କେଉଁ ଫୁଲରେ ଭଅଁର ଆଦୌ ବସେନାହିଁ ? ୯୯% ଲୋକ ଜାଣନ୍ତି ନାହିଁ ଉତ୍ତର

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟ, କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା

ପ୍ରଶ୍ନ- କେଉଁ ପକ୍ଷୀ ଆଗକୁ- ପଛକୁ ଉଡ଼ିପାରେ ?

ଉ- ହମିଙ୍ଗ ବାର୍ଡ ।

ପ୍ରଶ୍ନ- କେଉଁ ପରିବା ଖାଇଲେ ମଣିଷ କଳା ପଡେ ନାହିଁ ?

ଉ- କଲରା ।

ପ୍ରଶ୍ନ – ଟ୍ରେନ ଲାଇନରେ କଲାପଥର କାହିଁକି ରହିଥାଏ ?

ଉତ୍ତର–ପଥର ରଖିଲେ ଭୂଇଁରେ ଘାସ ଉଠିନଥାଏ

ପ୍ରଶ୍ନ–ରେଡିଓର ଆବିଷ୍କାର କିଏ କରିଥିଲେ ?

ଉତ୍ତର–ଗୋଲିଲିୟମ ମାରକୋନି

ପ୍ରଶ୍ନ -ଭାଷାର ଜନନୀ କେଉଁ ବାଷାକୁ କୁହାଯାଏ ?

ଉତ୍ତର–ସଂସ୍କୃତ ଭାଷା

ପ୍ରଶ୍ନ–କେଉଁ ତାରା 6 ବର୍ଷ ପରେ ଦେଖାଯାଏ ?

ଉ–ଏଲିଗୋଚର ତାରା

ପ୍ରଶ୍ନ-ବଗିଚାର ସହର କେଉଁ ସହରକୁ କୁହାଯାଏ ?

ଉ-କପୁରଥଳା

ପ୍ରଶ୍ନ- ଚଉଠି ରାତିରେ ସ୍ତ୍ରୀ ତାର ସ୍ୱାମୀଙ୍କୁ କଣ ଦେଇଥାଏ?

ଉ- କ୍ଷୀର ଦେଇଥାଏ ।

ପ୍ରଶ୍ନ- କେଉଁ ପ୍ରାଣୀ ଆଖି ବନ୍ଦ ନ କରି ମଧ୍ୟ ଶୋଇପାରେ ?

ଉ- ମାଛ ।

ପ୍ରଶ୍ନ-ଆଖି ଦ୍ୱାରା ଶୁଣିପାରୁଥିବା ପ୍ରାଣୀର ନାମ କଣ?

ଉ- ପାଣି ବେଙ୍ଗ ।

ପ୍ରଶ୍ନ- କେଉଁ ପଶୁ ବହି ଯାଉଥିବା ପାଣିକୁ ପିଏ ନାହିଁ ?

ଉ- ମେଣ୍ଢା ।

ପ୍ରଶ୍ନ- କେଉଁ ବିରାଟକାୟ ପଶୁ ଡେଇଁ ପାରେ ନାହିଁ?

ଉ- ହାତୀ ।

ପ୍ରଶ୍ନ- କେଉଁ ଫୁଲ ପାଖକୁ ଭ୍ରମର ବି ଯାଇପରେନାହିଁ ?

ଉ-କିଆ ଓ କେତକୀ ଫୁଲ ।

ପ୍ରଶ୍ନ- କେଉଁ ଜୀବ ଆଦୌ ପାଣି ପିଏ ନାହିଁ?

ଉ- କଙ୍ଗାରୁ ମୂଷା ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *