Astrology- ଏହି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ ? କଣ ଆପଣ ବି ଏଥିରେ ଅଛନ୍ତି ସାମିଲ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିନ୍ଦୁ ଧର୍ମ ଅନୁସାରେ ନାରୀ ମାନେ ସର୍ବଦା ପୂଜନୀୟ ହୋଇଥାନ୍ତି । କାରଣ ନାରୀଙ୍କ ମଧ୍ୟରେ ସ୍ଵୟଂ ଦେବୀ ବିଦ୍ୟମାନ ରହିଥାନ୍ତି । ଯେଉଁ ଘରେ ନାରୀ ଜନ୍ମଲାଭ କରିଥାଏ । ସେହି ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି କୁହାଯାଇଛି । କେଉଁ ମାସରେ ଜନ୍ମିତ ନାରୀ କନ୍ୟା ଅତ୍ୟନ୍ତ ଶୌଭାଗ୍ୟବତୀ ହୋଇଥାନ୍ତି । ଏହି ନାରୀ ମାନେ କେବଳ ବାପା ଘର ପାଇଁ ଶୁଭ ନୁହେଁ ବଂର ଉଭୟ ନିଜ ଘର ଓ ଶାଶୁଘର ପାଇଁ ଅତ୍ୟନ୍ତ ଲକ୍ଷ୍ମୀମନ୍ତ ହୋଇଥାନ୍ତି ।

ଫେବୃଆରୀ ମାସ ;- ଏହି ମାସରେ ଜନ୍ମିତ କନ୍ୟା ସନ୍ତାନ ମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି । ଏହି ଝିଅ ମାନେ ସ୍ଵଭାବରେ ଶାନ୍ତ, ସରଳ ଓ ନିରୀହ ହୋଇଥାନ୍ତି । ଏହି ନାରୀ ମାନେ ବୁଦ୍ଧିମତୀ ଓ ଗୁଣମତୀ ହୋଇଥାନ୍ତି । ଏମାନେ ଯାହା ଘରକୁ ବାହା ହୋଇକି ଯାଇଥାନ୍ତି । ତାଙ୍କ ଘରର ଉନ୍ନତି କରିଥାନ୍ତି । ଏମାନେ ନିଜ ସ୍ଵାମୀକୁ ବହୁତ ଅଧିକ ଭଲ ପାଇବା ସହ ସମ୍ମାନ ମଧ୍ୟ କରିଥାନ୍ତି ।

ଏପ୍ରିଲ ମାସ ;- ଏହି ମାସରେ ଜନ୍ମିତ ଝିଅମାନେ ବହୁତ ସୁନ୍ଦର ଦେଖିବାକୁ ହୋଇଥାନ୍ତି । ଏମାନେ ବୁଦ୍ଧି ଓ ବିଦ୍ୟାର ଅଧକାରୀ ହୋଇଥାନ୍ତି । ଏମାନେ ନିଜ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାର ସକ୍ଷମତା ରହିଥାଏ । ଅନ୍ୟକୁ ସାହାଜ୍ଯ କରିବାକୁ ଏମାନେ ପସନ୍ଦ କରିଥାନ୍ତି । ଭାଗ୍ୟବଳରେ ବହୁତ କିଛି ଏମାନେ ହାସଲ କରିପାରିଥାନ୍ତି ।

ଜୁନ ମାସ ;- ଏହି ମାସରେ ଯେଉଁ ଝିଅ ମାନେ ଜନ୍ମ ଲାଭ କରିପାରିଥାନ୍ତି । ସେହି ଝିଅ ମାନେ ନିଜର ଏକ ଭଲ କ୍ଯାରିଅର ପାଇଁ ସବୁବେଳେ ଇଛା କରି ରଖିଥାନ୍ତି । ଅଧିକ କଠିନ ପରିଶ୍ରମ କରି ସେମାନେ ନିଜ ଲକ୍ଷ୍ୟ ସ୍ତଳରେ ପହଞ୍ଚିବାକୁ ଚେଷ୍ଟା କରିଥାନ୍ତି । ଏହା ସହିତ ଏମାନେ ନିଜ ଘର ଓ ସ୍ଵାମୀ ଘରର ମଧ୍ୟ ସବୁବେଳେ ଉନ୍ନତି କରିଥାନ୍ତି । ପରିବାରର ସମସ୍ତ ସଦସ୍ୟଙ୍କ କଥା ଏମାନେ ବୁଝି ତାଙ୍କର ଯତ୍ନ ମଧ୍ୟ ନେଇଥାନ୍ତି ।

ସେପ୍ଟେମ୍ବର ମାସ ;- ଏହି ମାସରେ ଜନ୍ମିତ ନାରୀ ମାନଙ୍କର ଭାଗ୍ୟରେ ଧନଯୋଗ ରହିଥାଏ । ଏମାନେ ପ୍ରେମ ବିବାହରେ ବିଶ୍ବାସ ରଖିଥାନ୍ତି । ସେଥିପାଇଁ ପ୍ରାୟତଃ କ୍ଷେତ୍ରରେ ଏହି ଝିଅ ମାନେ ନିଜ ମନ ପସନ୍ଦର ପାର୍ଟନରକୁ ନିଜ ଜୀବନସାଥି ରୂପେ ପାଇଥାନ୍ତି । ଏମାନେ ନିଜ ସ୍ଵାମୀ ଛଡା ଅନ୍ୟ କୌଣସି ପୁରୁଷଙ୍କ କଥା ଭାବିନଥାନ୍ତି ।

ରୂପରେ ମଧ୍ୟ ସୁନ୍ଦର ଓ ସୁଶୀଳ ଝିଅ ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଆଗକୁ ରହିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *