Health Tips- ଲାଜକୁଳୀ ଲତାର ଚମତ୍କାରୀ ଫାଇଦା ! ଆଗରୁ କେବେ ବି ଜାଣି ନଥିବେ ଆପଣ

ନମସ୍କାର ବନ୍ଧୁଗଣ , ଆମର ଏହି ପୃଥିବୀ ବହୁତ ପ୍ରକାର ଗଛ , ଲତାରେ ଭରପୁର ଅଟେ । ଏହା ପ୍ରାକୃତିକ ସୁନ୍ଦରତା ବଡେଇଥାଏ । ମୁ ଆଜି ଆପଣମାନକୁ ଏହି ଭଳି ଗୋଟେ ଲତା ବିଷୟରେ କହିବାକୁ ଇଛା କରୁଛି । ତାହା ହେଉଛି ଲାଜକୁଳୀ ଲତା ଏହାକୁ ଛୋଟରୁ ନେଇ ବଡ ଯାଏ ସମସ୍ତେ ଏହାକୁ ଦେଖିବାକୁ ଓ ଚୁଇବାକୁ ପସନ୍ଦ କରନ୍ତି ।କିନ୍ତୁ ଯଦି ଆପଣମାନେ ଏହି ଲତାର ବିଶେଷ ଗୁଣ ବିଷୟରେ ଜାଣିଲେ ଏହାକୁ ଆପଣମାନେ ଉପଚାର ଭାବରେ ବ୍ୟବହାର କରିବେ।

ଛୋଟ ପିଲାମାନେ ଏହାକୁ ଦେଖିଲ ମାତ୍ରକେ ଯାଇକି ଏହାକୁ ଚୁଇ ନିଅନ୍ତି । କାରଣ ସେମାନେ ଏହା କ’ଣ ସ୍ପର୍ଶ କରିଲା ମାତ୍ରେ ଲାଜ କରି ଚୁପି ଯାଉଛି ଏହା ଜାଣିବାରେ ବହୁତ ଉଛୁକ ହୋଇଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ଥି ଏହି ଲାଜକୁଳୀ ଲତା ଔଷଧ ଗୁଣରେ ଭରପୁର ହୋଇଥାଏ । ଯଦି କାହାକୁ ସାପ କାମୁଡି ଦେଇଥାଏ । ତେବେ ଏହା ସେମାନକ ପାଇଁ ରାମବାଣ ଅଟେ । ତୁରନ୍ତ ଏହା ସେହି ସ୍ଥାନରେ ଔଷଧ ଭାବେ କାମକରିଥାଏ । ଡାଇବେଟିସ ହେଇଥିବା ବ୍ୟକ୍ତି ପାଇଁ ମଧ୍ୟ ଏହା ଉପକାରୀ ଅଟେ ।

ଏହାର ପାତ୍ର ଠାରୁ ଆରମ୍ଭ କରି ଏହାର ମଞ୍ଜି , ଚେର ସବୁ ଗୁଡା ଔଷଧ ଗୁଣରେ ଭରପୁର ହୋଇ ରହିଛି । ଏହି ଲାଜକୁଳୀ ଲତା ସଡକର ଗୋଟିଏ କୋଣରେ , ପାହାଡ ତଳେ ଦେଖାଯାଇଥାନ୍ତି । ଆମର ସ୍ପର୍ଶରେ ଏହା ମୁର୍ଜା ଯାଆନ୍ତି । କିନ୍ତୁ ଏହି ଲତାର ଚେର ଠୁ ନେଇ ପତ୍ର ଯାଏ ସମସ୍ତ ଆମର ଉପକାର କରିଥାଏ । ଯଦି ପଡିଯାଇ ଘା’ ଆ ହୋଇଯାଏ ତେବେ ଯଦି ଆମେ ଏହି ଲତା କୁ ପେଶୀ ଲେପ ତିଆରି କରି ଘା ‘ ସ୍ଥାନରେ ଲାଗିବା ତେବେ ଏହା ତୁରନ୍ତ କାମକରିଥାଏ ।

ବିଶେଷ କରି ଏହା ସାପ କାମୁଡି ଥିବା ବ୍ୟକ୍ତି ପାଇଁ ତୁରନ୍ତ ଉପଯୋଗ ଅଟେ । ତାହା ଦ୍ଵାରା ସାପ ବିଷର ମାତ୍ର କମିଯାଇଥାଏ । ଏହା ଛଡା ମଧୁମେୟ ରୋଗୀ ପାଇଁ ଉପଯୋଗ ହୋଇଥାଏ । ଶ୍ଵାସ ରୋଗ , କୁଷ୍ଟି ରୋଗ  , ଗର୍ଭ ଜନିତ ଯୋଡିତ କୋଣସି ରୋଗ ହେଇପାରେ , ଥକି ଯାନ୍ତି ଏଭଳି ରୋଗର ଉପକରଣ କରିଥାଏ । ଏହି ଲତାଏ ପତ୍ରରରେ ଫୁଲ ଦେଖିବାକୁ ମିଳିଥାଏ ।

ଏହା ଗୋଲାପ ରଙ୍ଗ , ହଳଦିଆ ରଙ୍ଗ ଏବଂ ବାଇଗେଣୀ ରଙ୍ଗ ଏଭଳି ଏହି ଲତା ଚାରି ହଜାର ପ୍ରକାରର ରହିଥାନ୍ତି । ଏହି ଲତାର ଯେଉଁ ମଞ୍ଜି ରହିଥାନ୍ତି ଏହାକୁ ଏକତ୍ରିତ କରି ଏହାର ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଏହି ପାଉଡର କୁ ଯଦି ଆମେ ଏକ ଗ୍ଳାସ କ୍ଷୀର ରେ ଦୁଇ ଗ୍ରାମ ମିଶେଇକି ଏହାକୁ ସେବନ କରିବା ଦ୍ଵାରା ଏହା ଶାରୀରିକ ଦୁବଳତାକୁ ସୁସ୍ଥ କରେ । ଏତ ବ୍ୟତିତ ଯଦି ଏହାର ଚେର କୁ ବାହାର କରି ଭଲଭାବରେ ପରିଷ୍କାର କରି ଏହାର କାଡା ବନେଇ  ତିନି ଥର ସେବନ ଦ୍ଵାରା ଆମ ହାଡ ମଜବୁତ ହୋଇଥାଏ ।

ଏବଂ ଯାହାର ଦାନ୍ତ ସମସ୍ୟା , କୁଡ଼େଇହେବା ,ଚର୍ମ ରୋଗ ହେଉ ଏହି ସମସ୍ତ ବିଷୟ  ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ତେଣୁ କରି ଏହି ଲାଜକୁଳୀ ଲତାକୁ ଆମ ଘରର ବଗିଚାରେ ଲଗେଇବା ଉଚିତ । ଏହା ଦ୍ଵାରା ଆମେ ବହୁତ ପ୍ରକାର ଉପକାରିତା ପାଇଥାଉ । ଆମ ଏହି ପୋଷ୍ଟ ଆପଣମାନକ ଉପକାର ହୋଇଥାଏ । ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *