ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ବହୁତ ରୋମାଣ୍ଟିକ ଜାଣନ୍ତୁ…

ଆଜି ଆମେ ସେହି ଲୋକ ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କର ଜନ୍ମ ମାସ ଏହି ମାସରେ ହୋଇ ଥିବ ତ ସେମାନଙ୍କୁ ବହୁତ ଭଲପାଇବା ମିଳିଥାଏ  । ଏହି ମାସରେ ଯେଉଁ ମାନେ ଜନ୍ମ ହୋଇ ଥିବେ ସେମାନେ ବହୁତ ଅଧିକ ଭଲ ପାଇ ଥିବେ । ଏମାନେ ପ୍ରେମ ରେ ବହୁତ ଅଧିକ ଭଲ ହୋଇ ଥାନ୍ତି । କିନ୍ତୁ ତାଙ୍କୁ ପ୍ରେମ ରେ ଧୋକା ବି ବହୁତ ବି ମିଳି ଥାଏ ।

ଜିବନ ଥିବା ପର୍ଯ୍ୟନ୍ତ ସେମାନଙ୍କୁ କେବେ ବି ପ୍ରେମ ମିଳି ନ ଥାଏ । କିନ୍ତି ଫେରସ୍ତ ରେ ସେମାନଙ୍କୁ କେବଳ ଧୋକା ହିଁ ମିଳି ଥାଏ । ତ ସେହି ମାସ କଣ କଣ ନା ପ୍ରେଥମେ ହେଲା ଫେବୃଆରୀ ମାସ । ଏବଂ ଦ୍ୱତୀୟ ରେ ହେଲା ସେପ୍ଟେମ୍ବର, ଏବଂ ତୃତୀୟ ଟି ହେଲା ନଭେମ୍ବର । ଯଦି ତୁମେ ବା ନିଜର ପାର୍ଟନର ଏହି ମାସ ରେ ଜନ୍ମ ହୋଇଛନ୍ତି ତ ତେବେ ଆପଣ ମାନେ ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ।

ଯଦି ଏହି ମାସ ରେ କେହି ଜନ୍ମ ନେଇ ଥାନ୍ତି ତେବେ ଏହି ମାନଙ୍କୁ ହିଁ ପଚାରିବ କି ପ୍ରେମ କଣ ହୋଇ ଥାଏ । ହଁ ଆମକୁ ଲାଗୁ ନାହିଁ ଏହି ମାସ ରେ ଜନ୍ମ ହୋଇ ଥିବା ଲୋକ ମାନଙ୍କ ଠାରୁ ଅଧିକ କେହି ପ୍ରେମ ବିଷୟ ରେ ଜାଣିବ । କାରଣ ତୁମେ ଜାଣି ପାରିବ କି ଏହି ମାସ ରେ ଜନ୍ଣ ହୋଇ ଥିବା ବ୍ୟକ୍ତି ମାନେ କେମିତି ହୋଇ ଥାନ୍ତି । ପ୍ରଥମେ ହେଲା ଏମାନେ ବହୁତ ରୋମାନ୍ଟିକ୍ ହୋଇ ଥାନ୍ତି ।

ଏମାନଙ୍କୁ ଛୋଟ ଛୋଟ କଥା ରେ ବହୁତ ଖରାପ ଲାଗେ ଏବଂ ଏମାନେ ବହୁତ ଅଧିକା କାନ୍ଧନ୍ତି । ସେହି ପରି ବେଳେ ଏମାନଙ୍କ ବହୁତ ଭଲ ନେଚର ହେଲା କି ଏମାନେ ସବୁ ବେଳେ ଏମାନଙ୍କ ପାର୍ଟନର ଙ୍କ ବିଷୟ ରେ ହିଁ ଭାବି ଥାନ୍ତି ।

ଏମାନେ ପ୍ରେମ ସଂମ୍ପର୍ଣ୍ଣ ସଚ୍ଚା ହୋଇ ଥାନ୍ତି ଏମାନେ କାହାକୁ ଭଲ ପାଇଲେ ସଂମ୍ପର୍ଣ୍ଣ ମନ ଦେଇ ଭଲ ପାଆନ୍ତି । ହେଲେ ଶେଷ ରେ ଏମାନଙ୍କୁ ଧୋକା ମିଳି ଥାଏ ।   ହେଲେ ଏମାନେ ଜାହାକୁ ଭଲ ପାଆନ୍ତି ସେମାନଙ୍କ ଠାରୁ କିଛି ବି ଆଶା କରନ୍ତି ନାହିଁ ।  ସେମାନଙ୍କୁ ବହୁତ ଧୋକା ମିଳେ ହେଲେ ସେମାନେ ବହୁତ ଏକ୍ସପିରକିୟନ୍ସ ମଣିଷ ହୋଇ ଥାନ୍ତି । ଏବଂ ପରେ ସେମାନଙ୍କୁ ଆଉ କଷ୍ଟ ହୋଇ ନ ଥାଏ ।

ଯଦି ଆପଣ ମାନଙ୍କ ମନର କଥା କୁ କେହି ବୁୂଝି ପାରୁ ନାହାଁନ୍ତି ତେବେ ସେହି ମାସରେ ଯେଉଁ ମାନେ ଜନ୍ମ ହୋଇଛନ୍ତି ସେହି ମାନଙ୍କୁ ପଚାର ସେହି ମାନେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ବୁଝେଇ ଦେଇ ପାରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *