କ୍ଷୀରରେ ଫୁଟାଇ ପିଅନ୍ତୁ ଏହି ଜିନିଷ, ଗୋଟିଏ ହିଁ ଦିନରେ Joint Pain ଗାୟବ, ଗଣ୍ଠି ଦରଜ, ଗ୍ରୀସ ଶୁଖିଯିବା ଓ ବାତ ରୋଗରୁ ମିଳିବ ଆରାମ

ନମସ୍କାର ବନ୍ଧୁଗଣ , ଆଜିକା ଦିନରେ ସମସ୍ତକୁ ଅଣ୍ଟା , ଆଣ୍ଟୁ ବିନ୍ଧା ଓ ହାତ , ଗୋଡ  ବିନ୍ଧା ଆଦି ଦେଖାଯାଇଥାଏ । ଅତି କମ ବୟସରେ ମଧ୍ୟ ଏହା ଆସିଥାଏ । ଆମେ ଦେଖିଥାଉ ଯେ ଆମ ଘରର ବଡ ଲୋକମାନଙ୍କୁ ଏହା ବହୁତ ଅସୁବିଧା ଦେଇଥାଏ । ତିରିଶି ବର୍ଷର ପର ଠାରୁ ଏହା ଶରୀରର ଦେଖାଦେଇଥାଏ । ଏହାର ନିବାରଣ ପାଇଁ ବହୁତ ପ୍ରକାରର ଔଷଧ ର ସେବନ କରିଥାନ୍ତି । କିନ୍ତୁ ଏହା ଉପରେ କୋଣସି ପ୍ରଭାବ ପକାଇ  ନ ଥାଏ ।

କିନ୍ତୁ ଆଜି ଆମେ ଜାଣିବା ଏମିତି ଏକ ଘରୋଇ ଉପାୟ ବିଷୟରେ ଯାହାକୁ ପ୍ରୋୟଗ କରିବା ଦ୍ଵାରା କେବଳ ପାଞ୍ଚ ମିନିଟ୍ ରେ ଆପଣଙ୍କ ସମସ୍ତ ବିନ୍ଧା ଦୂର ହୋଇଯାଇଥାଏ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ଡାକ୍ତର ସାଲିମ ଜଲିଦ ଆପଣମାନଙ୍କୁ ଏକ ଏମିତି ଘରୋଇ ଉପଚାର କହିବେ । ଯାହାକୁ କରିବା ଦ୍ଵାରା ତୁରନ୍ତ ସମସ୍ତ ବିନ୍ଧାରୁ ମୁକ୍ତି ପାଇବେ ।

ଏହି  ଉପଚାର ଆପଣଙ୍କ ଯେ କୋଣସି ସ୍ଥାନରେ ବିନ୍ଧା ହେଇଥାଉ ଆଣ୍ଟୁ , ଅଣ୍ଟା , ହାତ ଓ ଗୋଡ ଯେଉଁ ପ୍ରକାରର ବିନ୍ଧା ହେଇଥିଲେ ମଧ୍ୟ ଏହା ତୁରନ୍ତ ଉପଚାର କରିଥାଏ । ଆମ କୁ ଅଣ୍ଟା ଓ ଆଣ୍ଟୁ ବିନ୍ଧା କ’ଣ ପାଇଁ ହୋଇଥାଏ । ତିନି ପ୍ରକାରର କାରଣ ପାଇଁ ଆମକୁ ଏହି ଭଳି ବିନ୍ଧା ହୋଇଥାଏ , ପ୍ରଥମ ହେଉଛି କାଲସିୟମ ଅଭାବ ଯଦି ଆମ ଶରୀର ରେ ଏହା କମି ଯାଇଥାଏ । ତେବେ ଆମ କୁ ଅଣ୍ଟା ଓ ଆଣ୍ଟୁ ବିନ୍ଧା ଦେଖାଯାଇଥାଏ ।

ଦ୍ଵିତୀୟ ଯଦି ଆମ ଶରୀରର ଆଣ୍ଟୁ ରେ ଥିବା କାର୍ଟାଲେଜ ବ ଏକ ତେଲିଆ ପଦାର୍ଥ ରହିଥାଏ ଯାହାର ପରିମାଣ କମିବା ଦ୍ଵାରା ମଧ୍ୟ ଆଣ୍ଟୁ ବିନ୍ଧା ହୋଇଥାଏ । କାରଣ ଏହି ତେଲିଆ ଅଂଶ ଆମ ଆଣ୍ଟୁ କୁ ପରସ୍ପର ଛୁଇବାକୁ ଦେଇନଥାଏ । କିନ୍ତୁ ଯଦି ଏହା କମିଯାଇଥାଏ ତେବେ ଏହା ପରସ୍ପର କୁ ଛୁଇବା ଦ୍ଵାରା ଆମ ଆଣ୍ଟୁ ରେ ବିନ୍ଧା ହୋଇଥାଏ । ତୃତୀୟ ହେଉଛି ଇନଫେକ୍ଶନ ହେଲେ ମଧ୍ୟ ଅଣ୍ଟା ଓ ଆଣ୍ଟୁ ବିନ୍ଧା ଦେଖାଯାଇଥାଏ । ତେଣୁ କରି ଏହି କାରଣ ଗୁଡାକ ପାଇ ଶରୀରରେ ବିନ୍ଧା ହୋଇଥାଏ ।

ଏହି ଘରୋଇ ଉପଚାର ପାଇଁ ଆବଶ୍ୟକ ପ୍ରଥମ ଜିନିଶ ହେଉଛୁ କ୍ଷୀର ଆପଣାମାନେ ସମସ୍ତେ ଜାଣିଥିବେ ଯେ ଦୁଧ ଆମ ଶରୀରରେ କାଲସିୟମ ର ଅଭାବ କୁ ପୂରଣ କରିବାରେ ବହୁତ ସାହାଯ୍ୟ କରିଥାଏ । ଏହା ଛଡା ଶରୀର ହାଡ ଓ ଗଣ୍ଠି ମଜବୁତ କରିବା ପାଇଁ କରିବାରେ ବହୁତ ମହତ୍ଵ ପୂର୍ଣ୍ଣ ଅଟେ । ଦ୍ଵିତୀୟ ହେଉଛି ହଳଦୀ ଓ ଅଦା  ଏହି ଉଭୟ ଜିନିଷ ସମାନ ଭାବରେ କାମ କରିଥାନ୍ତି ଏହା ମଧ୍ୟ ଆମ ଶରୀରରେ ବିନ୍ଧା , ଫୁଲିଯାଇଥିବା ସ୍ଥାନ ପାଇଁ ବହୁତ ଉପକାରୀ ହୋଇଥାଏ ।

ଏହା ସହିତ ଆପଣଙ୍କୁ ଆପଣଙ୍କ ଖାଇବାରେ ଏମିତି କିଛି ପୌଷ୍ଟିକ ଖାଦ୍ୟ ସବୁଜ ପନିପରିବା ନେବା ଉଚିତ । ଏହା ଆମ କାର୍ଟାଲେଜ ଅଭାବକୁ ପୂରଣ କରିଥାଏ । ତୃତୀୟ ଜିନିଷ ଦରକାର ହୋଇଥାଏ ଡାଳ ଚିନି ଏହା ଆମ ଶରୀରର ପୁନଃ ନିର୍ମାଣ କରିଥାଏ । ଶେଷ ଜିନିଷ ହେଉଛି ଗୋଲ ମରୀଚ ।

ଏବେ  ଆପଣ ଏକ ପାତ୍ରର ରେ କ୍ଷୀର ନେଇ ଏଥିରେ ଅଧା ଚାମୁଚ ହଳଦୀ, ଅଧା ଚାମୁଚ ଅଧା ଓ ଦଳ ଚିନି , ଗୋଲ ମରୀଚ ପକାଇ କିଛି ସମୟ ପାଇଁ ଫୁଟେଇ ଦେବେ । ଏହା ପରେ ନଖ ଉଷୁମ ରେ ଏହାର ସେବନ କରିବେ । ସବୁ ଦିନ ଏହାକୁ କରିବା ଓ ସେବନ ଦ୍ଵାରା ଆପଣଙ୍କ ସମସ୍ତ ବିନ୍ଧା ଦୂର ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *