Jyotish Shastra- ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି 6 ଟି ନାମର ଲୋକ, ଏମାନଙ୍କ ସହିତ ଶତୃତା ପଡିବ ଭାରି

ବନ୍ଧୁଗଣ ନମସ୍କାର ,ବନ୍ଧୁଗଣ ଦେଵ ଙ୍କ ଦେଵ ମହାଦେବ ଯେତେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ସେତେ ଶୀଘ୍ର ହିଁ କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି ।

କିନ୍ତୁ ସେ ତାଙ୍କ ଭକ୍ତ ମାନଙ୍କ ଉପରେ ଖୁବ ପ୍ରସନ୍ନ ରହିଥାନ୍ତି । ଯିଏ ତାଙ୍କୁ ସତ ମନରୁ ଡାକିଥାଏ ଏବଂ ତାଙ୍କର ପୂଜା କରିଥାଏ ତାଙ୍କ ଉପରେ ମହାଦେବ ଙ୍କର କୃପା ସର୍ବଦା ରହିଥାଏ ।

ତେବେ ଏଭଳି କିଛି ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ଅଛନ୍ତି ଯେଉଁ ମାନେ ମହାଦେବ ଙ୍କ ପ୍ରିୟ ହୋଇଥାନ୍ତି । ଏହି ନାମ ର ବ୍ୟକ୍ତି ମାନେ ମହାଦେବଙ୍କର ଅଂଶ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଭଲ ସ୍ଵଭାଵ ର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଭଲ ବୁଦ୍ଧି ଏବଂ ଜ୍ଞାନର ସଞ୍ଚାର ହୋଇଥାଏ ଯାହା ଫଳରେ ତାଙ୍କୁ ମହାଦେବ ଙ୍କ ଅଂଶ ବୋଲି କୁହାଯାଇଥାଏ ।

ଏମାନଙ୍କ ମନ ବହୁତ ସରଳ ଏବଂ ନମ୍ର ହୋଇଥାଏ । ତାଙ୍କ ମଧ୍ୟରେ ଦୁଃଖିଜନ ଙ୍କୁ ସାହାଯ୍ୟ କରିବାର ଇଚ୍ଛା ଭରି ରହିଥାଏ । ଏମାନେ ସମସ୍ତଙ୍କୁ ଖୁସି ରେ ରଖିଥାନ୍ତି । ଏହି ନାମର ଲୋକମାନଙ୍କୁ ଏଥିପାଇଁ ମହାଦେବ ଙ୍କର ଅଂଶ ବୋଲି କୁହାଯାଏ କାରଣ ଏମାନେ ବହୁତ ନିର୍ଭୟ ହୋଇଥାନ୍ତି ।

ସେମାନେ ସବୁ କାମ କୁ ନିର୍ଭୟ ର ସହ ସାମ୍ନା କରିଥାନ୍ତି । ଏମାନଙ୍କୁ ବହୁତ ଜଲଦି ରାଗ ଆସିଯାଇଥାଏ । ଏହି ଲୋକମାନଙ୍କ ଉପରେ ମହାଦେବ ସବୁବେଳେ କୃପା କରିଥାନ୍ତି । ଏମାନେ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିଥାନ୍ତି । ଏମାନଙ୍କୁ କୌଣସି ବି କାମରେ କେହି ଅଟକାଇ ପାରନ୍ତି ନାହିଁ । ତେବେ ସେମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି , A ଅକ୍ଷର ଥିବା ବ୍ୟକ୍ତି ମାନେ ମହାଦେବ ଙ୍କର ବହୁତ ପ୍ରିୟ ହୋଇଥାନ୍ତି । ତେଣୁ ଏମାନେ ତାଙ୍କର ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିଥାନ୍ତି । ଏମାନଙ୍କ ଜୀବନ ବହୁତ ଆନନ୍ଦମୟ ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, R ଅକ୍ଷର ଥିବା ଲୋକମାନଙ୍କୁ ମହାଦେବ ଙ୍କ ବହୁତ ପାଖ ଲୋକ ବୋଲି କୁହାଯାଇଥାଏ । ଏମାନଙ୍କର ଖୁବ ଶୀଘ୍ର ଖରାପ ସମୟ ଶେଷ ହେବାକୁ ଯାଉଛି ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, D ଅକ୍ଷର ଥିବା ବ୍ୟକ୍ତି ମାନେ ମଧ୍ୟ ମହାଦେବ ଙ୍କର ପ୍ରିୟ ହୋଇଥାନ୍ତି । ଏମାନଙ୍କ ଉପରେ ସଦାସର୍ବଦା ମହାଦେବ ଙ୍କର କୃପା ରହିଥାଏ । ଏମାନଙ୍କ ଉପରେ ମହାଦେବ କୌଣସି ବି ପ୍ରକାର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ । ଏମାନଙ୍କ ଜୀବନ ସର୍ବଦା ସୁଖମୟ ରୁହେ ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, P ଅକ୍ଷର ଥିବା ବ୍ୟକ୍ତି ମାନେ ମହାଦେବ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ଯାହାଫଳରେ କି ମହାଦେବ ତାଙ୍କ ଉପରେ ବହୁତ ପ୍ରସନ୍ନ ରହି ସବୁ ପ୍ରକାର ଅସୁବିଧା ରୁ ତାଙ୍କୁ ଦୂରେଇ ରଖନ୍ତି ।

୫. ବନ୍ଧୁଗଣ ପଞ୍ଚମ ରେ ହେଉଛି, V ଅକ୍ଷର ର ଲୋକମାନଙ୍କୁ ମହାଦେବ ସବୁବେଳେ ଖୁସି ରେ ରଖିବାକୁ ଚାହିଁଥାନ୍ତି । ଯାହାଫଳରେ ମହାଦେବ ଏମାନଙ୍କୁ ସବୁ ଅସୁବିଧା ରୁ ଦୂରେଇ ରଖନ୍ତି ।

୬. ବନ୍ଧୁଗଣ ଷଷ୍ଠ ରେ ହେଉଛି, K ଅକ୍ଷର ର ଲୋକମାନଙ୍କୁ ମହାଦେବ ବହୁତ କୃପା କରିଥାନ୍ତି । ଏମାନେ ମନରୁ ବହୁତ ଶାନ୍ତ ସରଳ ହୋଇଥାନ୍ତି । ଯାହାଫଳରେ ମହାଦେବ ତାଙ୍କୁ ସବୁ କାର୍ଯ୍ୟ ରେ ସାହାଯ୍ୟ କରିଥାନ୍ତି । ଏହି ଅକ୍ଷର ଲୋକମାନଙ୍କ ଉପରେ ମହାଦେବ ଙ୍କ କୃପା ସର୍ବଦା ରହିଥାଏ । ତେବେ ଆପଣମାନଙ୍କ ନାମ ଯଦି ଏହି ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ଭାଗ୍ୟଶାଳୀ କାରଣ ମହାଦେବ ଙ୍କର କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *