କେଉଁ କର୍ମ କଲେ, କେଉଁ ଜନ୍ମ ମିଳେ, ଥରେ ମାତ୍ର ଦେଖନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କୁ ନିଜ କର୍ମକୁ ଭାବି ଚିନ୍ତି କରିବା ଉଚିତ । କାରଣ ଆଜିର ଦୁନିଆରେ ମଣିଷ ଯାହା କର୍ମ କରିବ ତାକୁ ସେହି କର୍ମର ପରିଣାମ ଏହି ଜନ୍ମରେ ଭୋଗିବାକୁ ପଡିବ ।

ଯଦି ଆପଣ ମାନେ ଭାବୁଛନ୍ତି ଏହି ଜନ୍ମର କର୍ମ ଫଳ ଆଗାମୀ ଜନ୍ମରେ ଭୋଗିବେ ତା ହେଲେ ଏହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ । ଏହି ଜନ୍ମର କର୍ମର ଫଳ ଆପଣ ଏହି ଜନ୍ମରେ ଭୋଗିକି ଯିବେ ତେଣୁ ବନ୍ଧୁଗଣ ଚେଷ୍ଟା କରନ୍ତୁ ନିଜ କର୍ମକୁ ଠିକ ରଖିବା ପାଇଁ ।

ବନ୍ଧୁଗଣ ଗରୁଡ ପୁରାଣରେ ମଣିଷର କର୍ମକୁ ନେଇ ତାକୁ ମିଳୁଥିବା ଦଣ୍ଡ ବିଷୟରେ କୁହାଯାଇଛି । ଆଜି ଆମେ ଆପଣ ମାନଙ୍କୁ ଗରୁଡ ପୁରାଣ ଅନୁସାରେ ମଣିଷ କେଉଁ କର୍ମ କରିଲେ କେଉଁ ଜନ୍ମ ପାଇବେ ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯଦି କୌଣସି ଏକ ମଣିଷ ସନ୍ୟାସୀ ହୋଇଯାଉଛି ହେଲେ ସନ୍ୟାସୀ ହେବା ପରେ ସେ ପୁନଶ୍ଚ ସ୍ତ୍ରୀ ସହ ସମ୍ପର୍କ ରଖୁଛି କିମ୍ବା ସେ ଅନ୍ୟ କାହା ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଛି ତା ହେଲେ ସେ କୋଇଲି ଜନ୍ମ ନେଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ସନ୍ୟାସୀ ହୋଇଛନ୍ତି ତା ହେଲେ କୌଣସି ମହିଳା ସହ ସମ୍ପର୍କ ରଖନ୍ତୁ ନାହିଁ ।

୨. ବନ୍ଧୁଗଣ ଯେଉଁ ମାନେ ଅଧିକ କଳି ଝଗଡା କରିବା ପାଇଁ ପସନ୍ଦ କରନ୍ତି ସେମାନେ ପର ଜନ୍ମରେ ବିରାଡି ଜନ୍ମ ନେଇଥାନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ମାନେ କଳି କରୁଛନ୍ତି ତା ହେଲେ ତୁରନ୍ତ ନିଜର ଏହି ଅଭ୍ଯାସକୁ ତ୍ୟାଗ କରନ୍ତୁ ।

୩. ଯେଉଁ ମାନେ ବିନା କାରଣରେ ଅନ୍ୟ ମାନଙ୍କ ଉପରେ ରାଉ ରାଉ ହୋଇଥାନ୍ତି ସେମାନେ ପର ଜନ୍ମରେ କାଉ ଜନ୍ମ ନେଇଥାନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ମାନଙ୍କର ଏହି ଗୁଣ ଅଛି ତା ହେଲେ ତୁରନ୍ତ ସତର୍କ ହୋଇଯାନ୍ତୁ ।

୪. ଯେଉଁ ଲୋକମାନେ ଅଧିକ ଲୋଭୀ ସ୍ଵଭାବର ହୋଇଥାନ୍ତି ସେମାନେ ପରଜନ୍ମରେ ଛେଳି ହୋଇ ଜନ୍ମ ନେଇଥାନ୍ତି ।

୫. ଯେଉଁ ମାନେ ପରନାରୀ କିମ୍ବା ପରଧନକୁ ହରଣ କରିଥାନ୍ତି ସେମାନେ ପରଜନ୍ମରେ କଙ୍କଡା ହୋଇ ଜନ୍ମ ହୋଇଥାନ୍ତି ।

୬. ଯେଉଁ ମାନେ ଆଖେତକୁ ଭୋଜନ କରିଥାନ୍ତି ସେମାନେ ପରଜନ୍ମରେ ଘୁଷୁରି ହୋଇ ଜନ୍ମ ନେଇଥାନ୍ତି ।

୭. ଯେଉଁ ମାନେ ଅନ୍ୟ ଲୋକଙ୍କ ପ୍ରତି ହିଂ-ସା-ବାଦ ଓ ଘୃ-ଣା ଆଦି ଆଚରଣ କରିଥାନ୍ତି ସେମାନେ ପରଜନ୍ମରେ କୁକୁର ଜନ୍ମ ନେଇଥାନ୍ତି ।

୮. ଯେଉଁ ମାନେ ବିନା ଦୋ-ଷ-ରେ ଅନ୍ୟକୁ ଦଣ୍ଡ ଦେଇଥାନ୍ତି ସେମାନେ ପରଜନ୍ମରେ ସାପ ହୋଇ ଜନ୍ମ ନେଇଥାନ୍ତି ।

୯. ଯେଉଁ ମାନେ ପିତା ମାତାକୁ ଅଭାଷା କୁହେ ଓ ସମ୍ମାନ ଦିଏ ନାହିଁ ସେ ପରଜନ୍ମରେ ମୁକ ହୋଇ ଜନ୍ମ ନେଇଥାନ୍ତି ।

୧୦. ଯେଉଁ ମାନେ ପରନାରୀ, ପରଝିଅ, ପରବୋହୁ ଓ ପରସ୍ତ୍ରୀ ସହ ବହୁତ ଥର ସଂ-ଭୋ-ଗ କରେ ସେ ସାତ ଜନ୍ମ ପର୍ଯ୍ୟନ୍ତ ନ-ର୍କ ଭୋଗ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *