Health Tips- 70 ବର୍ଷ ପର୍ଯ୍ୟନ୍ତ କେଶ କଳା ଓ ଘନ ରହିବ, ୧୦୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବେ…କେବଳ ଏହାକୁ କିପରି ବ୍ୟବହାର କରିବେ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନ୍ଦାର ଗଛର ଫୁଲକୁ  ବହୁତ ଲୋକ ଠାକୁରଙ୍କର ପୂଜା ଅର୍ଚନା କାର୍ଯ୍ୟରେ ବ୍ୟବହାର କରିଥାନ୍ତି ସତ କିନ୍ତୁ ଏହି ଗଛର ଫୁଲ ଓ ପତ୍ରର ଶରୀର ପାଇଁ ରହିଥିବା ଉପକରୀ ବିଷୟରେ ବହୁତ କମ୍ ଲୋକ ଅଗଗତ ଥାନ୍ତି । ମନ୍ଦାର ଗଛକୁ ବହୁତ ସହଜରେ ଲୋକଙ୍କର ବାଡି ଘରେ ଉପଲବ୍ଧ ହୋଇଯାଇଥାଏ । ମନ୍ଦାର ଫୁଲ ବହୁତ ରଙ୍ଗର ଥାଏ ।

ନାଲି ରଙ୍ଗର ମନ୍ଦାର ଫୁଲ ଅନ୍ୟ ରଙ୍ଗର ଫୁଲ ଠାରୁ ବହୁତ କାର୍ଯ୍ୟକାରୀ ହୋଇଥାଏ । ଏହି ଗଛର ପତ୍ର ସାହାଜ୍ଯରେ ସାହାଜ୍ଯରେ ଝଡୁଥିବା ଓ ପାଚିଯାଉଥିବା କେଶକୁ ମଧ୍ୟ ଠିକ କରିପାରିବେ । ୧୦ ରୁ ୧୨ ଟି ମନ୍ଦାର ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । କାରଣ ସେଥିରେ ଅନେକ ଧୁଳି ମଇଳା ଲାଗିଥାଇପାରେ ।

ସେହି ମନ୍ଦାର ପତ୍ରକୁ ହେମଦସ୍ତା ସାହାଜ୍ଯରେ ଭଲ ଭାବରେ ଛେଚି ଦିଅନ୍ତୁ । ଆଜି କାଲି ସମସ୍ତଙ୍କ ଘରେ ଗ୍ରାଇଣ୍ଡରର ବ୍ୟବହାର କରାଯାଉଛି । ତେଣୁ ଆପଣ ଚାହିଁଲେ । ଗ୍ରାଇଣ୍ଡର ସାହାଜ୍ଯରେ ମଧ୍ୟ ମନ୍ଦାର ପତ୍ରକୁ ଭଲ ଭାବରେ ବାଟି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ନଚେତ ପେଷ୍ଟକୁ ଅନ୍ୟ ଏକ ପାତ୍ରରେ ପତଳା କପଡା ବାନ୍ଧି ଚୁପୁଡି ନେଇ ତାହାର ରସ ବାହାର କରି ଦିଅନ୍ତୁ ।

ପ୍ରସ୍ତୁତ କରିଥିବା ମନ୍ଦାର ପତ୍ରର ପେଷ୍ଟ ବା ରସ ସହିତ ନଡିଆ ତେଲ ମିଶାଇ ନିଜ କେଶର ମୂଳରେ ଏବଂ ସଂପୂର୍ଣ୍ଣ କେଶରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ନିଜ ମୁଣ୍ଡରେ ସେହି ପରି ରଖି ତାପରେ କେଶକୁ ଭଲ ଭାବରେ ସଫା କରି ଦିଅନ୍ତୁ । ଯଦି ଆପଣ ନଡିଆ ତେଲର ବ୍ୟବହାର କରୁନାହାନ୍ତି ।

ତେବେ ଯେଉଁ ତେଲର ବ୍ଯବହର କରୁଥିବେ । ସେହି ତେଲ ସହ ମନ୍ଦାର ପତ୍ରର ରସ ମିଶାଇ ମଧ୍ୟ ଲଗାଇ ପାରିବେ । ନଚେତ ଖାଲି ମନ୍ଦାର ପତ୍ରର ରସକୁ ମଧ୍ୟ ମୁଣ୍ଡରେ କିଛି ସମୟ ଲଗାଇ ରଖି ତାପରେ କେଶ ସଫା କରିନେବେ । ଏହିପରି ସପ୍ତାହକୁ ୧ ରୁ ୨ ଥର କରିପାରିବେ ।

ତାପରେ କିଛି ସପ୍ତାହ ପର୍ଯ୍ୟନ୍ତ ଏହାକୁ ଏହିପରି ଭାବରେ ନିୟମିତ କରିବା ଦ୍ଵାରା କେଶ ଜନିତ ବହୁତ କିଛି ସମସ୍ଯାର ସମାଧାନ ଏହା କରିଦେବ । କେଶ ଝଡିବା ସମସ୍ଯା ବନ୍ଦ ହୋଇ ନୂତନ କେଶ ମନ୍ଦାର ପତ୍ର ଦ୍ଵାରା ଉଠାଇ ହେବ  । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଆଗକୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *