ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଭାବିଥାନ୍ତି ଯେ, କଞ୍ଚା ଲଙ୍କା ସ୍ୱାସ୍ଥ୍ୟ ପାଇଁ ହାନି କାରକ ଅଟେ । କାରଣ ରାଗ ଯୁକ୍ତ ଖାଦ୍ୟ ଖାଇଲେ ଆମ ପେଟ ବହୁତ ଖରାପ ହୋଇ ଯାଇଥାଏ । ଏହାଛଡା ଆମ ସ୍ୱାସ୍ଥ୍ୟ ଓ ଶରୀର ରେ ବହୁତ ଅସୁବିଧା ଦେଖାଯାଏ ।
କିନ୍ତୁ ବନ୍ଧୁଗଣ ଆମେ ଆଜି ଏମିତି ଏକ ରାଗ ଯୁକ୍ତ ଖାଦ୍ୟ ବିଷୟ ରେ କହିବୁ ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ରେ ଅସୁବିଧା କିମ୍ବା ହାନି ପହଞ୍ଚାଏ ନାହିଁ ବରଂ ଲାଭ ଦେଇଥାଏ । ସେହି ରାଗ ଯୁକ୍ତ ଖାଦ୍ୟ ହେଉଛି କଞ୍ଚା ଲଙ୍କା । ତେବେ ଆଜି ଆମେ କଞ୍ଚା ଲଙ୍କା ଖାଇଲେ କଣ ଫାଇଦା ମିଳେ ଓ କିପରି ଖାଇବା ଆବଶ୍ୟକ ଏବଂ କଣ କଣ ରୋଗ ସବୁ ଦୂର ହୋଇଯିବ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ କଞ୍ଚା ଲଙ୍କା କୁ ଖାଲି ପେଟରେ ଖାଆନ୍ତି କିମ୍ବା ଖାଦ୍ୟ ସହ ମିଶେଇ ଖାଆନ୍ତି ତେବେ ଅନେକ ପୌଷ୍ଟିକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ-ଏ, ଭିଟାମିନ-ବି,ଭିଟାମିନ-ସି, ପୋଟାସିୟମ, କପର, ଆଇରନ, ପ୍ରୋଟିନ ଏବଂ କାର୍ବୋ ହାଇଡ୍ରେଡ଼ ଭଳି ଆଦି ଅନେକ ତତ୍ତ୍ୱ ରହିଥାଏ । ତେବେ ଯଦି ଏତେ ସବୁ ଜିନିଷ ଗୋଟିଏ ଲଙ୍କା ରେ ମିଳୁଛି ତେବେ ଏହାର ସେବନ ଆମ ପାଇଁ ବହୁତ ଆବଶ୍ୟକ ଓ ଲାଭଦାୟକ ଅଟେ ।
୨. ବନ୍ଧୁଗଣ ଦ୍ବିତୀୟତଃ, କଞ୍ଚା ଲଙ୍କା କ୍ୟାନ୍ସର ରୋଗ କୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି କଞ୍ଚା ଲଙ୍କା ଆମ ଶରୀର ରେ କ୍ୟାନ୍ସର କୁ ବୃଦ୍ଧି କରୁଥିବା ସେଲ କୁ ନଷ୍ଟ କରି ଦେଇଥାଏ ଏବଂ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ସେଥିପାଇଁ ଆପଣ ଯଦି ଚାହୁଁଛନ୍ତି କି ଜୀଵନ ରେ ଆପଣଙ୍କୁ କେବେବି କ୍ୟାନ୍ସର ନ ହେଉ ତେବେ ପ୍ରତିଦିନ ଗୋଟିଏ କଞ୍ଚା ଲଙ୍କା ଖାଇବା ଆବଶ୍ୟକ । ଏହାକୁ ଖାଇବା ବେଳେ ପ୍ରଥମେ ଆମକୁ କଷ୍ଟ ଲାଗିପାରେ କିନ୍ତୁ ଏହା ପରେ ଅଭ୍ୟାସ ରେ ପଡିଯିବ । ଓ କିଛି କଷ୍ଟ ଅନୁଭବ ହେବ ନାହିଁ । ଏହା ସହିତ ଏକ ଗବେଷଣା ରୁ ଜଣା ପଡିଛି କି ଏହି କଞ୍ଚା ଲଙ୍କା ଖାଇଲେ ହୃଦୟ ଜନିତ କୌଣସି ରୋଗ ହୁଏ ନାହିଁ ।
୩. ବନ୍ଧୁଗଣ ତୃତୀୟତଃ, କଞ୍ଚା ଲଙ୍କା ଖାଇବା ଦ୍ୱାରା ଏହା ଆମ ତ୍ୱଚା କୁ ଉଜ୍ଜ୍ୱଳ ଓ ସତେଜ କରିଥାଏ ଏବଂ କୌଣସି ଦାଗ ମଧ୍ୟ ଦେଖାଯାଏ ନାହିଁ । କଞ୍ଚା ଲଙ୍କା ଖାଇବା ଦ୍ବାରା ଆମ ବୃଦ୍ଧି ପ୍ରଖର ହୋଇଥାଏ ଏବଂ ଏହାକୁ ଖାଇବା ଦ୍ବାରା କୌଣସି ଇଂଫେକ୍ସନ ମଧ୍ୟ ହୋଇ ନଥାଏ । ଯଦି ଆମକୁ ଥଣ୍ଡା, ଜ୍ୱର ଆଦି ଲାଗି ରହିଥାଏ ତେବେ ଏହି କଞ୍ଚା ଲଙ୍କା ସେବନ କରିବା ଆବଶ୍ୟକ ।
୪. ବନ୍ଧୁଗଣ ଚତୁର୍ଥତଃ, କଞ୍ଚା ଲଙ୍କା ଖାଇବା ଦ୍ଵାରା ଆମ ଶରୀର ରେ ଥିବା କୀଟାଣୁ ସଂଖ୍ୟା କମ ହୋଇ ଯାଇଥାଏ । ରକ୍ତ ସଫା ହୋଇ ଥାଏ ଏବଂ ଅନେକ ରୋଗ ରୁ ମୁକ୍ତି ମିଳି ଥାଏ । ଏହି କଞ୍ଚା ଲଙ୍କା ରେ ଭରପୁର ମାତ୍ରାରେ ଆଇରନ ରହିଥାଏ । ତେଣୁ ଯେଉଁ ମାନଙ୍କ ଶରୀରରେ ରକ୍ତ ର ଅଣୁ କଣିକା ର ମାତ୍ରା କମ ଥାଏ ତେବେ ସେମାନେ ଏହି କଞ୍ଚା ଲଙ୍କା ଖାଇବା ଆବଶ୍ୟକ । ଏହାକୁ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ର ମାତ୍ରା ବଢ଼ିଥାଏ ଏବଂ ଏହା ଦ୍ୱାରା ବାହାରୁ କିଣି କିଛି ଔଷଧ ଖାଇବା ଆବଶ୍ୟକ ନୁହେଁ ।
୫. ବନ୍ଧୁଗଣ ପଞ୍ଚମତଃ, ଏହି କଞ୍ଚା ଲଙ୍କା ଆମ ଆଖି ପାଇଁ ମଧ୍ୟ ଲାଭଦାୟକ । ଯେଉଁ ମାନଙ୍କ ଆଖି ଦୁର୍ବଳ ଅଛି କିମ୍ବା ଆପଣ ଚଷମା ପିନ୍ଧୁଛନ୍ତି ତେବେ ଆପଣ ପ୍ରତିଦିନ ଏହି କଞ୍ଚା ଲଙ୍କା ଖାଇବା ଦ୍ୱାରା ଆପଣଙ୍କ ଚକ୍ଷୁ ଦୃଷ୍ଟି ବଢିବ ଏବଂ ଆଖିର ଅନେକ ଅସୁବିଧା ଦୂର ହେବ । ତେଣୁ ଆପଣ ପ୍ରତିଦିନ ଗୋଟିଏ କଞ୍ଚାଲଙ୍କା ନିଶ୍ଚିତ ଭାବରେ ଖାଆନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ