କାହିଁକି ଶ୍ରୀ ମନ୍ଦିରରେ ବାଜେନି ଘଣ୍ଟ ? କଣ ରହିଛି ରହସ୍ୟ ? Suryanarayan RathSharma

ଉତ୍କଳ ରେ ଥିବା ବିଶ୍ଵ ବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ବିଶ୍ଵ ବିଖ୍ୟାତ । ଏଠାରେ ସମସ୍ତ କାର୍ଯ୍ୟ ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ବିଧି ବିଧାନ ର ସହକାରେ ଅନୁଷ୍ଠିତ ହୋଇଥାଏ । ଏହି ମନ୍ଦିର ରେ ଦାରୁବ୍ରହ୍ମ ମହାବାହୁ ପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ବଡ ଭାଇ ବଲଭଦ୍ର ଓ ଭଗିନୀ ସୁଭଦ୍ରା ଙ୍କ ସହ ବିରାଜିତ ହୋଇ ରହିଛନ୍ତି । ଏପରି ରେ ମହାପ୍ରଭୁ ଙ୍କର ମହିମା ବିଷୟରେ ଯେତେ କହିଲେ ମଧ୍ୟ ତାହା କମ ହେବ । ଏବଂ ଏଥି ସହ ମଧ୍ୟ ପ୍ରତ୍ୟେକ ଓଡ଼ିଶା ବାସି ଅଙ୍ଗେ ପରିଚିତ ।

ଏଠାରେ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ନିଜର ବଡ ବଡ ଦୁଇ ଚକା ଆଖିରେ ବିନା ଆଖି ପତା ପକାଇ ସବୁବେଳେ ନିଜ ଭକ୍ତ ମାନଙ୍କୁ ନିଜେ ଦର୍ଶନ କରାଇ ସେମାନଙ୍କର ଦୁଃଖ ର ନାସ କରିଥାଆନ୍ତି । ଏହି କାରଣରୁ ମହାପ୍ରଭୁ ଙ୍କର ବିଗ୍ରହ ର ମଧ୍ୟ ଆଖିର ପତା ମଧ୍ୟ ନାହିଁ ।

ମହାପ୍ରଭୁ ଙ୍କର ରୂପ ମଧ୍ୟ ଅତ୍ୟନ୍ତ ନିରାଳା । ଶାସ୍ତ୍ର ଅନେଶରେ ଜଗନ୍ନାଥ ମନ୍ଦିର ରେ ଘଣ୍ଟି ରହିବାର କୌଣସି ବ୍ୟବଥା ରହି ନତହେ । ବିଶେଷ କରି ଶିବ ମାନଦୀର ମାନଙ୍କରେ ଘଣ୍ଟି ଲାଗିଥିବାର ବ୍ୟବସ୍ଥା ରହିଥାଏ । ଏହାର ଏକ କାରଣ ମଧ୍ୟ ଅଛି । କାରଣ ଏହା କି ଭଗବାନ ଭୋଳା ନାଥ ସଦା ସର୍ବଦା ଧ୍ୟାନ ରେ ମଗ୍ନ ହୋଇ ରହିଥା’ନ୍ତି ।

ସବୁବେଳେ ସେ ସାଧନା ରେ ଲିପ୍ତ । ଏପରି ରେ କୌଣସି ଭକ୍ତ ଯେତେବେଳେ ଯାଇ ଶୈବାଳ;ଆଯ ରେ ଘଣ୍ଟି ବଜାଇ ଥାଏ ସେହି ସମୟରେ ବାବା ଭୋଳା ନାଥ ନିଜ ସାଧନା ରୁ ଜାଗରତ ହୋଇ ଯାଇଥାନ୍ତି । ତେଣୁ ଶିବାଳୟ ଯାଇ ସର୍ବ ପ୍ରଥମେ ଘ୍ନତି ବଜା ଯାଇଥାଏ ।

ଏହା ପାଶ୍ଚାତ ସମ୍ମୁଖରେ ଥିବା ବୃଷବ ଦେବ ଙ୍କୁ ସ୍ପର୍ଶ କରି ତାଙ୍କୁ ପ୍ରଣାମ କରା ଯାଇଥାଏ । କିନ୍ତୁ ଜଗନ୍ନାଥ ମନ୍ଦିର ରେ ଘଣ୍ଟି ର ବ୍ୟବସ୍ଥା ନାହିଁ । ଏହାର କାରଣ ହେଉଛି ସେ ଅପୂର୍ବ ନେତ୍ରଧାରୀ । ସଦା ସର୍ବଦା ନିତ୍ୟ ସେ ଜାଗ୍ରତ ଅବସ୍ଥା ରେ ରହିଥାନ୍ତି । ଘଣ୍ଟି ଦୁଇ ପ୍ରକାର ଥାଏ ଏକ ଘଣ୍ଟା ଓ ଆଉ ଏକ ଘଣ୍ଟି ।

ପୂଜା ସମୟରେ ପୂଜକ ବା ବ୍ରାହ୍ମଣ ନିଜ ବାମ ହାତ ପାଖରେ ଘଣ୍ଟି ରଖିଥାନ୍ତି । ଘଣ୍ଟି କୁ ବଜାଇବା ମାତ୍ରେ ହିଁ ପୂଜା ଆରମ୍ଭ ହୋଇଥାଏ । କିନ୍ତୁ ଶ୍ରୀ ମନ୍ଦିର ରେ ଘଣ୍ଟ ର କୌଣସି ବ୍ୟବସ୍ଥା ନାହିଁ । କାରଣ ତାହାର କୌଣସି ଆବଶ୍ୟକ ନାହିଁ ।

କାରଣ ସେ ସବୁବେଳେ ହିଁ ଜାଗ୍ରତ ଅବସ୍ତାହରେ ରହିଥାନ୍ତି । ତେଣୁ ତାଙ୍କୁ ଘଣ୍ଟି ବଜାଇ ଜାଗ୍ରତ କରାଯିବାର କୌଣସି ଆବଶ୍ୟକ ରହି ନାହିଁ । କିନ୍ତୁ ଶ୍ରୀ ମନ୍ଦିର ଘଣ୍ଟି ପୂଜା ସମୟ ରେ ବଜା ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *