Jyotish Shastra- ଦରିଦ୍ରତାର ହେଲା ଅନ୍ତ ! ଆଜି ରାତି ଠାରୁ ୩୩ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଶନିଦେବ କରିବେ ଧନବର୍ଷା

ବନ୍ଧୁଗଣ ହିନ୍ଦୁ ଗ୍ରହ ଓ ବୈଦିକ ଜ୍ଯୋତିଷ ଶାସ୍ତ୍ର ରେ ଶନି ଭଗବାନ ଙ୍କର ଅନେକ ମହତ୍ଵ ରହିଛି । ଭଗବାନ ଶନି ଦେବ ଙ୍କୁ ସୂର୍ଯ୍ୟ ପୁତ୍ର ଓ ତାହାସହ ନବ ଗ୍ରହ ମାନଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠ ବୋଲି ମଧ୍ୟ ମନ ଯାଇଥାଏ । ଭଗବନ ଙ୍କୁ ନ୍ୟାୟଧୀଶ ବୋଲି ମଧ୍ୟ କୁହାଯିଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଜୀବନ ଉପରେ ଭଗବାନ ଶନି ଦେବ ଙ୍କର କୃପା ହୋଇ ଯାଇଥାଏ ସେମାନଙ୍କ ଜୀବନରେ ଆଉ କୌଣସି ପ୍ରକାର କିଛି କଷ୍ଟ ରହି ନଥାଏ ।

ସେମାନଙ୍କ ଜୀବନ ର ବନ୍ଦ କବାଟ ମଧ୍ୟ ଖୋଲି ଯାଇଥାଏ । ଯେତେବେଳେ ଶନି ଭଗବାନ ନିଜ ଚାଲ ବଦଳିଥାନ୍ତି ସେହି ସମୟରେ ସେ ରାସୀ ଅନୁସାରେ କିଛି ରାଶି ଉପରେ ଭାରି ପଡିଥାନ୍ତି ତ ପୁଣି କିଛି ରାଶି ଉପରେ ମେହେର୍ବାନ ହୋଇଥା’ନ୍ତି ।

ଜ୍ଯୋତିଷ ଗଣନା ଅନୁସାରେ ବର୍ତମାନ ଗ୍ରହ ମାନଙ୍କର ସ୍ଥିତି କିଛି ଏପରି ହୋଇ ଯାଇଛି ଯାହାର ଫଳ ସ୍ୱରୂପ ଶନି ଭଗବାନ ଙ୍କର କୃପା କିଛି ବିଶେଷ ରାଶି ମାନଙ୍କ ଉପରେ ବିଶେଷ ଭାବରେ ରହିବ । ସେହି ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟ ରୁ ପ୍ରଥମ ରାଶି ଟି ହେଉଛି ମେଷ ରାଶି ଓ କୁମ୍ଭ ରାଶି ।

ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଶନି ଭଗବାନ ଙ୍କର ବିଶେଷ କୃପା ଏମାନଙ୍କୁ ମିଳିବାକୁ ଯାଉଛି । ଏହି ବ୍ୟକ୍ତି ମାନେ ଏହି ସମୟ ଠାରୁ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଏମାନେ ସଫଳତା କୁ ପ୍ରାପ୍ତ କରିବେ । ଏହି ବ୍ୟକ୍ତି ମାନଙ୍କ ଜୀବନ ରେ ଏହି ସମୟ ଠାରୁ ଆଉ କୌଣସି ପ୍ରକାର ର ଆର୍ଥିକ ସମସ୍ଯା ରହିବ ନାହିଁ । ଏମାନଙ୍କ ଜୀବନରେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଅମଧ୍ୟ ରହିବ ।

ଦ୍ଵିତୀୟ ରାଶି ଟି ହେଉଛି ତୁଳା ରାଶି । କାର୍ଯ୍ୟ କ୍ଷେତ୍ର ରେ ସଫଳତା ପାଇବେ । ବହୁ ଦିନରୁ ଲାଗି ରହିଥିବା ସମସ୍ତ ସମସ୍ଯା ମାନଙ୍କ ରୁ ମଧ୍ୟ ଆପଣ ମୁକ୍ତି ପାଇବେ । ତୃତୀୟ ଭାଗ୍ୟଶାଳୀ ରାଶି ଟି ହେଉଛି ବୃଷ ରାଶି ଓ ମକର ରାଶି । ଆପଣ ମାନେ ଆପଣ ମାନଙ୍କର କାର୍ଯ୍ୟ କ୍ଷେତ୍ର ରେ ଖୁବ ସଫଳତା ପ୍ରାପ୍ତ କରିବେ ଜୀବନରେ ଆପଣ ଙ୍କୁ ଏହି ସମୟ ରେ ଅନେକ ନୂତନ ନୂତନ ଅବସର ମାନ ମଧ୍ୟ ପ୍ରାପ୍ତ ହେବ ।

ସମାଜରେ ମଧ୍ୟ ଆପଣ ଙ୍କ ମାନ ସମ୍ମାନ ବଢିବ। କିନ୍ତୁ ଆପଣ ମାନଙ୍କୁ ନିଜର କ୍ରୋଧ ଉପରେ କିଛି ନିଆୟନ୍ତ୍ରଣ ରଖିବାକୁ ହେବ । ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ଟି ହେଉଛି ବିଛା ରାଶି ଓ କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ମଧ୍ୟ ଆଗାମୀ ୨୧ ବର୍ଷ ପାଇଁ ଖୁବ ଭଲ ରହିବ । ଏହି ସମୟ ରେ ଏହି ବ୍ୟକ୍ତି ମାନେ ଯାହା କିଛି କାର୍ଯ୍ୟ ଆରମ୍ଭ କରିବେ ତାହା ଏମାନଙ୍କୁ ଅଧିକ ରୁ ଅଧିକ ସଫଳତା ଦେବ ।

ଏହି ବ୍ୟକ୍ତି ମାନଙ୍କ ଜୀବନରେ ଏମାନଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସାଥ ପ୍ରାପ୍ତ ହେବ । ତେବେ ବନ୍ଧୁଗଣ ଆପଣ ମାନଙ୍କଜୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *