କାହା ପାଦଧୂଳି ଘରେ ପଡିଲେ ଗରିବ ଲୋକ ବି ଧନୀ ହୋଇଯାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ଜୀବନରେ ନୀତି ନିୟମ ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ । ଏହାଦ୍ବାରା ଅଭାବ ଅସୁବିଧା ଦୂର ହୋଇ ଯାଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ପୋଡି ଯାଇଥିବା ବସ୍ତ୍ର କେବେ ମଧ୍ୟ ପିନ୍ଧିବା ଉଚିତ ହୋଇ ନଥାଏ । କିମ୍ବା ଏପରିକି ଯଦି କୌଣସି ବସ୍ତ୍ର ରେ ଟିକେ ମଧ୍ୟ ନିଆଁ ଗୁଳା ପଡି ଯାଇ କଣା ହୋଇ ଯାଇଥାଏ ସେପରି ବଷଟ ମଧ୍ୟ କେବେ ପିନ୍ଧିବା ଉଚିତ ନୁହେଁ । ମାଙ୍କଡ ଯଦି ଆଘ ଭିତରକୁ ପସିଯାଏ, ତେବେ ଅର୍ଥ ହାନି ହୋଇଥାଏ ।

ତେଣୁ ବ୍ରାହ୍ମଣ ଙ୍କୁ ହନୁମାନ ଚାଳିଶା ସହିତ ଦକ୍ଷିଣା ଦାନ କରିବା ଉଚିତ । ଲୁଣ ରେ ୪ ଟି ଲବଙ୍ଗ ପକାଇ ଏକ କାଚ ପାତ୍ରରେ ରଖିବା ଦ୍ଵାରା ଜୀବନ ରେ ଥିବା ସମସ୍ତ ନକରାତ୍ମକତା ର ନାସ ହୋଇଥାଏ, ଏହାଛଡା ଘରର ମଙ୍ଗଳ ମଧ୍ୟ ହୋଇଥାଏ । ପ୍ରତ୍ଯେକ ଦିନ ଗୀତା ର ଗୋଟିଏ ଶ୍ଳୋକ ମଧ୍ୟ ପଢିବା ଦ୍ଵାରା ଜୀବନରେ ଖୁବ ମଙ୍ଗଳ ହୋଇଥାଏ ।

ଠାକୁର ପୂଜା କରିବା ସମୟ ରେ ତମ୍ଭା ବାସନ ର ବ୍ୟବହାର ଅକ୍ରିୟାବ ଉଚିତ । ଏହା ସହ ସୂର୍ଯ୍ୟ ଙ୍କୁ ଜଳ ଦେବା ସମୟରେ ତମ୍ଭ ମୁଦି ପିନ୍ଧି ଜଳଦାନ କଲେ ଅଧିକ ମଙ୍ଗଳକାରୀ ହୋଇଥାଏ । ଦୋକାନ ରେ ଦୁଇଟି ଗୋମତୀ ଚକ୍ର ଲାଲ କପଡା ରେ ବାନ୍ଧି ପଇସା ବାକ୍ସ ରେ ରଖିବା ଦ୍ଵାରା ଶୁଭ ହୋଇଥାଏ । ଦାଢି ନଖ ଆଦି ବାଥୃମ ରେ କାଟିବା ଅମଙ୍ଗଳକାରୀ ହୋଇଥାଏ ।

କୌଣସି ଶନିବାର ଦିନ କେବେ ମଧ୍ୟ ଲୁହା, ଚମଡା ଜାତୀୟ ଦ୍ରବ୍ୟ, ତେଲ, ଲୁଣ ଏବଂ କୋଇଲା ଇତ୍ୟାଦି କିଣିବା ଅନୁଚିତ । ତାହାଛଡା ଏଗୁଡ଼ିକୁ ଘରକୁ ନେଇ କରି ଆସିଲେ ମଧ୍ୟ ଘର ପାଇଁ ଖୁବ ଅମଙ୍ଗଳ ହୋଇଥାଏ । ଗାଈର ଖୁରା ର ଧୂଳି, ଧାନର ଧୂଳି, ଭଣଜା ପାଦ ଧୂଳି କିମ୍ବା କୌଣସି ବ୍ରାହ୍ମଣ ପାଦ ଧୂଳି ଘରେ ପଡିଲେ ଦରିଦ୍ରତା ଦୂର ହୋଇ ଧାନ ବୃଦ୍ଧି ହୋଇଥାଏ । ରବିବାର ଦିନ ବେଲଗଛ ପୂଜା କରି ପ୍ରଦିକ୍ଷୀଣ କରିବା ଦ୍ଵାରା ମଙ୍ଗଳ କରି ହୋଇଥାଏ । ଏହି ପାରି ୭ଟି ରବିବାର କରିବା ଦ୍ଵାରା ସମସ୍ତ ମନୋସ୍କମନା ପୂରଣ ହୋଇଥାଏ ।

ଗୁରୁଜନ ଙ୍କ ପାଖରେ ବସିବା ସମୟ ରେ କେବେବି ବଡ ପାଟିରେ ହସିବା ଉଚିତ ନୁହେଁ କିମ୍ବା ଆଙ୍ଗୁଠି ଫୁଟାଇବା ଅନୁଚିତ । ଏହା ଦ୍ଵାରା ଅମଙ୍ଗଳ କାରୀ ହୋଇଥାଏ । ଯଦି କାଳସର୍ପ ଦୋଷ ରହିଥାଏ କିମ୍ବା ବିବାହ ବିଳମ୍ବ ହେଉଥାଏ ତେବେ ବାଥରୁମ ରେ ଆଳତୀ କର୍ପୁର ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ଘର ସମ୍ମୁଖରେ କେବେ ମଧ୍ୟ ପଥର ଗଦା କରି ରଖିବା ଉଚିତ ନୁହେଁ । କିମ୍ବା କଣ୍ଟ ଗଛ ଏବଂ କୌଣସି କ୍ଷୀର ବାହାରୁଥିବା ଗଛ ରଖିବା ଅନୁଚିତ । ଏହା ଦ୍ଵାରା ଅଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *