ମା ପେଟରେ ଥିବା ଛୁଆ ପୁଅ କି ଝିଅ ଜାଣିବାର ଅତି ସହଜ ଉପାୟ ! ଜାଣନ୍ତୁ ଏହି ସବୁ ସଙ୍କେତରୁ…

ନମସ୍କାର ବନ୍ଧୁଗଣ , ଆଧୁନିକ ଯୁଗରେ ପୁଅ ଏବଂ ଝିଅ ଉଭୟ ଏକ ଗତିରେ ଉନତି କରିଛନ୍ତି । ଆଗ କାଳ ରେ ଲୋକମାନଙ୍କୁ ପୁତ୍ର  ସନ୍ତାନ ର ଇଛା ରହିଥାଏ ଝିଅ ପିଲାମାନଙ୍କୁ ଇଛା କରୁ ନ ଥିଲେ । କରଣ ଯଦି ପୁଅ ହୋଇଥାଏ , ତେବେ ସେମାନଙ୍କ ବଂଶ ବୃଦ୍ଧି ହୋଇଥାଏ ବୋଲି ସେମାନେ ବିଶ୍ଵାସ କରିଥାନ୍ତି । ତେଣୁ କରି ଯେବେ ଯାଏ ପୁଅ ନ ହୋଇଥାଏ ସେବେ ଯାଏ ଗର୍ଭ ଧାରଣ କରୁଥିଲେ ।

ଆମ ଦେଶରେ ପୁଅ ଠାରୁ ଝିଅମାନଙ୍କ ସଂଖ୍ୟା ଅଧିକ ରହିଥାଏ । କିନ୍ତୁ ଆମ ଦେଶରେ ଲୋକେ ପୁଅ ପାଇଁ ନିଜ ଗଭରେ ଝିଅ ଯଦି ରହିଥାଏ , ତେବେ ସେମାନେ ସେ  ଗର୍ଭ କୁ ନଷ୍ଟ କରି ଦେଇଥାନ୍ତି ।  କିନ୍ତୁ ଆଜିକ ଯୁଗରେ ତାହା ବଦଳିଛି । କିନ୍ତୁ ଯେତେ ଶିକ୍ଷା ଗ୍ରହଣ କଲେ ମଧ୍ୟ ସମସ୍ତେ ଜାଣିବାକୁ ଚାହିଥାନ୍ତି କି ତାଙ୍କ ଗର୍ଭରେ ଜିଆ ଅଛି ନା ପୁଅ । ପ୍ରାୟତ ଅଧିକାଂଶ ଲୋକେ ପୁତ୍ର ସନ୍ତାନ ର ଆଶା ରଖିଥାନ୍ତି ।

ତେଣୁ ଆମେ କିପରି ଜାଣିବା ଯେ ଆମ ଗର୍ଭରେ ପୁଅ ନା ଝିଅ । ଆସନ୍ତୁ ଜାଣିବା ଆଜି ଏହି ବିଷୟରେ ମୁ ଆପଣଙ୍କୁ ଦୁଇଟି ଉପାୟ ଗୋଟିଏ ହେଉଛି ଶାସ୍ତ୍ରୀୟ ଉପଚାର ଯାହା ଆମକୁ ଜ୍ୟୋତିଷ  ଶାସ୍ତ୍ର ପ୍ରାମାଣ ଦେଇଥାଏ । ଆଉ ଏକ ହେଉଛି ଘରୋଇ ଉପଚାର । ସାଧାରଣ ତ ଆମେ ଗର୍ଭବତୀ ମହିଳାଙ୍କ ଅଙ୍ଗ ଦେଖି ଜାଣିପାରୁ କି ଗର୍ଭରେ ଥିବା ସନ୍ତାନ ପୁଅ ନା ଝିଅ ।  ଯଦି ଗର୍ଭବତୀ ମହିଳା ସକାଳ ସମୟରେ ଅଧିକ ବାନ୍ତି କରନ୍ତି ଏବଂ ଏହା ନଅ ମାସ ଯାଏ ହୋଇଥାଏ ।

ତେବେ ଜାଣି ନିଅନ୍ତୁ କି ଗର୍ଭରେ ଥିବା ଶିଶୁ ପୁତ୍ର ସନ୍ତାନ ଅଟେ । ଯଦି ଗର୍ଭବତୀ ମହିଳା ସକାଳେ ଉଠିଲା ମାତ୍ରେ ବହୁତ ଅଳସୁଆ ଅନୁଭବ କରିଥାନ୍ତି , ତେବେ ଗର୍ଭ ରେ ଥିବା ସନ୍ତାନ ପୁତ୍ର ସନ୍ତାନ ଅଟେ । ଗର୍ଭ ବତୀ ମହିଳାଙ୍କ ପରିସ୍ରା ଯଦି ଗାଢ ହଳଦୀ ହୋଇଥାଏ , ତେବେ ଗର୍ଭରେ ଥିବା ଶିଶୁ ପୁତ୍ର ସନ୍ତାନ ହୋଇଥାଏ । ସକାଳ ସମୟରେ ଗର୍ଭବତୀ ମହିଳାଙ୍କ ପରିସ୍ରା କୁ ସଂଗ୍ରହ କରି ଏଥିରେ ଟିକେ ଖାଇବା ସଡା ପକାନ୍ତୁ ।

ଯଦି ଏହା ଫୁଲିକି ଫେଣ ହୋଇଯାଏ , ତେବେ ଏହା କନ୍ୟା ସନ୍ତାନ ହୋଇଥାଏ । ଗର୍ଭ ବତୀ ମହିଳାଙ୍କର ଡାହାଣ ପଟ ସ୍ତର ବାମ ପଟ ଠାରୁ ବଡ ଦେଖାଯାଇଥାଏ । ତେବେ ଆପଣଙ୍କ ଗର୍ଭରେ ଥିବା ସନ୍ତାନ ପୁତ୍ର ସନ୍ତାନ ଅଟେ ।  ଯଦି ଏହାର ବିପରୀତ ଭାଗ ବଡ ଥାଏ , ତେବେ ଗର୍ଭରେ ଶିଶୁ କନ୍ୟା ସନ୍ତାନ ହୋଇଥାଏ । ଜ୍ୟୋତିଷ  ଅନୁସାରେ ଯଦି ଗଣନା କରିବାକୁ ଚାହୁଛନ୍ତି ତେବେ ଆପଣ ଚାଳିଶି , ଗର୍ଭବତୀ ମହିଳାଙ୍କ ନାମ , ସେହି ଦିନର ତିଥି ସର ପାଞ୍ଚ ଓ ମୁନି ସାତ  ଏହି ସମସ୍ତକୁ ମିଶି ନବ ଭାଗ କରିଦିଅନ୍ତୁ ବା ନଅ ରେ ହରି ଦିଅନ୍ତୁ ।

ଭାଗ ଫଳ କୁ ନେଇ କିଛି ଆମ ଆବଶ୍ୟକ ନାହିଁ  ଭାଗଶେଷ କୁ ଦେଖିଲେ ଆମେ ଜାଣି ଥାଉ କି କନ୍ୟା ବା ପୁତ୍ର ସନ୍ତାନ ବୋଲି । ଯଦି  ସମ ସଂଖ୍ୟା ଯୁଗ୍ମ ଆସିଥାଏ , ତେବେ କନ୍ୟା ବୋଲି ଜାଣିଥାଉ । ଯଦି ଅସମ ବା ଅଯୁଗ୍ମ ସଂଖ୍ୟା ଆସିଥାଏ , ତେବେ ପୁତ୍ର ବୋଲି ଜାଣିଥାଉ । ଏହା ହେଉଛି ଦୁଇଟି ପ୍ରାଣାଳୀ ତେଣୁ ଏହା କରି ଆପଣ ଜାଣିପାରିବେ । ଏଭଳି ପୋଷ୍ଟ ପାଇ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *