Health Tips- କେମିତି ସୁସ୍ଥ ରହିବ Liver, Kidney ଓ Heart

ନମସ୍କାର ବନ୍ଧୁଗଣ , ପୃଥିବୀରେ ବାସ କରୁଥିବା ମଣିଷ ର ଗୋଟିଏ ଇଛା ରହିଥାଏ ଯେ ସେ କେମିତି ସୁସ୍ଥ ସବଳ ଏବଂ ସରସ ଜୀବନଯାପନ କରୁ । କିନ୍ତୁ ମଣିଷରେ ଜୀବନଶୈଳୀ ଯୋଗୁ ତାଙ୍କୁ ଲିଭର , କିଡନି , ହାର୍ଟ ସମ୍ବନ୍ଧୀୟ ରୋଗ ଦେଖାଯାଇଥାଏ । ମଣିଷ ଯଦି ସଠିକ ଖାଦ୍ୟ ଦ୍ରବ୍ୟୟ ର ସେବନ କରି ନିଜକୁ ସୁସ୍ଥ ରଖିବାରେ ଚେଷ୍ଟା କରେ , ତେବେ ମଣିଷର ଜୀବନରେ ରୋଗ ଦୂର ହୋଇପାରେ ।

ଆସନ୍ତୁ ଜାଣିବା ଏହି ତିନୋଟି ରୋଗ ର ପାଇଁ ଆମେ କଣ କରିବା ଉଚିତ୍ ଏବଂ ଏହା ବିଷୟରେ ଡାକ୍ତରଙ୍କ ମତ କଣ ଏହାକୁ ଦୂର କରିବାରେ ଡାକ୍ତରଙ୍କ ପରାମର୍ଶ ସମ୍ବନ୍ଧରେ । ଲିଭର ଜନିତ ରୋଗରେ ଆକ୍ରାନ୍ତ ନ ହୋଇ ଅଧିକ ଦିନ ଜୀବନକୁ କାଟିବାକୁ ଚାହୁଛୁ , ତେବେ ଆମକୁ ଅଧିକ ତେଲ , ମସଲା ଆଉ ରିଫାଇନ ସୁଗାର ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ । ଆମକୁ ଅଧିକ ପନିପରିବା ଫଳ ରେ ସେବନ କରିବା ଉଚିତ୍ । ଆମକୁ ଦୈନନ୍ଦିକ ଜୀବନରେ ବାୟାମ ଆଉ ଯୋଗ କରିବା ଦରକାର ଏହା କରି ଓଜନ ର ମାତ୍ରା କମ କରିବା ନୁହେ ।

କିନ୍ତୁ ଶରୀରକୁ ସୁସ୍ଥ ରଖିବା ପାଇଁ ବାୟାମ କରିବା ଉଚିତ ହୋଇଥାଏ । ଏହା ଛଡା ଆମକୁ ନିଜର ଲମ୍ବା ଅନୁସାରେ ନିଜର ଓଜନ କୁ ନିୟମିତ ରଖିବା ଦରକାର । ଯଦି ଆପଣ ଏହି ସବୁ ସହିତ ଜୀବନଶୈଳୀ ର ପରିବର୍ତ୍ତନ କରନ୍ତି , ତେବେ ଆପଣଙ୍କୁ ଲିଭରଜନିତ ସମସ୍ୟା ହୋଇନଥାଏ ଏବଂ ଆପଣଙ୍କ ଶରୀର ସୁସ୍ଥ ନିରୋଗ ରହିଥାଏ ।

ମଦ୍ୟପାନ କରିବା ବ୍ୟକ୍ତି ଯେବେ ଅଧିକ ପାନ କରି ଡାକ୍ତରଙ୍କ ପାଖକୁ ଆସିଥାଏ । ମଦ୍ୟପାନ ବାରମ୍ବାର ପିଇବା ଦ୍ଵାରା ଏହା ଆମ ଲିଭର ମଦ୍ୟକୁ ପ୍ରବେଶ କରିଥାଏ । ପ୍ରାଥମିକ ଅବସ୍ଥାରେ ଏହାକୁ ହେପାଟାଇଟିସ କୁହନ୍ତି ଏବଂ ଏହା ପରେ ଲିଭର ସିରୋସିସ ହୋଇଥାଏ  । ମଦ୍ୟପାନ କରିଥିବା ବ୍ୟକ୍ତିକୁ ଏହି ରୋଗ ହୋଇନପାରେ କାରଣ ମଦ୍ୟ ମେଟାପୋଲିଜିମ କରିବାକୁ ଭଗବାନ ଆମ ଶରୀର ରେ ଏକ ଏନଜାଇମ କୁ ରଖିଛନ୍ତି ତେଣୁ ଏହି ଏନଜାଇମ ଦ୍ଵାରା କିଛି ଲୋକଙ୍କୁ ହୋଇନଥାଏ ।

ଆମ ଶରୀରରେ କିଡନି ଏକ ଅବିଚ୍ଛେଦ ଅଙ୍ଗ ଏହା ଆମ ଶରୀର ରେ ରକ୍ତ କୁ ଛାଣିବାର କାର୍ଯ୍ୟ କରିଥାଏ । ଆମେ ଯାହା ଵ ଅଦରକାରୀ ଜିନିଷ କୁ ସେବନ କରିଥାଉ ସେହି ସବୁକୁ କିଡନି ଆମ ଶରୀରରୁ ବାହାରକୁ ବାହାର କରି ଦେଇଥାଏ । ତେଣୁ କିଡନି କୁ ସୁସ୍ଥ ରଖିବା ଉଚିତ୍ । ଅନେକ ଭାବି ନିଅନ୍ତି ଯେ ଅଧିକ ପରିମାଣରେ ପାଣି ପିଇବା ଦ୍ଵାରା କିଡନି ସୁସ୍ଥ ରହିଥାଏ , କିନ୍ତୁ ଏହା ଭୁଲ ଯେକୋଣସି ଜିନିଷକୁ ଅଧିକ ପିଇବା ଦ୍ଵାରା ତାହା ଆମ ପାଇଁ କ୍ଷତି କାରକ ହୋଇଥାଏ । ତେଣୁ ଯେତିକି ଦରକାର ସେତିକି ପାଣି ର ସେବନ କରିବା ଉଚିତ୍ ।

ଏହା ସହିତ ଆମ ବାହାରି ଜଙ୍ଗ ଫୁଡ ର ସେବନ ବନ୍ଦ କରିବା କିଡନି ପାଇଁ ଉପକାରୀ ହୋଇଥାଏ । ସୁଷମ ଖାଦ୍ୟ ଫଳ ଖାଇବା ଏବଂ ବାୟାମ ଯୋଗ କରିବା ଉଚିତ୍ । ଆମ ଦେଶରେ ହାର୍ଟ ରୋଗ ଅଧିକ ଦେଖାଯାଇଥାଏ ଅନ୍ୟ ବିଦେଶ ଅନୁସାରେ ଦେଖିଲେ ଆମ ଦେଶର ବ୍ୟକ୍ତିକୁ କମ ବୟସରେ ଏହି ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି । କାରଣ ଆମ ଦେଶରେ ଲୋକେ ଅଧିକ ଚିନ୍ତା କରିନ୍ତି ଏବଂ ଅଧିକ ତେଲ ପଡିଥିବା ଖାଦ୍ୟ ର ସେବନ କରିଥାନ୍ତି ଯାହା ଆମ ହାର୍ଟ ମଧ୍ୟକୁ ପ୍ରବେଶ କରି ହାର୍ଟ କୁ ଜଳଦି ଖରାପ କରିଥାଏ ।

ତେଣୁ ଆମ କୁ ତେଲ ଜାତୀୟ ଖାଦ୍ୟ ର ସେବନ ନ କରି ଶରୀର କୁ ପନିପାରିବ ପୋଷାକ ଥିବା ଖାଦ୍ୟ  ଖାଇବା ଉଚିତ୍ । ଏଭଳି ପୋସ୍ତ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *