ବନ୍ଧୁଗଣ, ସାଧାରଣତ ଶିଶୁ ଟି ଯେତେବେଳେ ପ୍ରଥମ ଥର ନିଜ ମା’ ପେଟରେ ରହିଥାଏ ଅଥବା ମା’ ମାନେ ଯେତେବେଳେ ଗର୍ଭଧାରଣ କରିଥାନ୍ତି ତେବେ ଶିଶୁ ମାନଙ୍କୁ ପୋଷଣ କେଉଁଠାରୁ ମିଳିଥାଏ ? ମାତା ର ଯେଉଁ ନାଭି ରହିଥାଏ ଏବଂ ଶିଶୁ ର ନାଭି ପରସ୍ପର ସହିତ ଜଡିତ ହୋଇଥାଏ ।
ମା’ ମାନେ ଯେତେବେଳେ ଭୋଜନ ଗ୍ରହଣ କରିଥାନ୍ତି ସେତେବେଳେ ତାହା ବ୍ଲଡ଼ ରେ କନଭେଟ ହୋଇଥାଏ । ଏହି ନାଭି ସାହାର୍ଯ୍ୟ ରେ ଶିଶୁ କୁ ପୋଷଣ ମିଳିଥାଏ । ଆପଣ ମାନେ ଜାଣି ରଖନ୍ତୁ ଯେ ନାଭି ଆପଣଙ୍କ ଶରୀରର ସବୁଠାରୁ ମହତ୍ଵପୂର୍ଣ୍ଣ ଅଙ୍ଗ ହୋଇଥାଏ ।
ମେଡି ଟେସନ ରେ ମଧ୍ୟ ଯେତେବେଳେ ଆପଣ ଆଧ୍ୟାତ୍ମିକ କୁ ଫଲୋ କରିଥାନ୍ତି, ଯେଉଁ ଲୋକ ମାନେ ଧ୍ୟାନ ମାର୍ଗ ରେ ଚାଲିଥାନ୍ତି ସେମାନଙ୍କୁ ଜଣାଥାଏ ଯେ ନାଭି ଧ୍ୟାନ ବହୁତ ଜରୁରୀ ହୋଇଥାଏ । ଆସନ୍ତୁ ଜାଣିବା ନାଭିରେ ଏଭଳି କେଉଁ ଜିନିଷ ଲଗାଇବା ଦ୍ଵାରା ଆପଣଙ୍କ କେଶ କଳା ହୋଇଯାଇଥାଏ ? ଆପଣ ମାନେ ଦେଶୀ ଘିଅ ସମ୍ବନ୍ଧରେ ନିଶ୍ଚିତ ରୂପରେ ଶୁଣିଥିବେ, ଏହାକୁ ଆପଣ ଗୋଟିଏ ସପ୍ତାହ ରେ ଗୋଟିଏ ଦିନ ଛାଡି ଛାଡି ଆପଣ ନିଜ ହାତରେ ଦେଶୀ ଘିଅ କୁ ଅଳ୍ପ ମାତ୍ରାରେ ନେଇ ନିଜ ନାଭି ରେ ଲଗାଇ ଦିଅନ୍ତୁ । ଏଭଳି କରିବାରେ ଆପଣଙ୍କୁ ଫାଇଦା ମିଳିବ ।
ଯେଉଁ ମାନଙ୍କୁ ୨୦ ରୁ ୨୫ ବର୍ଷ ହୋଇଅଛି ମାତ୍ର ତାଙ୍କ କେଶ ଝଡିବା ସହିତ କେଶ ଧଳା ହେବା ଭଳି ସମସ୍ୟା ମଧ୍ୟ ରହିଅଛି, ଏଭଳି ପୁରୁଷ ତଥା ମହିଳା ମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହାଛଡା ଯେଉଁ ମାନଙ୍କ ଓଠ ଫାଟୁଅଛି ଅଧିକ ଏହାସହିତ ଆଖି ପତା ତଳ କଳା କଳା ଦାଗ ହୋଇଯାଇଥାଏ ତେବେ ଏହା ପାଇଁ ମଧ୍ୟ ବହୁତ ଅଧିକ ଭଲ ହୋଇଥାଏ ନାଭି ରେ ଘୀଅ ଲଗାଇବା । ଆଖିର ଆଲୋକ ଯେଉଁ ମାନଙ୍କ ର କମ ରହିଥାଏ ସେମାନଙ୍କ ପାଇଁ ମଧ୍ୟ ବହୁତ ଅଧିକ ଭଲ ହୋଇଥାଏ ନାଭି ରେ ଘୀଅ ଲଗାଇବା । ଆପଣ ନାଭିରେ ଏହାକୁ ଗୁଆ ଘିଅ ଲଗାଇଲେ ପ୍ରାଏ ଅନେକ ପ୍ରକାରର ଲାଭ ମିଳିଥାଏ ।
ଯଥା ଆପଣାକୁ କେବେ ମଧ୍ୟ ବ୍ଲଡ଼ ପ୍ରେସର ର ଅଭାବ ହେବ ନାହିଁ । ଏହା ସହିତ ଆପଣ ଯୋଗ ପ୍ରାଣାୟମ ମଧ୍ୟ କରନ୍ତୁ ଏଥିରୁ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଆପଣ ସକାଳେ ଗାଧୋଇ ଆସିବା ପରେ ନିଜ ନାଭି ରେ ଦେଶୀ ଘିଅ ପକାଇ ୧୫ ମିନିଟ ପର୍ଯ୍ୟନ୍ତ ଏହିଭଳି ଛାଡି ଦିଅନ୍ତୁ । ଆପଣ ସିଧା ଭାବରେ ଶୋଇ ରୁହନ୍ତୁ ଆପଣଙ୍କ ନାଭିରେ ଘିଅ ଯିବା ଫଳରେ ଆପଣଙ୍କୁ ବହୁତ ଭଲ ଲାଭ ମିଳିବ ।
ଆପଣ ମାନଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଟି ଭଲ ଲାଗିଥିଲେ ଗୋଟିଏ ଲାଇକ ଓ ଶେୟାର କରି ଦେବେ ଓ ପ୍ରତିଦିନ ଏହିପରି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ