Health Tips- ମାତ୍ର 3 ଦିନରେ ଆଁଠୁ ଓ ଗୋଇଠି ବିନ୍ଧା ମୂଳରୁ ଶେଷ ହୋଇଯିବ, କେବଳ କରି ନିଅନ୍ତୁ ଏହି ରାମବାଣ ଘରୋଇ ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଜଏଣ୍ଟ ସ୍ଥାନମାନଙ୍କ ରେ ଅନୁଭୂତ ଯନ୍ତ୍ରଣା ବହୁତ କଷ୍ଟଦାୟକ ହୋଇଥାଏ । ଏହା ହେବା ଯୋଗୁ ବ୍ୟକ୍ତିର ବସିବା ଉଠିବା ସମୟରେ କଷ୍ଟ ଅନୁଭୂତ ହୋଇଥାଏ । ଶୋଇକି ଉଠିବା ସମୟରେ ହାତ ଗୋଡ ଦରଜ ହେବା ସହିତ ପାଦରେ ଛୁଞ୍ଚି ଫୋଡି ହେବା ଭଳି ଲାଗିଥାଏ । ଆପଣ ନିଜର ସମସ୍ତ ସ୍ଥାନମାନଙ୍କର ଦରଜ ଯନ୍ତ୍ରଣାକୁ ଦୂର କରିବା ପାଇଁ ଏକ ତେଲର ବ୍ୟବହାର କରନ୍ତୁ ।

ଯାହାର ଶରୀର ଦରଜ ବିନ୍ଧା ଜାଗାରେ ମାଲିଶ କରିବା ଦ୍ଵାରା ଆପଣଙ୍କୁ ବହୁତ ଶୀଘ୍ର ଆରମ ମିଳିଥାଏ । ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଯେଉଁ ସବୁ ଜିନିଷର ଆବଶ୍ୟକତା ପଡିବ । ସେହି ସମସ୍ତ ସାମଗ୍ରୀ ପାଇଁ ଆପଣଙ୍କୁ କୌଣସି ପ୍ରକାର ବ୍ୟସ୍ତ ହେବା ପାଇଁ ପଡିବ ନାହିଁ । କାରଣ ସେହି ସମସ୍ତ ଜିନିଷ ଆପଣଙ୍କୁ ଆପଣଏନକେ ରୋଷେଇ ଘରେ ବହୁ ସହଜରେ ମିଳିଯିବ ।

ଆପଣଙ୍କୁ ଏଥି ପାଇଁ ସର୍ବ ପ୍ରଥମେ ଏକ ଚାମଚ ମେଥି ଦାନା, ୪ ରୁ ୫ ଟି ଲବଙ୍ଗ, ୪ ରୁ ୬ କୋଲା ରଶୁଣ, ଛୋଟ ଖଣ୍ଡ ଡାଲଚିନି ଡାଲଚିନି, ଏକ ଚାମଚ ଜୁଆଣୀ ଏହି ସାଗ୍ରୀରର ଆବଶ୍ୟକତା ପଡିବ । ଗ୍ଯାସ ଉପରେ ଏକ ଲୁହା କଢେଇ ବଶାନ୍ତୁ । ଲୁହା କଢେଇ ନଥିଲେ । ଆପଣ ଯେ କୌଣସି କଢେଇର ମଧ୍ୟ ବ୍ୟବହାର କରି ଏହି ରେମିଡିକୁ ପ୍ରସ୍ତୁତ କରିପାରିବେ ।

କଢେଇରେ ଏକ କପରୁ ଅଧ କପ୍ ତେଲ ପକାନ୍ତୁ । ସେଥିରେ ଏକ ଚାମଚ ମେଥି ଦାନା, ଏକ ଚାମଚ ଜୁଆଣୀ ପକାନ୍ତୁ । ରଶୁଣର ଚୋପା ଛଡାଇ ତାକୁ ଟିକି ଟିକି କରି କାଟି ସେଥିରେ ପକାନ୍ତୁ । ଡାଲଚିନି ଓ ଲବଙ୍ଗ ଛେଚି ମଧ୍ୟ ପକାଇ ତାକୁ କିଛି ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେତେବେଳେ ତେଲର ରଙ୍ଗ ଧୀରେ ଧୀରେ କରି ବଦଳି ଜୀବ ।

ସେତେବେଳେ ଏହାକୁ ଗ୍ଯାସରୁ କାଢି ଆଣିବେ । ଗ୍ଯାସ ଉପରୁ କାଢି ଆଣି ସେହି କଢେଇରେ ଏକ ଢାଙ୍କୁଣୀ ଘୋଡାଇ ଏକ ଦିନ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ । ଯାହା ଦ୍ଵାରା ସେହି ତେଲ ମଧ୍ୟକୁ ସମସ୍ତ ପୋଷକ ତତ୍ଵ ଚାଲି ଆସିବ । ଯେତେବେଳେ ଆପଣଙ୍କର ଶରୀରରେ କୌଣସି ଜଏଣ୍ଟ ସ୍ଥାନରେ ଦରଜ ବିନ୍ଧା ଆରମ୍ଭ ହେବାକୁ ଲାଗିବ ।

ସେତେବେଳେ ଆପଣ ଏହି ତେଲକୁ ଆଣି ନିଜ ଦରଜ ବିନ୍ଧା ହେଉଥିବା ସ୍ଥାନରେ ଲଗାଇବା ଦ୍ଵାରା ନିହାତି ଭାବରେ ଯନ୍ତ୍ରଣାରୁ ଉପଶମ ମିଳିବ । ଏହି ତେଲ ଲଗାଇବା ଦ୍ଵାରା କୌଣସି ପ୍ରକାର ସ୍କିନ ଡିଜିଜ ଭଳି ସାଇସିଫେକ୍ଟ ଦେଖିବାକୁ ମିଳିନଥାଏ । ତେଣୁ ନିହାତି ଭାବେ ଏହି ତେଲକୁ ଲଗାଇ ବହୁତ ଶୀଘ୍ର ଦରଜ ଯନ୍ତ୍ରଣାରୁ ମୁକ୍ତି ଆରାମ ପାଆନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *