କିଡନୀ ଷ୍ଟୋନର ଲକ୍ଷଣ କଣ ? ଜାଣନ୍ତୁ ଏହାର କାରଣ ଓ ନିରାକରଣ Dr Yogesh Kaje ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଡ୍ନୀ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅନ୍ୟତମ ହୋଇଥାଏ । କିଡ୍ନୀ ସୁସ୍ଥ ରହିବା ୟୁରିନ ଜନିତ କୌଣସି ସମସ୍ଯା ଆସିନଥାଏ । ବେଳେ ବେଳେ କେତେକ ବ୍ୟକ୍ତିଙ୍କର କିଡ୍ନୀରେ ଷ୍ଟୋନ ହୋଇଯାଇଥାଏ । ଯେତେବେଳେ ଷ୍ଟୋନରେ କିଡ୍ନୀ ହୋଇଯାଇଥାଏ । ସେତେବେଳେ ବ୍ୟକ୍ତିକୁ ଶରୀରରେ କେତେକ ଲକ୍ଷଣ ଦେଖାଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତି କିଡ୍ନୀ ଡାମେଜ ହେବାର ସୂଚନା ଆଗରୁ ପାଇଯାଇଥାଏ ।

ପ୍ରଥମ ଲକ୍ଷଣଟି ହେଉଛି ପେଟରେ ଦରଜ ହେବା । ଯଦି କିଡ୍ନୀରେ ଷ୍ଟୋନ ହୋଇଥାଏ । ତେବେ ପେଟରେ ଅସହ୍ୟ ଦରଜ ହେବା ସହିତ ପେଟ ପଛ ପଟେ ମଧ୍ୟ କେତେକ କ୍ଷେତ୍ରରେ ଦରଜ ହୋଇଥାଏ । କିଡ୍ନୀରୁ ବାହାରି ଥିବା ନଳୀ ଗୁଡିକରେ ଯଦି ଷ୍ଟୋନ ହୋଇଯାଇଥାଏ । ତେବେ କିଡ୍ନୀ ଷ୍ଟୋନ ଠାରୁ ଅଧିକ ଯନ୍ତ୍ରଣା ଦେଇଥାଏ ।

ଦିତୀୟ ଲକ୍ଷଣ ହେଉଛି ପରିସ୍ରା କରିବା ସମୟରେ ପରିସ୍ରାରେ ରକ୍ତ ପଡିବା । ପରିସ୍ରା ଜଳା ପୋଡା ହେବା । କିଡ୍ନୀ ଡାମେଜ ହେବାର ତୃତୀୟ ଲକ୍ଷଣଟି ହେଉଛି ୟୁରିନ ଇନଫେକସନ ହେବା । ଯେତେବେଳେ ବ୍ୟକ୍ତି ପରିସ୍ରା କରିବାକୁ ଜୀବ । ସେରେବେଳେ ପରିସ୍ରା ସମୟରେ ଜଳାପୋଡା ହେବା ସହିତ କେତେକ କ୍ଷେତ୍ରରେ ବ୍ୟକ୍ତିର ଶରୀର ଅସୁସ୍ଥ ହୋଇଯାଇଥାଏ ।

କାରଣ ପରିସ୍ରା ଇନଫେକସନ ହେବା ସହିତ ଶରୀରରେ ଜ୍ଵର ହେବା ମଧ୍ୟ ଏକ କିଡ୍ନୀ ଫେଲ ହେବାର ସଂକେତ ହୋଇଥାଏ । ବେଳେବେଳେ କେତେକ ବ୍ୟକ୍ତିଙ୍କର ଶରୀରରେ କୌଣସି ପ୍ରକାର ଲକ୍ଷଣ ପ୍ରକାଶ ନପାଇ ମଧ୍ୟ କିଡ୍ନୀ ଖରାପ ହୋଇଯାଇଥାଏ । କୌଣସି ପ୍ରକାର ୟୁରିନାରୀ ଟ୍ରାକ ଇନଫେକସନ ନହୋଇ ମଧ୍ୟ କିଡ୍ନୀ ଭିତରୁ ଭିତରୁ ଧୀରେ ଧୀରେ କରି ଡାମେଜ ହେବାକୁ ଆରମମ୍ଭ ହୋଇଯାଇଥାଏ ।

ତେଣୁ ଯଦି କୌଣସି ବ୍ୟକ୍ତିର ଶରୀର ସଂପୂର୍ଣ୍ଣ ସୁସ୍ଥ ଥାଇ ମଧ୍ୟ ଶରୀରରେ ୟୁରିନ ଜନିତ ସମସ୍ଯା ଯେପରି ପରିସ୍ରା ଜଳାପୋଡା, ପରିସ୍ରାରେ ବ୍ଲଡ଼ ବ୍ଲିଡିଙ୍ଗ, ପେଟରେ ଦରଜ ଭଳି ଲକ୍ଷଣ ଦେଖାଣ ଯାଇଥାଏ । ତେବେ ଏହାକୁ ଅଣଦେଖା କରିବା ଆଦ୍ୱା ଉଚିତ ନୁହେଁ  । ଯଥା ଶୀଘ୍ର ବ୍ୟକ୍ତି ନିଜର ଶରୀରର ଚେକ ଅପ କରାଇ ନେବା ଉଚିତ ।

କାରଣ ଯଦି କିଡ୍ନୀ ଡାମେଜ ହେବାର ଆରମ୍ଭରୁ ବ୍ୟକ୍ତି ଏହାକୁ ଡାକ୍ତରଙ୍କର ପରାମର୍ଶରେ ଠିକ କରିଦେଇପାରେ । ତେବେ ଶରୀରର ୨ ଟି ଯାକ କିଡ୍ନୀ ସଂପୂର୍ଣ୍ଣ ରୂପେ ଖରାପ ହୋଇନଥାଏ । କିଡ୍ନୀ ସୁସ୍ଥ ରହିବା ଦ୍ଵାରା ବ୍ୟକ୍ତି ସୁସ୍ଥ ରହିଥାଏ । କାରଣ କିଡ୍ନୀ ମଧ୍ୟ ଶରୀରର ବହୁ ବିଦ୍ଧ ଉପକାର ସାଧିତ କରିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଳି ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *