କଣ ବାଳ ଧଳା ପଡି ଯାଉଛି ? କେବଳ ନାଭିରେ ଲଗାନ୍ତୁ ଏହି 1 ଜିନିଷ, 42 ବର୍ଷ ବୟସରେ ବି 22 ପରି ଜବାନ ଆଉ ସୁନ୍ଦର ଦେଖାଯିବେ- Health Tips

ନମସ୍କାର ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଶରୀର କେବେ ଦୁର୍ବଳ ନ ହେଉ । କିମ୍ବା କୌଣସି ରୋଗ ନ ହେଉ ଆପଣ ସର୍ଵଦା ସୁସ୍ଥ ଏବଂ ସବଳ ରୁହନ୍ତୁ ଏବଂ ବୁଢ଼ା ହେବା ପର୍ଯ୍ୟନ୍ତ ଆପଣ ସୁସ୍ଥ ଏବଂ ସବଳ ରୁହନ୍ତୁ ।

ତେବେ ଆପଣ ଏହି ଉପାୟ ଗୁଡିକ କରିବା ଆରମ୍ଭ କରି ଦିଅନ୍ତୁ । ଆମ ଶରୀରରେ ପୋଷକ ତତ୍ତ୍ୱ ର ଅଭାବରୁ ଆମ ଶରୀର ଦୁର୍ବଳ ହୋଇପଡେ । ଏବଂ କାମ କରିବାରେ ସମର୍ଥ ହୁଏ ନାହିଁ । ଏବଂ ଆଜି କାଲିର ଅଶୁଦ୍ଧ ପରିବେଶ ଏବଂ ଅଶୁଦ୍ଧ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଧୀରେ ଧୀରେ ଏବଂ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ପଡୁଛି । ଏବଂ ଅନେକ ରୋଗ ମଧ୍ୟ ହେଉଛି । ଏବଂ ତାସହ ଆମ ଓଜନ ମଧ୍ୟ ବଢ଼ିବାରେ ଲାଗୁଛି ।

ତେଣୁ ନିଜ ଖାଦ୍ୟରେ କିଛି ଏପରି ଜିନିଷ କୁ ଗ୍ରହଣ କରିବା ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିବ ଏବଂ କୌଣସି ରୋଗ ମଧ୍ୟ ହେବ ନାହିଁ । ଏବଂ ତା ସହ ଆମ ହାଡ଼ ମଜବୁତ ରହିବ । ଏବଂ ତ୍ୱଚା ମଧ୍ୟ ଚମକିବ । ତେବେ ଚାଲନ୍ତୁ ଜାଣିନେବା ସେ ଉପାୟ ଗୁଡିକ କଣ କଣ । ଏବଂ ତାହାକୁ ଆମେ କିପରି ବ୍ୟବହାର କରି ପାରିବା ।

ଆପଣ ଏହି ସବୁ ସମସ୍ୟା ରୁ ବଞ୍ଚିବା ପାଇଁ ବିଭିନ୍ନ ଔଷଧ ଖାଆନ୍ତି ଏବଂ ଅନେକ ଜିନିଷ କରନ୍ତି କିନ୍ତୁ ଏକ ଏଭଳି ଉପାୟ ଅଛି ଯାହା ଦ୍ୱାରା ଆପଣ ଏହି ସମସ୍ୟା ରୁ ବଞ୍ଚି ପାରିବେ ତାହା ହେଉଛି ନିଜ ନାଭି ରେ ତେଲ ଦ୍ୱାରା ମାଲିସ । ଆପଣ ଜାଣିଥିବେ କି ଶରୀର ର ସବୁ ଅଂଶ ଆମ ନାଭି ସହ ଯୋଡି ହୋଇ ରହିଥାଏ ତେଣୁ ଏହି ଠାରେ ହିଁ ଉପଚାର କରିବା ଦ୍ୱାରା ଶରୀରର ସବୁ ଅଂଶ ରେ ଆସୁଥିବା ସମସ୍ୟା ଦୂର ହୋଇ ଯାଇଥାଏ ।

ଯଦି ଆପଣ ଙ୍କ କେଶ ଉପୁଡୁଛି କିମ୍ବା ବୟସ ପୂର୍ବରୁ ଧଳା ହୋଇ ଯାଉଛି ଏବଂ କେଶ ବହୁତ ଦୁର୍ବଳ ରହୁଛି ତେବେ ଆପଣ ନିଜ ନାଭି ରେ ଦେଶୀ ଘିଅ ଦିନେ ଛାଡି ଦିନେ ଲଗାଇବା ଦ୍ୱାରା କେଶ ଘନ,କଳା ଏବଂ ମଜବୁତ ହୋଇଥାଏ ଏବଂ ଘିଅ ଲଗାଇବା ଦ୍ୱାରା ଆପଣ ଙ୍କ ଆଖି ତଳେ ଥିବା କଳା ଦାଗ ମଧ୍ୟ କମିଯାଏ । ଯଦି ଆପଣ ଙ୍କ ଚେହେରା ର ଉଜ୍ଜ୍ୱଳ କମି ଯାଇଛି କିମ୍ବା ଚେହେରା ଶୁଖିଲା ଶୁଖିଲା ଲାଗୁଥିଲେ ଆପଣ ବାଦାମ ରୋଗନ ତେଲ କୁ ଦୁଇ ବୁନ୍ଦା ପକାଇ ମାଲିସ କରିବା ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ ।

ଏହା ଛଡା ଯଦି ଆପଣ ବ୍ରଣ କୁ ନେଇ ଅଧିକ ଚିନ୍ତା ରେ ରହୁଛନ୍ତି କିମ୍ବା ବ୍ରଣ ଆପଣ ଙ୍କର କମୁ ନାହିଁ ତେବେ ଆପଣ ନିମ ତେଲ କୁ ମଧ୍ୟ ନିଜ ନାଭି ରେ ପକାଇ ମାଲିସ କରିବା ଦ୍ୱାରା ଆପଣ ଙ୍କ ତ୍ୱଚା ଭଲ ହୋଇଯିବ ଏବଂ ସଫା ମଧ୍ୟ ହୋଇଯିବ । ଆପଣ ଗାଧୋଇବା ପରେ ସଙ୍ଗେ ସଙ୍ଗେ ବେଡ଼ ରେ ଶୋଇ ଏକଦମ ସିଧା ଶୋଇବେ ଟିକେ ବି ହଲଚଲ ହେବେ ନାହିଁ ନାଭି ରେ ୧୫ ମିନିଟ ମାଲିସ କରିବେ ଏହା ନାଭିରେ ଭଲ ଭାବରେ ତେଲ କିମ୍ବା ଘିଅ ଯିବ ଏବଂ ଲାଭ ପ୍ରଦାନ କରିବ ।

ଆପଣ ମାନଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଟି ଭଲ ଲାଗିଥିଲେ ଗୋଟିଏ ଲାଇକ ଓ ଶେୟାର କରି ଦେବେ ଓ ପ୍ରତିଦିନ ଏହିପରି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *