କିଏ କେତେ ବି କହୁ ନା କାହିଁକି ମଥାରେ ଏହିପରି ସିନ୍ଦୁର କେବେ ବି ଲଗେଇବେ ନାହିଁ, ସ୍ବାମୀଙ୍କ ଉପରେ ଆସିଥାଏ ବିପଦ- Chanakya Niti

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ସିନ୍ଦୁର ର ବହୁତ ଖାସ ମହତ୍ତ୍ୱ ରହିଛି । ଏହା ମହିଳା ମାନଙ୍କ ର ସୁହାଗ ର ସନ୍ତକ ହୋଇ ଥାଏ । ଯେବେବି କୌଣସି ବିବାହିତ ମହିଳାକୁ ଭେଟି ଥାଉ ତେବେ ତାଙ୍କ ମଥାରେ ସିନ୍ଦୂର ରହି ଥିବାର ଦେଖିଥାଉ ।

ବିବାହିତ ମହିଳା ବିନା ସିନ୍ଦୁର ରେ ଅପୂର୍ଣ ବୋଲି ମାନ୍ୟତା ରହିଛି । ହିନ୍ଦୁ ପୌରାଣିକ କଥାରେ ସିନ୍ଦୁର ର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ଆପଣ ଙ୍କୁ ଜଣେଇ ଦେବାକୁ ଚାହୁଁଚୁ କି ବେଳେ ବେଳେ ଶୀଘ୍ରତା ରେ ମହିଳା ମାନଙ୍କ ଦ୍ୱାରା ସିନ୍ଦୁର କୁ ଲଗେଇବା ସମୟରେ କିଛି ଭୁଲ କରି ଦେଇଥାନ୍ତି ।

ଏହା ତାଙ୍କ ଉପରେ ତାଙ୍କ ସ୍ୱାମୀ ଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିନେବା ସିନ୍ଦୁର ଲଗେଇବାର ସଠିକ ନିୟମ କଣ ସିନ୍ଦୁର ର ଫାଇଦା କ୍ଷତି ବିଷୟରେ ଆଲୋଚନା କରିବା ।

୧- ପ୍ରଥମ ରେ ହେଉଛି ମାନ୍ୟତା ଅଛି କି ଯେଉଁ ନାରୀ ମାନେ ମଥା ର ମଝିରେ ସିନ୍ଦୁର ନ ଲଗେଇ ସାଇଡ ରେ ଲଗେଇ ଥାଆନ୍ତି ତେବେ ସେମାନଙ୍କ ସ୍ୱାମୀ ମଧ୍ୟ ତାଙ୍କ ଠାରୁ ଦୂରେଇ ଯାଆନ୍ତି । ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ସର୍ଵଦା ମତ ଭେଦ ଲାଗି ରହିଥାଏ । ଝଗଡା ମଧ୍ୟ ହୋଇ ଥାଏ ।

୨- ଦ୍ୱିତୀୟ ରେ ହେଉଛି ଯେଉଁ ନାରୀ ମାନେ ନିଜ ମଥା ର ମଝିରେ ଏକ ଲମ୍ବା କରିକି ସିନ୍ଦୁର ଲଗେଇ ଥାଆନ୍ତି । ସେମାନଙ୍କ ସ୍ୱାମୀ ଙ୍କ ଆୟୁଷ ମଧ୍ୟ ବଢି ଯାଇଥାଏ । ମାତା ପାର୍ବତୀ ଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

୩- ତୃତୀୟ ରେ ହେଉଛି ଆପଣଙ୍କୁ ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ଜାଣିବାର ଅଛି ତେବେ ଆପଣ ନିଜ ସ୍ୱାମୀ ଙ୍କୁ ଆପଣଙ୍କ ମଥାରେ ସିନ୍ଦୁର ଭରିବାକୁ କୁହନ୍ତୁ । ଯଦି ସିନ୍ଦୁର ଲଗେଇବା ସମୟରେ ଅଳ୍ପ ଟିକେ ସିନ୍ଦୁର ଯଦି ନାକ ଉପରେ ପଡେ ତେବେ ଜାଣିବେ କି ଆପଣଙ୍କ ସ୍ୱାମୀ ଆପଣଙ୍କୁ ବହୁତ ଅଧିକ ଭଲ ପାଆନ୍ତି ।

୪- ଚତୁର୍ଥ ରେ ହେଉଛି ଯଦି ମାନ୍ୟତା ଅନୁସାରେ ଯେଉଁ ନାରୀ ନିଜ ମଥାର ସିନ୍ଦୁର କୁ କେଶ ର ସାହାଯ୍ୟ ରେ ଲୁଚେଇ ଦିଅନ୍ତି । ତେବେ ତାଙ୍କ ସ୍ୱାମୀ ମଧ୍ୟ ସମାଜରେ ଲୁଚି ଯାଇଥାନ୍ତି । ତାଙ୍କ ସ୍ୱାମୀ ଙ୍କୁ ସମ୍ମାନ ମଧ୍ୟ ମିଳି ନଥାଏ । କୁହାଯାଏ କି ସିନ୍ଦୁର କୁ ଲମ୍ବା ଏଭଳି ଲଗାନ୍ତୁ କି ସେ ନଜର ରେ ଆସୁଥାଉ । ସିନ୍ଦୁର ରେ ସଜେଇ ହୋଇଥିବା ନାରୀ ସୌଭାଗ୍ୟବତୀ ର ପ୍ରତୀକ ହୋଇ ଥାଆନ୍ତି । ସେମାନେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି ।

୫- ପଞ୍ଚମ ରେ ହେଉଛି ନାରୀ ମାନଙ୍କୁ ସିନ୍ଦୁର ବହୁତ ଧ୍ୟାନ ସତର୍କତା ରେ ଲଗେଇବା ଉଚିତ । ନ ହେଲେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ସ୍ୱାମୀ ଅନ୍ୟ ସ୍ତ୍ରୀ ଙ୍କ ପ୍ରତି ଆକର୍ଷିତ ହୋଇ ଯାଇଥାଏ । ସେଥିପାଇଁ ସିନ୍ଦୁର କୁ ସର୍ଵଦା ମଥା ର ମଝିରେ ଲମ୍ବ ରେ ଲଗେଇବା ଉଚିତ ।

୬- ଷଷ୍ଠ ରେ ହେଉଛି ସିନ୍ଦୂର ଲଗେଇବା ସମୟରେ ଯଦି ସିନ୍ଦୁର ହାତରୁ ଖସି ପଡ଼େ ତେବେ ତାକୁ ଅଶୁଭ ବୋଲି କୁହାଯାଏ । ଏହା ସମ୍ପର୍କରେ ଫାଟ ସୃଷ୍ଟି ହେବାର ସଙ୍କେତ ଦେଇଥାଏ । ଏହି ସମୟରେ ଆପଣ ମାତା ପାର୍ବତୀଙ୍କ ଅର୍ଚ୍ଚନା କରିବା ଆବଶ୍ୟକ । କ୍ଷମା ମାଗିନେବା ଉଚିତ । ଏହା ଦ୍ୱାରା ଅଶୁଭତା ଦୁର ହୋଇ ଯାଇଥାଏ ।

୭- ସପ୍ତମ ରେ ହେଉଛି ଯେଉଁ ବ୍ୟକ୍ତି କୁ ସ୍ୱପ୍ନ ରେ ସିନ୍ଦୁର ଲଗା ସ୍ତ୍ରୀ ନଜର ଆସିଥାନ୍ତି ତେବେ ଏହା ବହୁତ ଶୁଭ ହୋଇ ଥାଏ । ଏହା ଧନ ଲାଭ ମଧ୍ୟ କରାଇ ଥାଏ । ଏହି ସବୁ ନିୟମ ଦ୍ୱାରା ଆପଣ ସିନ୍ଦୁର କୁ ଲଗେଇ ପାରିବେ ଅଶୁଭ ନକରାତ୍ମକତା ରୁ ଦୁରେଇ ମଧ୍ୟ ହୋଇ ଯିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *