Astrology- କଣ ଆପଣଙ୍କର ବି ପାଦର ଦ୍ଵିତୀୟ ଆଙ୍ଗୁଠି ବଡ ଅଟେ ? ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ !

ବନ୍ଧୁଗଣ ନମସ୍କାର ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି ।

ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ । ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ସେହିପରି ଶାସ୍ତ୍ର ରେ ଆମ ଶରୀର ର ବିଭିନ୍ନ ଅଙ୍ଗ ବିଷୟ ରେ ବର୍ଣ୍ଣନା କରାଯାଇଛି ।

କେଉଁ ଅଙ୍ଗ କିପରି ହେବା ଦ୍ଵାରା ବ୍ୟକ୍ତି ଟି ଭାଗ୍ୟଶାଳୀ ହୋଇଥାଏ ସେ ବିଷୟରେ ଶାସ୍ତ୍ର ରେ ଉଲ୍ଲେଖ ରହିଛି । ସେହିପରି ମନୁଷ୍ୟ ର ପାଦ ଆଙ୍ଗୁଠି ବଡ଼ କିମ୍ବା ସାନ ହେବା ଦ୍ୱାରା କଣ ଏବଂ କିପରି ହୋଇଥାନ୍ତି ସେମାନେ ତାହା ଆଜି ଆମେ ଆପଣଙ୍କୁ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣଙ୍କ ପାଦ ର ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ସବୁଠାରୁ ବଡ଼ ହୋଇଥାଏ ତେବେ ସେମାନେ ବହୁତ କ୍ରେଜି ଥାଆନ୍ତି । ଏହିପରି ପାଦ ଥିବା ବ୍ୟକ୍ତି ବହୁତ ଜୋଶ ଭରା ରହିଥାନ୍ତି । ଏହି ପରି ପାଦ ଥିବା ବ୍ୟକ୍ତି ଜୀବନ ରେ ବହୁତ ସଫଳତା ହାସଲ କରିଥାନ୍ତି । କିନ୍ତୁ ସଫଳତା ପାଇବା ପାଇଁ ଏମାନଙ୍କୁ ବହୁତ ସଂଘର୍ଷ ବା ପରିଶ୍ରମ କରିବାକୁ ପଡିଥାଏ । ଏହି ଲୋକ ମାନଙ୍କ ପାଖରେ ସମସ୍ତ ପରିସ୍ଥିତି ବା କାର୍ଯ୍ୟ କୁ ବୁଝିବା ପାଇଁ ର୍କ ଅଦ୍ଭୁତ ଶକ୍ତି ରହିଥାଏ । ଯାହା ଦ୍ୱାରା ସେ ସମସ୍ତ କାର୍ଯ୍ୟ କୁ ବୁଝି ବିଚାରି କରିଥାନ୍ତି ସଫଳତା ପାଇ ଥାଆନ୍ତି ।

୨. ଦ୍ଵିତୀୟ ରେ ଯେଉଁ ବ୍ୟକ୍ତି ମାନଙ୍କର ବୁଢା ଆଙ୍ଗୁଠି ର ସମାନ ହିଁ ଦୁଇଟି ଆଙ୍ଗୁଠି ହୋଇଥାନ୍ତି ତେବେ ଏହାର ଅର୍ଥ ଆପଣ ସମାଜ ରେ ନିଜ ପରିଶ୍ରମ ଯୋଗୁଁ ହିଁ ପରିଚିତ ହୋଇଥାନ୍ତି । ଆପଣ ସର୍ବଦା କଠିନ ପରିଶ୍ରମ କରିବାକୁ ଭଲ ପାଆନ୍ତି ଏବଂ ଏହି କଠିନ ପରିଶ୍ରମ ଏବଂ ନିଷ୍ଠା ହିଁ ଆପଣ ଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରିଥାଏ । ଏହା ଛଡା ଏହିପରି ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ଏବଂ ନିଜର ସବୁ ନିଷ୍ପତ୍ତି କୁ ବହୁତ ଭଲ ଭାବରେ ନେଇ ପାରନ୍ତି ଏବଂ ତୁଲାଇ ମଧ୍ୟ ଥାଆନ୍ତି । ଏମାନେ ଅନ୍ୟ ସହ ଝଗଡା ଏବଂ କଳହ ଠାରୁ ବହୁତ ଦୂରରେ ରୁହନ୍ତି ।

୩- ତୃତୀୟ ରେ ହେଉଛି ଯେଉଁ ବ୍ୟକ୍ତି ଙ୍କ ପାଦର ଆଙ୍ଗୁଠି ବୁଢା ଆଙ୍ଗୁଠି ରୁ ଏକଦମ କ୍ରମାନୁସାରେ ରହିଥାଏ ସେହି ବ୍ୟକ୍ତି ମାନେ ସର୍ଵଦା ନିଜ ଶ୍ରେଷ୍ଠତା ପ୍ରମାଣିତ କରାଇବାରେ ଲାଗିଥାନ୍ତି । ଏମାନେ ସର୍ଵଦା ନିଜ ଅଧିକାର ବିଷୟରେ ହିଁ କଥା ହୋଇଥାନ୍ତି ।

ଏହି ବ୍ୟକ୍ତି ସବୁବେଳେ ନିଜ ଇଛା ଅନୁସାରେ କାର୍ଯ୍ୟ କରିବା ପସନ୍ଦ କରିଥାନ୍ତି କିନ୍ତୁ ଯଦି ତାଙ୍କ ଇଛା ଅନୁସାରେ କାର୍ଯ୍ୟ ନ ହୁଏ ତେବେ ସେ କ୍ରୋଧିତ ହୋଇ ଯାଇଥାନ୍ତି । କିନ୍ତୁ ନିଜର ରାଗ କୁ ବାହାରକୁ ପ୍ରକାଶ କରନ୍ତି ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *