ଶକ୍ତିର ଭଣ୍ଡାର ଅଟେ ଏହି 4 ଟି ଜିନିଷ, କମଜୋରି ଓ Calcium ର ଅଭାବ ଦୂର କରି ଶରୀରକୁ ଭରିଦିଏ ଷଣ୍ଢ ଭଳି ଶକ୍ତି ଆଉ ଜୋସ (Health Tips)

ବନ୍ଧୁଗଣ, ସାଧାରଣତ ଶରୀରରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟା ଏକା ସହିତ ହୋଇଥାଏ । ଏହି ସମସ୍ୟା ଠାରୁ ବଞ୍ଚିବା ପାଇଁ ଆମ୍ଭେ ଅନେକ ପ୍ରକାରର ଔଷଧ ସେବନ ର ପ୍ରୟାସ କରିଥାଉ । ଏହି କାରଣରୁ ଆମ୍ଭ ଶରୀରରେ ଆହୁରି ଅଧିକ କ୍ଷତି ହେବାକୁ ଲାଗିଥାଏ ।

ଆଜି ଆମ୍ଭେ ଆପଣ ମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାର ପ୍ରୟୋଗ ରେ ଆପଣ ନିଜ ଶରୀରରେ ଅନେକ ପ୍ରକାରର ବିମାରୀ ଠାରୁ ଦୂରରେ ରହି ପାରିବେ । ଆସନ୍ତୁ ଜାଣିବା ତାହା କଣ ଅଟେ ।

୧;- ଆପଣ ନୀତି ଦିନ କିସମିସ ନେଇ ପାରନ୍ତି ଏହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭ ଦାୟକ ଅଟେ । ଏଥିରେ ଅଳ୍ପ ମାତ୍ରାରେ ଆଇରନ, ପୋଟାସିୟମ, ମାଗ୍ନେସିୟମ ତଥା ଫାଇଭର ମିଳିଥାଏ । ଏହାର ସେବନ ରେ କବଜ ରୁ ମଧ୍ୟ ଫାଇଦା ମିଳିଥାଏ । ଆପଣଙ୍କ ଶରୀରରେ ରକ୍ତ ର ଅଭାବ ଦୂର କରିବାକୁ ଏହା ସାହାର୍ଯ୍ୟ କରିଥାଏ । ଆପଣ ରାତିରେ ୧୫ ରୁ ୨୦ ଟି କିସମିସ ରାତିରେ ଶୋଇବା ବେଳେ ପାଣି ରେ ଭିଯାଇ ରଖି ଦିଅନ୍ତୁ ।

ଆପଣ ସର୍ବ ପ୍ରଥମେ ସକାଳେ ଉଠିଲେ ବାସୀ ମୁହଁ ରେ ହାଲୁକା ଗରମ ପାଣି ସେବନ କରନ୍ତୁ । ଏହାପରେ ଆପଣ କିସମିସ ର ସେବନ କରନ୍ତୁ । ଯଦି ଆପଣଙ୍କ ଓଜନ ବହୁତ ଅଛି ତେବେ କିସମିସ ସେବନ କରିବା ଦ୍ଵାରା ଆପଣଙ୍କୁ ବହୁତ ଭଲ ଫାଇଦା ମିଳିବ । ଏଥିରେ ବହୁତ ଅଧିକ ମାତ୍ରାରେ ଗ୍ଳୁକୋଜ ମିଳିଥାଏ । ଏଥିରୁ  ତାକତ ମିଳିବା ସହିତ ଆପଣଙ୍କ ଶରୀରର ଓଜନ ମଧ୍ୟ କମାଇବାରେ ସାହାର୍ଯ୍ୟ କରିଥାଏ ।

୨;- ଏହା ବ୍ୟତୀତ ଆପଣ ସବୁଦିନ ରାତିରେ ଅଳସୀ ର ସେବନ କରନ୍ତୁ । ଏଥିରେ ଓମେଗା-୩, ଫ୍ୟାଟି ଏସିଡ, ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଥାଏ । ଏହା ସହିତ ଯେଉଁ ମାନଙ୍କୁ ଡାଇବେଟିକ୍ସ ର ସମସ୍ୟା ରହିଅଛି ସେମାନଙ୍କ ପାଇଁ ଏହା ବହୁତ ଭଲ ହୋଇଥାଏ ।

୩;- ଆପଣ ଏକ ଗିଲାସ ଗରମ ପାଣି ନିଅନ୍ତୁ ଏବଂ ଏଥିରେ ଏକ ଚାମଚ ଅଳସୀ ର ପାଉଡର କୁ ପକାଇ ଦିଅନ୍ତୁ । ଏହି ଉପାୟ ଟି ଆପଣ ସକାଳେ ଉଠିବା ମାତ୍ରେ ଖାଲି ମୁହଁ ରେ କରନ୍ତୁ । ଏହାକୁ ସେବନ କରିବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ଖାଇବେ ନାହିଁ ।

୪;- ଆପଣ ଅଧଚାମଚ କଳାଜୀରା କୁ ଏକ ଗିଲାସ ଗରମ ପାଣିରେ ପକାଇ ସେବନ କରନ୍ତୁ । ଏହା ମଧ୍ୟ ଆପଣଙ୍କୁ ସକାଳେ ବାସି ମୁହଁ ରେ କରିବାକୁ ହେବ । ଏଭଳି କରିବା ଦ୍ଵାରା ଆପଣଙ୍କ ପେଟ ସଫା ହୋଇଯାଇଥାଏ । ଏହା ଶରୀରର ବିଭିନ୍ନ ପ୍ରକାରର ରୋଗ ଠାରୁ ଆମ୍ଭକୁ ଦୂରେଇ ରଖିଥାଏ ।

ଏହା ସହିତ ଏହା ଆମ୍ଭ ହାଡ ଗୁଡିକୁ ମଜବୁତ ବନାଇବାରେ ସାହାର୍ଯ୍ୟ କରିଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *