Kidney ପାଇଁ କାଳ ଅଧିକ Protein ! ପ୍ରୋଟିନ ଯୁକ୍ତ ଖାଦ୍ଯ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ ,  ଆଜି ର ଯୁଗରେ ଅଧିକାଂଶ ପରିମାଣରେ ଦେଖାଯାଉଛି କିଡନି ଜନିତ ସମସ୍ୟା । କିଡନି ଖରାପ ହେବାର କାରଣ କଣ ଏହି ରୋଗ ଆମ କୁ ହେଇଛି ବା ହେବାର ସମ୍ବନ୍ଧରେ କେମିତି ଜାଣିବା । ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ଅଧିକ କିଡନି ସହି ଯୋଡିତ ଛୋଟ ରୁ ଛୋଟ ବିଷୟ କୁ ଆମେ ଆଜି ଆପଣଙ୍କୁ କହିବୁ । ଅଧିକ ପ୍ରୋଟିନ ଜାତୀୟ ଖାଦ୍ୟ ଆପଣଙ୍କ ପାଇଁ ହେଇପାରେ କାଳ ର କାରଣ ।

କୁହାଯାଏ ଯେ ଯେକୋଣସି ଜିନିଷ କୁ ଅଧିକ ପରିମାଣ ରେ ନେବା ଯୋଗୁ ଏହା ପାଇଁ କ୍ଷତିକାରକ ହୋଇଥାଏ । ଠିକ ସେହି ପରି ପ୍ରୋଟିନ କୁ ଅଧିକ ଖାଇବା ଦ୍ଵାରା ହୋଇଥାଏ କିଡନି ରୋଗ । ଏବେ ଆମେ ଜାଣିବା ଏହି ରୋଗ ର ଲକ୍ଷଣ ବିଷୟରେ ଏହି ରୋଗ ଆପଣଙ୍କୁ ହେବା ପୂର୍ବରୁ ଦେଇଥାଏ ଏହି ସବୁ ସଂକେତ । ପରିସ୍ରା ଅଧିକଥର ହେବା , ରାତିରେ ଅଧିକଥର ପରିସ୍ରା ହେବା , ପରିସ୍ରା ହେବା ପୁରା କମିଯିବା , ପରିସ୍ରା ରଙ୍ଗ ବଦଳିବା  ।

ଏହା ଛଡା ପରିସ୍ରା ରୁ ଦୁର୍ଗନ୍ଧ ବାହାରିବା , ପରିସ୍ରା ରେ ଫେଣ ବାହାରିବା , ଥକା ଲାଗିବା , ଧଇଁସଇଁ ହେବା , ଛାତିରେ ପାଣି କମିବା , ପେଟ ଓ ପିଟି କାଟିବା , ବାନ୍ତି ଲାଗିବା , ଭୋକ ନ ଲାଗିବା  ଏହି ସବୁ ଲକ୍ଷଣ ଦେଖାଯିବା ଦ୍ଵାରା ଆପଣ ମାନେ ଜାଣିପାରିବେ ଯେ ଏହା  ହେଉଛି  କିଡନି ଖରାପ ହେବାର ସଂକେତ । ଏହା ବ୍ଯତୀତ ଆପଣଙ୍କ ଚର୍ମ  ନାଲି ପଡିଯାଏ ଓ କିଛି ନ କରି ଆପଣଙ୍କ ଓଜନ କମିଯାଇଥାଏ ।

ଯଦି ଏହି ମଧ୍ୟତୁ ଅଧିକାଂଶ ଲକ୍ଷଣ ଆପଣଙ୍କ ମଧ୍ୟରେ ଦେଖାଯାଇଥାଏ ତେବେ ଆପଣ କିଡନି ପରୀକ୍ଷା କରିବେ । କିଡନି ଖରାପ ଜାଣିବା ପାଇଁ ଆପଣଙ୍କୁ ହିମଗ୍ଲୋବିନ ଓ କ୍ରିଏଟିନିନ୍ ଟେଷ୍ଟ କରିବା ଦ୍ଵାରା ଆପଣ କିଡନି ଖରାପ ହେଇଛି ନା ନାହିଁ ଜଣା ପଡିଥାଏ । ଆପଣ କିଡନି ସୁସ୍ଥ ରଖିବା ପାଇଁ ଏକ ଶୃଙ୍ଖଳିତ ଜୀବନଯାପନ କରିବାକୁ ହେବ , ମଦ୍ୟପାନ , ନିଶା ଦ୍ରବ୍ଯ ଠାରୁ ଦୂର ରେ ରହିବାକୁ ପଡିଥାଏ ।

ସାମାନ୍ୟ ଯନ୍ତ୍ରଣା ଆରେ ଆପଣଙ୍କୁ ପେନ୍ କିଲର ସେବନ ଆପଣଙ୍କ କିଡନି କୁ ଖରାପ କରିଥାଏ , ତେଣୁ ଅତି ପେନ୍ ନ ହେଲେ ଏହାର ସେବନ କରନ୍ତୁ ନାହିଁ । ଡାଇବେଟିସ ହେଇଥିଲେ ଏହାକୁ ନିୟନ୍ତ୍ରଣ ରେ ରଖନ୍ତୁ ନଚେତ୍ ଏହା ଆପଣଙ୍କ କିଡନୀ ଉପରେ ଖରାପ ପ୍ରଭାବ ପକେଇଥାଏ । ରକ୍ତଚାପ ଅଧିକ ରହିଲେ ମଧ୍ୟ କିଡନୀ ଉପରେ ପ୍ରଭାବ ପକେଇଥାଏ ।

ବିଶେଷ୍ଜ୍ଞ ମାନେ କହିଛନ୍ତି ଯେ ଖାଦ୍ୟ ରେ ଲୁଣ ର ବ୍ୟବହାର କମ୍ କରିବା ଉଚିତ୍  ଓ ପ୍ରୋଟିନ ଜାତୀୟ ଖାଦ୍ୟ କମ ବ୍ଯବହାର କରିବା ଉଚିତ୍ । ଆପଣମାନେ ବିଶେଷ ଭାବରେ ପ୍ରୋଟିନ ଯୁକ୍ତ ଖାଦ୍ୟ ରୁ ଦୂର ରୁହନ୍ତି ନଚେତ୍ ଏହା ଆପଣଙ୍କ କାଳ କରିଥାଏ । ଯଦି ଏହି ଲକ୍ଷଣ ଦେଖାଯାଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।  ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *