Health Tips- ଓଜନ କମେଇବାର ଅଛି ତ ଖାଆନ୍ତୁ ଏହି 12 ଟି ଜିନିଷ, ଆପେ ଆପେ କମିଯିବ ଓଜନ, ଭିତରକୁ ପଶିଯିବ ମୋଟା ପେଟ

ନମସ୍କାର ବନ୍ଧୁଗଣ, ମଣିଷ ନିଜ କାମରେ ବ୍ୟସ୍ତ ରହୁଥିବା ହେତୁ ନିଜ ଖାଇବା ପିଇବାର ଧ୍ୟାନ ଚାହିଁଲେ ମଧ୍ୟ ରଖିପାରୁ ନାହିଁ । ଯେଉଁଥି ପାଇଁ ତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖା ଦେଉଛି । କି ଏ ଅଧିକ ମୋଟା ହେଇଯାଉଛି ତ କିଏ ଅଧିକ ପତଳା ଆଉ କିଏ କିଏ ଅସୁସ୍ଥ ହୋଇପଡୁଛନ୍ତି । ଏହିଭଳି ଏକ ବଡ ସମସ୍ୟାର ସମାଧାନ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ବ୍ୟସ୍ତ ବହୁଳ ଜୀବନରେ କେଉଁ ୧୨ ଟି ଜିନିଷ ଖାଇ ଆପଣ ନିଜ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିପାରିବେ ।

୧- ସବୁଠାରୁ ପ୍ରଥମ ହୋଇଥାଏ ଡ୍ରାଏ ଫୃଟ । ଆପଣ ଏହାକୁ ନିଜ ସହ ସହଜରେ ସବୁଆଡେ ନେଇପାରିବେ । ଏହା ଆପଣଙ୍କୁ ଶକ୍ତି ଦେଇଥାଏ କିନ୍ତୁ ଆପଣଙ୍କ ଓଜନ ଅଧିକ ବଢାଇ ନଥାଏ । ପ୍ରତ୍ୟକ ଦିନ ଆପଣ ୪ ରୁ ୫ ପେସ୍ତାବାଦାମ ଖାଆନ୍ତୁ । ଭିଜା ଯାଇଥିବା ବାଦାମ ଖାଇବେ ତ ବହୁତ ଭଲ ରହିବ ଆପଣଙ୍କ ପାଇଁ ।

୨- ଖାଇବା ସହ କିମ୍ବା ଖାଇବା ପୂର୍ବରୁ ଆପଣ ଦହି ନିହାତି ଖାଆନ୍ତୁ । ଦହି ଆପଣଙ୍କ ଡାଇଜେସନକୁ ଭଲ ରଖିଥାଏ । ୩- ଅଟା ବ୍ରେଡ କିମ୍ବା ମଲ୍ଟିଗ୍ରେନ ବ୍ରେଡ ଖାଇବା ଉଚିତ । ଏହି ବ୍ରେଡରେ ଆପଣ ଭେଜିଟେବଲ ସହ ସ୍ୟାଣ୍ଡବିଚ ପ୍ରସ୍ତୁତ କରି ଖାଇବା ଉଚିତ । ଚେଷ୍ଟା କରନ୍ତୁ ଏଥିରେ ଆପଣ ଚିଜ ବଟର କିମ୍ବା ମେଓନିଜ ନ ଲଗାଇବା ପାଇଁ ।

୪- ଆପଣ କେବଳ ସିଝା ଅଣ୍ଡା ଖାଇବା ଉଚିତ । ଆପଣ ନିଜ ଦ୍ଵିପହର ଖାଇବା କିମ୍ବା ସନ୍ଧ୍ୟା ସମୟରେ ଚାହା ସହ ଦୁଇଟି ସିଝା ଅଣ୍ଡା ଖାଇପାରିବେ । ୫- ସାଲାଡ ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ସାଲାଡରେ ଆପଣ କାକୁଡି, ଗାଜର, ପିଆଜ ସହ ସିଝା ଚଣା, ରାଜମା, ମକା ଦାନା ପକାଇବା ଦ୍ଵାରା ଅଧିକ ସ୍ଵାସ୍ଥ୍ୟକର ବନିଥାଏ ।

୬- ପନିର ଏକ ହାଇ ପ୍ରୋଟିନ ଖାଦ୍ୟ ଅଟେ । ତେଣୁ ଏହା ମଧ୍ୟ ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇ ଦେଇଥାଏ । ଆପଣ କଞ୍ଚା ପନିରରେ ଲୁଣ ଏବଂ କଳା ଲଙ୍କା ଗୁଣ୍ଡା ପକାଇ ଖାଇବା ଆପଣଙ୍କ ପାଇଁ ଫାଇଦା ଆଣିଦେବ । ୭- ଆପଣ ସୁଗାର ଫ୍ରି ବିସ୍କୁଟ , ଓଟ୍ସ ବିସ୍କୁଟ, ଭଜା ଚଣା ଆପଣ ନିଜ ଫ୍ରୀ ଟାଇମରେ ପାଟିରେ ପକାଇ ପାରିବେ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ରହିବ ।

୮- ପ୍ରତ୍ୟକ ଦିନ ନିହାତି ଭାବରେ ଥରେ ଗ୍ରୀନ ଟି ପିଇବା ଦରକାର । ଆପଣଙ୍କ ଶରୀର ସବୁ ବିମାରୀ କେବଳେ ଏହି ଅଭ୍ୟାସ ଦ୍ଵାରା ଠିକ ହୋଇପାରିବ । ୯- ନଡିଆ ପାଣି ଆପଣଙ୍କ ଶରୀର ପାଇଁ ସବୁଠାରୁ ଭଲ ହୋଇଥାଏ । । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *