Jyotish Shastra- ମାଣବସା ଗୁରୁବାର ! ଆଜି ରାତିଠାରୁ ସୁନା ପରି ଚମକିବ ଏହି ୫ ଟି ରାଶିର ଭାଗ୍ୟ, ଘରକୁ ଆସିବେ ସ୍ଵୟଂ ମା’ ଲକ୍ଷ୍ମୀ

ବନ୍ଧୁଗଣ, ମାର୍ଗଶିର ମାସର ଆରମ୍ଭ ହୋଇ ସାରିଛି । ଏବଂ ମାର୍ଗଶିର ମାସର ପ୍ରଥମ ଗୁରୁବାର ଠାରୁ ଏହି ୫ ଟି ବିଶେଷ ରାଶି ମାନଙ୍କ ଭାଗ୍ୟ ବଦଳି ସାରିଛି । ଆଗାମୀ ଦିନ ମାନଙ୍କରେ ମାତା ଲକ୍ଷ୍ମୀ ଏହି ରାଶିର ଲୋକ ମାନଙ୍କୁ କରିବାକୁ ଯାଉଛନ୍ତି ମାଲାମାଲ । ଆପଣ ମାନଙ୍କୁ ମିଳିବାକୁ ଯାଉଅଛି ମାନସନ୍ନମାନ । ଜ୍ୟୋତିଷ ଶାସ୍ତ୍ରରେ ୧୨ ଟି ରାଶି ସମ୍ବନ୍ଧରେ କୁହାଯାଇଅଛି । ଏହି ସମସ୍ତ ରାଶିର ଅଲଗା ଅଲଗା ମହତ୍ଵ ରହିଅଛି ।

ସବୁ ଲୋକ ମାନଙ୍କ ରାଶି ମଧ୍ୟ ଅଲଗା ଅଲଗା ହୋଇଥାଏ । ସେମାନଙ୍କ ସ୍ଵଭାବ ମଧ୍ୟ ଅଲଗା ଅଲଗା ହେବାର ଦେଖାଯାଇଥାଏ । ଯଦି କୌଣସି ଗ୍ରହ ନକ୍ଷତ୍ର ମାନଙ୍କର କିଛି ପରିବର୍ତ୍ତନ ଦେଖିବାକୁ ମିଳେ, ତେବେ ଏହାର ପ୍ରଭାବ ଏହି ୧୨ ଟି ରାଶି ମାନଙ୍କ ଉପରେ ପଡିଥାଏ । କିଛି ରାଶିରେ ଏହାର ଭଲ ପ୍ରଭାବ ପଡେ ତ ଆଉ କିଛି ରାଶିରେ ଏହାର ଖରାପ ପ୍ରଭାବ ପଡିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାର୍ଗଶିର ମାସର ପ୍ରଥମ ଗୁରୁବାରରେ କିଛି ବିଶେଷ ମହାସଂଯୋଗ ହୋଇ ସାରିଅଛି । ଏବଂ କିଛି ରାଶି ଉପରେ ମାତା ଲକ୍ଷ୍ମୀ ନିଜେ କୃପା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ୫ ଟି ବିଶେଷ ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ । ଯେଉଁ ମାନଙ୍କ ଭାଗ୍ୟ ବଦଳି ସାରିଅଛି ।

୧;- ମେଷ ରାଶି, ମାର୍ଗଶିର ମାସ ଟି ଆପଣ ମାନଙ୍କ ନିମନ୍ତେ ଅନେକ ଭଲ ପ୍ରଭାବ ନେଇ ଆସୁଅଛି । ଯେଉଁ ବ୍ୟକ୍ତି ବେପାରୀ ସେମାନଙ୍କ ପାଇଁ ଅନେକ ଖୁସି ଖବର ଆସିବାକୁ ଯାଉଅଛି । କାରଣ ଏହି ମାର୍ଗଶିର ମାସ ଠାରୁ ଆପଣ ମାନଙ୍କ ବ୍ୟାପାର ଅନେକ ଗୁଣା ବଢିଯିବ । ଆପଣ କାହାରି ଠାରୁ ଧାର କରନ୍ତୁ ନାହିଁ । ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରୁ ଆପଣଙ୍କ ଆର୍ଥିକ ସମସ୍ୟା ଦୂରୀଭୂତ ହେବ । ନୂତନ ଚାକିରି ମିଳିବାକୁ ଯାଉଅଛି ।

୨;- ବୃଷ ରାଶି, ମାତା ଲକ୍ଷ୍ମୀ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଅନେକ କିଛି ଖୁସି ଖବର ନେଇ ଆସିଛନ୍ତି । ଏହି ରାଶିର ବ୍ୟକ୍ତି ଙ୍କ ଉପରେ ଧନରଦେବୀ ମାତା ଲକ୍ଷ୍ମୀ କୃପା କରିବେ । ଆପଣ ଭାବିଥିବା କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ । ଅଚାନକ ଭାବରେ ଆପଣଙ୍କ ର ଧନଲାଭ ହେବ । ଆପଣଙ୍କ ଚିନ୍ତା ଧାରା ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ ।

୩;- ସିଂହ ରାଶି, ମାର୍ଗଶିର ମାସ ଗୁରୁବାର ଠାରୁ ଏମାନଙ୍କ ଭାଗ୍ୟ ବଦଳି ସାରିଅଛି । ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କର ଧନର ଆଗମାନ ହେବାକୁ ଯାଉଅଛି । ଅଚାନକ ଭାବରେ ଆପଣଙ୍କର ଧନ ର ଆଗମନ ହେବାକୁ ଯାଉଅଛି । ଆପଣଙ୍କ ର କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ପୂରଣ ହେବାକୁ ଯାଉଅଛି । ସମସ୍ତ କାର୍ଯ୍ୟ ରେ ସଫଳତା ମିଳିବ ।

୪;- ତୁଳା ରାଶି, ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ହେବାକୁ ଯାଉଅଛି । ଆପଣ ମାନଙ୍କର ଆତ୍ମ ବିଶ୍ଵାସ ର ବୃଦ୍ଧି ହେବ । ମାତା ଲକ୍ଷ୍ମୀ ସମସ୍ତ କାର୍ଯ୍ୟ ରେ ଆପଣ ମାନଙ୍କୁ ସଫଳ କରାଇବେ । ଆପଣ ମାନଙ୍କର ଚିନ୍ତାଧାରା ଲୋକ ମାନଙ୍କୁବ ବହୁତ ପସନ୍ଦ ହେବ ।

୫;- କୁମ୍ଭ ରାଶି, ଆପଣ କରିଥିବା ବ୍ୟବସାୟ ବାଣିଜ୍ୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ । ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣ ମାନଙ୍କର ସମସ୍ତ ଧନର ମାର୍ଗ ଖୋଲିବାକୁ ଯାଉଅଛି । ଆପଣ ମାନଙ୍କୁ ଆକସ୍ମିତ ଧନଲାଭ ହେବାକୁ ଯାଉଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *