କିଡ଼ନୀ ପାଇଁ ରାମବାଣ ପୋଡ଼ା ଲେମ୍ବୁ ! ଲକ୍ଷ ଲକ୍ଷ Kidney ରୋଗୀଙ୍କୁ ଭଲ କରୁଛନ୍ତି ehi ମହିଳା, ଶୁଣନ୍ତୁ ପୋଡା ଲେମ୍ବୁରେ ସେ କିପରି କରୁଛନ୍ତି ଚିକିତ୍ସା

ନମସ୍କାର ବନ୍ଧୁଗଣ , ଆମ ଶରୀରରେ ଅନେକ ରୋଗ ହୋଇଥାଏ ଏବଂ ଡାକ୍ତରଙ୍କ ଚିକିତ୍ସା ସାହାଯ୍ୟରେ ଏହା ଠିକ ହୋଇ ମଣିଷ ସୁସ୍ଥ ହୋଇଥାଏ । ସବୁ ପ୍ରକାର ରୋଗ ମଧ୍ୟରୁ କିଡ଼ନି ରୋଗ ଅନ୍ୟତମ ଅଟେ । କିଡନି ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଯଦି ମଣିଷ ଶରୀରରେ ଏହାର ଖରାପ ହୋଇଥାଏ ତେବେ ମଣିଷର ଜୀବନ ମୃତ୍ୟୁ ଆଡକୁ ଗତି କରିଥାଏ ଏହି ରୋଗ ରୁ ମୁକ୍ତି ପାଇବା ପାଇଁ ମଣିଷ ଅନେକ ଅର୍ଥ କର୍ଚ କରିଥାଏ ।

କିନ୍ତୁ ଏହି ରୋଗ ର ଚିକିତ୍ସା ଘରୋଇ ଉପକାର ଦ୍ଵାରା ମା ‘ କାଳିଙ୍କ ଦୟାରୁ ଲୋକେ ବହୁ ପରିମାଣରେ ସୁସ୍ଥ ପାଉଛନ୍ତି । ଚାରୁଲତା ନାମକ ଏକ ସ୍ତ୍ରୀ ଯିଏ କି ମାଲଖାନଗିରି  ଚାରି  ନମ୍ବର ଗା ‘ ରେ ଥିବା ଏହି ମହିଳାଙ୍କ ଘରେ ଆଗରେ ଜମିଛି ଏହି ଭିଡ । ଅନେକ ପ୍ରାନ୍ତ ରୁ ଆସୁଛନ୍ତି ରୋଗୀମାନେ ଚାରୁଲତାଙ୍କ ପାଖକୁ କିଡନି ରୋଗ ର ଉପକରଣ ନିମନ୍ତେ  ଦିନର ଆରମ୍ଭରୁ ଆସିଯାଇଥାନ୍ତି ରୋଗୀମାନେ ତାଙ୍କ ର ବିଶ୍ଵାସ ଅନୁସାରେ ଅତି ନିରହ ସ୍ଥିତିରେ ଆସିଥିବା ବ୍ୟକ୍ତି ସୁସ୍ଥତା ରେ ଘର କୁ ଫେରିଛନ୍ତି ।

କେବଳ ଓଡିଶା ରୁ ନୁହେଁ ବାହାର ଦେଶ ରୁ ମଧ୍ୟ ଲୋକେ ଆସୁଛନ୍ତି । ଚାରୁଲତାଙ୍କ ଘରେ ବାହାରେ ଲାଗିଥାଏ ଏକ ଲମ୍ବା ଧାଡି ଏବଂ ଚାରୁଲତା ବ୍ୟସ୍ତ ଔଷଧ ପ୍ରସ୍ତୁତି ରେ । ଚାରୁଲତା ପୋଡା ଲେମ୍ବୁ ରେ ତିଆରି କରିଥାନ୍ତି ଏହି ଘରୋଇ ଉପଚାର କୁ ଦିନରୁ ରାତି ଯାଏ କରିଥାନ୍ତି । ଚାରୁଲତା ମା ‘ କାଳିଙ୍କୁ ତାଙ୍କ ଆଗରେ ଆସନ ରଖି ପ୍ରାଥନା କରି ଲେମ୍ବୁ କୁ ପୋଡି ସେଥିରେ ଗୁଡ ମିଶେଇ ଶିଳାରେ ବାଟି ପ୍ରସ୍ତୁତ କରନ୍ତି ଏହି ଉପଚାରକୁ ।

ଚାରୁଲତା ଏହି ପୋଡା ଲେମ୍ବୁ ଉପଚାର କୁ ତିଆରି ଏକ ତାଟିଆ ରେ ରଖି ଆସିଥିବା ରୋଗୀଙ୍କୁ ପିଆଇ ଥାନ୍ତି । ଏହି ସତ ଏବଂ ଏହାର ସେବନ ଦ୍ଵାରା ଅନେକ ରୋଗିମାନେ ସୁସ୍ଥତା ଲାଭ କରିଛନ୍ତି । କିଡନି ରୋଗ ରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସମୟରେ ଆସିଥିବା ବ୍ୟକ୍ତି ସୁସ୍ଥତା ଲାଭ କରିଛି ଏହା ସତ୍ୟ ବୋଲି ନିଜେ ଅନେକ ସାକ୍ଷ୍ୟ ଦେଉଛନ୍ତି ।

ଚାରୁଲତା ଏହି ଉପଚାର କୁ ମାଗଣାରେ କରୁଛନ୍ତି , ତେବେ ସେ ଏହାକୁ କାହିଁକି କରୁଛନ୍ତି ଏହା ପଛରେ କଣ ରହସ୍ୟ ରହିଛି ଆସନ୍ତୁ  ଜାଣିବା ଏହା ବିଷୟରେ ଚାରୁଲତାଙ୍କ ବାପା ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ତେବେ ମା ‘ କାଳିଙ୍କ ଦର୍ଶନ ରେ ସେ ପ୍ରଥମେ ଏହାକୁ କରି ତାଙ୍କର ବାପା କୁ ଦେଇଥିଲେ । ବାପା ଏବେ ସେହି ରୋଗରୁ ସଂପୂର୍ଣ୍ଣ ସୁସ୍ଥତା ଲାଭ କରିବାକୁ ସେ ଏବେ ଏହି ଉପଚାର କୁ ସମସ୍ତକୁ ମାଗଣାରେ କରୁଛନ୍ତୁ ।

ଅନେକ ଏହାକୁ ବିଶ୍ଵାସ କରିଥିବା ବେଳେ ଡାକ୍ତର ଏହାକୁ  ପୁରା ବକବାସ୍ କହୁଛନ୍ତି  । କିନ୍ତୁ ଏହା ସତ୍ୟ ବା ମିଛ ହେଉନ ନା କି ଚାରୁଲତାଙ୍କ ଏହି ଚିକିତ୍ସା କୁ ନେଇ ମାଲକାନଗିରି ରେ ପୁରା ଚର୍ଚା ହେଉଛି ।  ଏହି ବିଷୟକୁ ନେଇ ଆପଣଙ୍କ ମତ କଣ ଆମ କୁ କମେଣ୍ଟ କରି ଜଣାନ୍ତୁ ଏବଂ ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରି ଅନ୍ୟମାନଙ୍କୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *