Vastu Tips- କେଉଁ ଠାକୁରଙ୍କ କେଉଁ ଫଟୋ ରଖିଲେ ଘରେ ଅଶାନ୍ତି ଦେଖାଦିଏ ?

ନମସ୍କାର ବନ୍ଧୁଗଣ , ଠାକୁରଙ୍କ ଘରେ ପ୍ରଥମେ ଗଣେଶଙ୍କୁ ପୂଜା କରିବା ପରେ ତାଙ୍କୁ ସ୍ମରଣ କରିବା ଉଚିତ୍ । ତାଙ୍କ ପରେ ମହା ଦେବଙ୍କୁ ପୂଜା ଅର୍ଚନା କଋ ଧ୍ୟାନ କରିବା ଏହା ମଙ୍ଗଳ କାରୀ ହୋଇଥାଏ । ଏହା ପରେ ମା’ ଦୁର୍ଗା ଏବଂ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଉଚିତ୍ ଏହା କଲ୍ୟାଣ କାରୀ ହୋଇଥାଏ । ପୂଜାର ଅନ୍ତିମରେ ପୁଷ୍ପଜଳି ଦେବଙ୍କୁ ଅର୍ପଣ କରିବା ସହ  ତ୍ରୁଟି ପାଇଁ କ୍ଷମା ପ୍ରାଥନା କରିବା ଶୁଭ ହୋଇଥାଏ ।

ଠାକୁରଙ୍କ ଘରେ ଧୂପ ବତୀ ରେ ଜଳି ଥିବା ଧୂଳି ବା ଡିଆସିଲି କାଠି ରଖିବା ଅନୁଚିତ୍ ଏବଂ ଅଶୁଭ ସଙ୍କେତ ହୋଇଥାଏ । ଠାକୁରଙ୍କ ଘରେ ବାସି ଫୁଲ ରଖିବା ଅଶୁଭ ହୋଇଥାଏ ଏବଂ ଏହା ସହିତ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଠାକୁରଙ୍କ ଘରେ ଡିଆସିଲି କୁ ବ୍ୟବହାର କରିସାରିଲା ପରେ କେବେ ବି ଠାକୁର ଘର ଭିତରେ ରଖିବା ଅନୁଚିତ୍ ଏବଂ ଅଶୁଭ ହୋଇଥାଏ । ସକାଳୁ ଠାକୁରଙ୍କ ପୂଜା ଆରାଧାନା କରିବା ଦ୍ଵାରା ସକାରାତ୍ମକ ଶକ୍ତି ର ବୃଦ୍ଧି ହୋଇଥାଏ ଓ ଯେ କୋଣସି କାର୍ଯ୍ୟ କଲେ ମଧ୍ୟ ସଫଳତା ପାଇଥାଉ ।

ଭୋର ସକାଳୁ ଉଠିଲା ପରେ ଛଅ ଠାରୁ ଆଠ ଟା ଭିତରେ ଠାକୁର ପୂଜା କରିବା ଉଚିତ ଓ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ସନ୍ଧ୍ୟା ସମୟରେ ଠାକୁରଙ୍କ ପୂଜା କରିବା ଅତ୍ୟଧିକ ଶୁଭ ମାନା ଯାଇଥାଏ । ମହିଳା ମାନେ ମାସିକ ଧର୍ମ ସମୟରେ କେବେ ବି ପୂଜା ପାଠ କରିବା ଅନୁଚିତ ହୋଇଥାଏ ଏବଂ ଅଶୁଭ ହୋଇଥାଏ ଏବଂ ଶାସ୍ତ୍ର ଅନୁସାରେ ନିଷେଧ ମଧ୍ୟ ହୋଇଥାଏ ।

ଯଦି ଘରେ କୋଣସି ଅଶୁଦ୍ଧି ହୋଇଥାଏ ତେବେ ଠାକୁରଙ୍କ ପୂଜା ବା ଦେବଙ୍କା ଦର୍ଶନ କରିବା ଅଶୁଭ ହୋଇଥାଏ । ଦିନ ବାରଟା ରୁ ଚାରିଟା ଭିତରେ ଠାକୁରଙ୍କ ପୂଜା କରିବା ଅନୁଚିତ୍ ହୋଇଥାଏ । କାରଣ ଏହା ଦେବଙ୍କା ବିଶ୍ରାମ ସମୟ ହୋଇଥାଏ ।  ଠାକୁରଙ୍କ ପୂଜା କରିବା ପୂର୍ବରୁ ତିଳକ ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଠାକୁରଙ୍କ ଦୀପ ଜାଳିବା ବେଳେ କିଛି ଚାଉଳ ଉପରେ ରଖି ଜାଳିବା ଘର ପାଇଁ କଲ୍ୟାଣ କାରୀ ହୋଇଥାଏ ।

ଠାକୁରଙ୍କୁ ପୂଜା କରିବା ସମୟରେ କେବେ ବି ଗୋଟାଏ ହାତରେ ପୂଜା କରିବା ଅଶୁଭ ହୋଇଥାଏ ଏବଂ  ସମସ୍ତ ପୂଣ୍ୟ ନଷ୍ଟ ହୋଇଥାଏ । ଠାକୁରଙ୍କ ପୂଜା କରୁଥିବା ସମୟରେ କେବେ ବି ଠାକୁରଙ୍କ ଆଡ କୁ  ମୁହଁ କରିକି ବସିବା ଅଶୁଭ ହୋଇଥାଏ । ତେଣୁ ଡାହାଣ ପଟ କୁ ବସି ପୂଜା କରିବା ଶୁଭ ହୋଇଥାଏ ।   ଠାକୁରଙ୍କ ଘରେ ସମସ୍ତ ଦେବତାଙ୍କ ମୁହଁ ପଶ୍ଚିମ ଦିଗକୁ ରହିବା ଉଚିତ୍ତ କିନ୍ତୁ ହନୁମାନଙ୍କ ର ମୁହଁ ଦକ୍ଷିଣ ଦିଗକୁ ହେବ ଦ୍ଵାରା ଶୁଭ ହୋଇଥାଏ ।

ଘରେ ଦୁଇଟି ଶିବଲିଙ୍ଗ , ତିନୋଟି ଗଣେଶଙ୍କ ମୂର୍ତ୍ତି ଏବଂ ଦୁଇଟି ସୂର୍ଯ୍ୟଙ୍କ ଫଟ , ତିନୋଟି ଦେବୀ ମୂର୍ତ୍ତି ରଖିବା ଉଚିତ୍ ନୁହେଁ ଏହା ଦ୍ଵାରା ଘରେ ଅଶାନ୍ତି ଦେଖାଯାଇଥାଏ । ଠାକୁରଙ୍କ ପୂଜା କରିବା ସମୟରେ ଲାଲ ଆସନରେ ବସିବା ଉଚିତ୍ । ଏହା ଶୁଭଦାୟକ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *