ଯଦି ଆପଣଙ୍କ ହାତରେ ବି ଅଛି ଏମିତି ଚିହ୍ନ ତ ଆପଣ ହେଉଛନ୍ତି କୋଟିଏ ରେ ଗୋଟିଏ

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା କି ହାତ ପାପୁଲି ରେ ଲୁଚି ରହିଥିବା ଏକ ଅକ୍ଷର Aବିଷୟରେ । ହାତ ର ରେଖା ମାନଙ୍କ ରେ କେତେ ଯେ ରହସ୍ୟ ଲୁଚି ରହିଥାଏ ତାହାର ଅର୍ଥ ହୁଏ ତ ଆମେ ଜାଣି ନ ଥାଉ କିନ୍ତୁ ଏହା ଭିତରେ ଅନେକ ରହସ୍ୟ ଲୁଚି ରହିଛି ।

ଆପଣ ମାନେ ଦେଖିଥିବେ କି ସ୍ତ୍ରୀ ମାନଙ୍କ ର ହାତ ପାପୁଲି ଦେଖି ସେ ତାଙ୍କ ସ୍ୱାମୀ ଙ୍କ ବିଷୟରେ କହି ଦେଇ ପାରିଥାନ୍ତି । ହାତରେ ଥିବା କିଛି ରେଖା ଏପରି ହୋଇ ଥାଏ ଯାହା କିଛି ଅକ୍ଷର ଭଳି ଦେଖା ଦେଇଥାଏ । ତେବେ ଆଜି ଆମେ ଏପରି ଏକ ଅକ୍ଷର ଯାହାକି ଇଂରାଜୀ ର ଅକ୍ଷର A ବିଷୟରେ ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ଏବଂ ଏହାର ରହସ୍ୟ ବିଷୟରେ ।

ଯେଉଁ ବ୍ୟକ୍ତି ମାନଙ୍କ ର ହାତ ପାପୁଲି ରେ A ଅକ୍ଷର ଦେଖା ଦେଇଥାଏ ସେମାନେ ବହୁତ ବୁଦ୍ଧି ମାନ ହୋଇ ଥାଆନ୍ତି । ଏହା ଛଡା ସେମାନେ କୌଣସି ବ୍ୟବସାୟ ରେ ଭଲ ପାର୍ଟନର ମଧ୍ୟ ସାବ୍ୟସ୍ତ ହୋଇ ଥାଆନ୍ତି । ଏହି ବ୍ୟକ୍ତି ମାନେ ଖୁବ ଭାଗ୍ୟଶାଳୀ ଏବଂ ଜୀଵନ ରେ କେବେ କୌଣସି ଦୁଃଖ କଷ୍ଟ ପାଇଁ ନଥାଏ । ସମସ୍ତ ପ୍ରକାରର ସୁବିଧା ମିଳିଥାଏ ।

 

ଯଦି ଆପଣ କାହାକୁ ଭଲ ପାଉଛନ୍ତି ଏବଂ ସେହି ବ୍ୟକ୍ତି ଙ୍କ ହାତରେ ଯଦି ଏହି A ଚିହ୍ନ ଦେଖା ଦେଇଥାଏ ତେବେ ଆପଣ ତାଙ୍କୁ କେବେବି ମିଛ କହି ପାରିବେ ନାହିଁ । କାରଣ ସେମାନେ ଯେ କୌଣସି ମିଛ କୁ ସହଜରେ ଧରି ନେଇ ପାରି ଥାଆନ୍ତି । ଏମାନଙ୍କ ର ସମସ୍ତ ଇନ୍ଦ୍ରିୟ ଗୁଡିକ ବହୁତ ପ୍ରଖର ହୋଇ ଥାଏ । ଏମାନେ ମନ ର କଥା କୁ ସହଜରେ ଧରି ନେଇ ଥାଆନ୍ତି । ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ଦୁଇ ଜଣଙ୍କ ହାତରେ ଏହି ଚିହ୍ନ ଥାଏ ତେବେ ସେମାନେ ଉଚ୍ଚ କୋଟି ର ଜୀଵନ ସାଥୀ ହୋଇ ଥାଆନ୍ତି । ଦୁଇ ଜଣଙ୍କ ବୈବାହିକ ଜୀଵନ ସୁଖ ମୟ ହୋଇ ଥାଏ ।

ଯଦି ଆପଣ ଙ୍କ ହାତରେ ବି ଏହି A ଚିହ୍ନ ରହିଛି ତେବେ ଆପଣ ବହୁତ ଭାଗ୍ୟଶାଳୀ । ଏହି ପରି ଲୋକ ଜୀବନରେ ଆସୁଥିବା କୌଣସି ବି ସମସ୍ୟା କୁ ଅତି ସହଜରେ ସମାଧାନ କରି ପାରି ଥାଆନ୍ତି । ଏମାନେ ବହୁତ ସାହାସି ମଧ୍ୟ ହୋଇ ଥାଆନ୍ତି । ପୌରାଣିକ ଅନୁସାରେ ଏହି ପରି ଲୋକଙ୍କୁ ଭଗବାନ ଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇ ଥାଏ । ସେ ପ୍ରାୟ ସମସ୍ତ କ୍ଷେତ୍ରରେ ସଫଳ ହୋଇ ଥାଆନ୍ତି ।

ଏହି ବ୍ୟକ୍ତି ମାନେ ଭଗବାନ ଙ୍କର ଅତି ପ୍ରିୟ ହୋଇ ପାରିଥାନ୍ତି । ଭଗବାନ ସେମାନଙ୍କ ପ୍ରାର୍ଥନା ବହୁତ ଶୀଘ୍ର ହିଁ ଶୁଣି ଥାଆନ୍ତି । ଏହି ବ୍ୟକ୍ତି ମାନେ ଯାହା ସହ ବି ମିତ୍ରତା ରଖିଥାନ୍ତି ତାଙ୍କର ମଧ୍ୟ ଭାଗ୍ୟ ଚମକି ଉଠି ଥାଏ । ସବୁଠାରୁ ମୁଖ୍ୟ କଥାଟି ହେଉଛି ଯଦି ଏହି ଏ ଚିହ୍ନ ଟି ଆପଣ ଙ୍କ ଡାହାଣ ହାତରେ ନ ରହି ବାମ ହାତରେ ରୁହେ ତେବେ ଏହା ବହୁତ ଶୁଭ ଏବଂ ଭଲ ହୋଇଥାଏ । ଏହି ଲୋକମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବା ସହ ଧନ ର ମଧ୍ୟ ପ୍ରାପ୍ତ କରିଥାନ୍ତି ଏବଂ ବହୁତ ସୁଖ ରେ ମଧ୍ୟ ରହିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *