Mesha Rashi 2023 Rashifala: ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ନୂଆ ବର୍ଷ 2023 ? ଘଟିବ ଏହି 5 ଟି ବଡ ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୨ ଗୋଟି ରାଶି ମଧ୍ୟରୁ ପ୍ରତ୍ଯେକଟି ରାଶିର ନିଜସ୍ୱ ଜଣେ ଜଣେ ସ୍ଵାମୀ ରହିଥାନ୍ତି । ଯେଉଁ ଗ୍ରହର ପ୍ରଭାବ ସେହି ରାଶି ଉପରେ ରହିଥାଏ । ସେହି ବ୍ୟକ୍ତିର ବ୍ୟକ୍ତିତ୍ବ ସେହିପରି ହୋଇଥାଏ । ସେଥିପାଇଁ ବ୍ୟକ୍ତିର ରାଶି ତାର ଜୀବନରେ ବହୁତ ଅଧିକ ମହତ୍ଵ ରଖିଥାଏ । ଆଜି ଆପଣ ମେଷ ରାଶିର ବାର୍ଷିକ ଭାଗ୍ୟଫଳ ବିଷୟରେ ଜାଣିବାକୁ ପାଇବେ ।

ଏହି ରାଶିର ଯେଉଁ ଦମ୍ପତି ପାଇଁ ପ୍ଲାନିଂ କରୁଛନ୍ତି । ତେବେ ସେମାନେ ବର୍ଷର ଆରମ୍ଭରୁ ସନ୍ତାନ ପ୍ରାପ୍ତି ପାଇଁ ଯୋଜନା କରିପାରିବେ । କାରଣ ସେହି ସମୟରେ ସନ୍ତାନ ପକ୍ଷଟି ଖୁବ ମଜଭୁତ ରହିବା ପାଇଁ ଯାଉଛି । ୨୦୨୩ ମସିହାର ଜାନୁଆରୀ, ଫେବୃଆରୀ ଓ ମାର୍ଚ ଏହି ୩ ମାସ ଏହି ମେଷ ରାଶିର ପ୍ରେମୀଯୁଗଳଙ୍କ ପାଇଁ ଏତେ ମାତ୍ରାରେ ଭଲ ରହିବା ପାଇଁ ଯାଉନାହିଁ ।

ସେହି କାରଣରୁ ଏମାନଙ୍କ ମଧ୍ୟରେ କିଛି ନା କିଛି ସନ୍ଦେହ ଉପୁଜିପାରେ । ଏହା ସହିତ ଛୋଟ ବଡ ପ୍ରେମକୁ ନେଇ ଅସୁବିଧା ମଧ୍ୟ ରହିପାରେ । ତେଣୁ ଏହି ସମୟରେ ନିଜ ପାର୍ଟନର ସହିତ ସଂଯମତା ରକ୍ଷା କରି ଆଚରଣ କରିବା ଦ୍ଵାରା ପ୍ରେମ ସମ୍ପର୍କ ଭଲ ରହିବ ।  ନୂଆବର୍ଷର ଏପ୍ରିଲ ମାସ ଠାରୁ କ୍ଯାରିଅର ସମ୍ପର୍କିତ ବହୁତ କିଛି ହାସଲ ମେଷ ରାଶିର ବ୍ୟକ୍ତି କରିପାରିବେ ।

ଏହି ସମୟରେ ନିଜ ଲକ୍ଷ ସ୍ତଳରେ ଧ୍ୟାନ ପୂର୍ବକ କାର୍ଯ୍ୟ କରିବା ଦ୍ଵାରା ତାହା ଆଗାମୀ ସମୟରେ ବହୁତ ବଡ ଖୁସି ଆପଣଙ୍କ ପାଇଁ ଆଣିଦେବ । ଚାକିରି କ୍ଷେତ୍ରରେ ପ୍ରମାସନର ସମ୍ଭାବନା ରହୁଛି । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ଠାରୁ ସାହାଜ୍ଯ ପାଇପାରିବେ । ଘରେ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ହେବ। ମାନ ସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ସ୍ତର ସୁଦୃଢ ରହିବ ।

ଏପ୍ରିଲ ଓ ମଇ ମାସ ପର ଠାରୁ ମେଷ ରାଶିର ବିବାହର ଶୁଭ ଯୋଗ ବନୁଅଛି । ତେଣୁ ବିବାହକୁ ନେଇ ଘରେ ଆଲୋଚନା ହୋଇପାରେ । ବହୁତ ଶୀଘ୍ର ସେହି ସମୟର ଅବଧି ମଧ୍ୟରେ ବିବାହ ମଧ୍ୟ ହୋଇଯିବାର ସମ୍ଭାବନା ରହୁଛି । ଏହି ସମୟରେ ରିଲେସନରେ ଥିବା ଲଭରମାନେ ଘରେ ପ୍ରସ୍ତାବ ପକାଇପାରିବେ ।

୨୦୨୩ ବର୍ଷର ଅକ୍ଟୋବର ମାସ ପାରେ ଯଦି କୌଣସି କାରଣରୁ ମାନସିକ ବିଷାଦରେ ରହୁଥିଲେ । ତେବେ ସେହି ସମସ୍ଯାରୁ ମୁକୁଳି ପାରିବେ । ମାନସିକ ଶାନ୍ତି ପ୍ରାପ୍ତ ହୋଇବା । ଘର ପରିବାରଙ୍କର ସହିତ ସେହି ସମୟରେ ଉତ୍ତମ ବୁଝାବଣା ରହିବ । ମଇ, ଜୁନ ଓ ଜୁଲାଇ ମାସରେ ନିଜ ସ୍ଵାସ୍ଥ ପ୍ରତି ଅଧିକ ସଚେତନ ରହିବା ଉଚିତ । କ୍ଲାରଣ ସେହି ସମୟରେ ସ୍ଵାସ୍ଥ ସମ୍ବଧିତ ସମସ୍ଯାରେ ପଡିବାର ସମ୍ଭାବନା ରହୁଅଛି ।

ତେଣୁ ମେଷ ରାଶିର ଲୋକ ନିଜ ଆରାଧ୍ୟ ଦେବତାକୁ ସ୍ମରଣ କରି ନିଜର ବର୍ଷର ଶୁଭାରମ୍ଭ କରନ୍ତୁ, ବର୍ଷଟି ବହୁତ ଭଲ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *