵାସ୍ଥ ଉପରେ ଏହାର ଭଲ ଅସର ପକାଇବ । ଯେପରି ପାଣି, ଅଧିକ ମିଠା ନଥିବା ଜୁଷ, ଗ୍ରୀନ ଟି, ବ୍ଲାକ ଟି, କଫିର ସେବନ କରିପାରିବେ ।

କାରଣ ଏହାକୁ ଯଦି ସେବନ କରିଥିବେ । ତେବେ ପେଟ ଭର୍ତ୍ତି ହେଲା ପରେ ଲାଗିଥାଏ । ତେଣୁ ବାରମ୍ବାର ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ । ଯାହା ଦ୍ଵାରା ପେଟରେ ଅଧିକ ଚର୍ବି ବଢିନଥାଏ । ବେଲି ଫ୍ୟାଟକୁ କମାଇବାକୁ ଚାହୁଁଥିଲେ । ଖାଦ୍ୟ ଉପରେ ଅଧିକ ସଚେତନ ହେବା ପାଇଁ ପଡିବ ।

ସୁଗାର ଆଇଟମ୍ ଠାରୁ ଯେତେ ସମ୍ଭବ ଦୂରରେ ରହିବେ ସେତେ ହିଁ ବେଲି ଫ୍ୟାଟ ଘଟିବ । କାରଣ ସୁଗାର ଖାଦ୍ୟରେ ଅଧିକ ପରିମାଣରେ ମଇଦା, ମିଠା ଓ ତେଲ ରହିଥାଏ । ଯାହାକି ଶରୀରରେ କ୍ୟାଲୋରି ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏହା ପାଟିକୁ ତ ଭଲ ଲାଗିଥାଏ କିନ୍ତୁ ସ୍ଵାସ୍ଥ ପାଇଁ ହିତକର ହୋଇନଥାଏ ।

ପ୍ରୋଟିନ ଯୁକ୍ତ ଖାଦ୍ୟକୁ ନିଜ ଖାଦ୍ୟରେ ଅଧିକ ପରିମାଣରେ ସାମିଲ କରିବା ଉଚିତ । ପ୍ରୋଟିନ ଯୁକ୍ତ ଖାଦ୍ୟ ଯେପରି ଡାଲି, ଓଟ୍ସ, ଅଣ୍ଡା, ଆଲମଣ୍ଡ ଓ ବିଭିନ୍ନ ପ୍ରକାର ଫଳ ଓ ପରିବା ମଧ୍ୟ ଖାଦ୍ୟରେ ଅଧିକ ପରିମାଣରେ ଖାଇବା ଉଚିତ । ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଶରୀରକୁ ଅଧିକ  ପରିମାଣରେ ପ୍ରୋଟିନ ମିଳିବା ସହ ପେଟ ବହୁତ ସମୟ ପର୍ଯ୍ୟନ୍ତ ଫୁଲ୍ ହୋଇ ରହିଥାଏ ।

ବାରମ୍ବାର ଅନ୍ୟ କୌଣସି ଜିନିଷ ଖାଇବାକୁ ଇଛା ହୋଇନଥାଏ । ଅଯଥା ଚର୍ବି ବଢିବାର ମଧ୍ୟ ସମ୍ଭାବନା ନଥାଏ । ଖାଦ୍ୟରେ ଲୁଣର ମାତ୍ରାକୁ କମାଇବାକୁ ପଡିବ । ତେବେ ଯାଇ ବେଲି ଫ୍ୟାଟ କମିପାରିବ । କାରଣ ଲୁଣର ଅଧିକ ସେବନ ଦ୍ଵାରା ଶରୀରରେ ମେଟାପୋଲିଜ୍ମ ଧୀର ହୋଇବା ସହ ଚର୍ବି ବୃଦ୍ଧି ହୋଇଥାଏ ।

ପଞ୍ଚମ ବା ଶେଷରେ ଖାଦ୍ୟରେ ହୋଲ୍ ଗ୍ରେନ ଅଧିକ ପରିମାଣରେ ଖାଇବା ଉଚିତ । ଏଠାରେ ଫାଇବରର ମାତ୍ରାରେ ଯଥେଷ୍ଟ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *