ଜୀବନରେ ଭୋକ ଉପାସରେ ମରିଗଲେ ବି ଏହି 3 ଲୋକଙ୍କୁ କେବେ ବି ସାହାଯ୍ୟ ମାଗନ୍ତୁ ନାହିଁ, ଶାସ୍ତ୍ରରେ ଲେଖାଅଛି କାରଣ !

ନମସ୍କାର ବନ୍ଧୁଗଣ, ମଣିଷ ଅସୁବିଧାରେ ପଡିଥିବା ସମୟରେ ତା ସାମ୍ନାରେ କୌଣସି ରାସ୍ତା ଦେଖା ଯାଇନଥାଏ । ତେଣୁ ସେ ଯାହାକୁ ବି ଦେଖିଥାଏ ତା ଠାରୁ ସାହାର୍ଯ୍ୟର ଆଶା କରି ସାହାର୍ଯ୍ୟର ଭିକ୍ଷା କରିଥାଏ । ଆଉ ବାସ ଏହା ହିଁ ମଣିଷର ସବୁଠାରୁ ବଡ ମୁର୍ଖାମି ହୋଇଥାଏ । ଆପଣ ଯେତେବ ବି ଅସୁବିଧାରେ ପଡିଲେ ଯାହାଠୁ ନା ତାହାଠୁ ସାହାର୍ଯ୍ୟ ନେବା ଅନୁଚିତ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ କେଉଁ 3 ଲୋକଙ୍କ ଠାରୁ ସାହାର୍ଯ୍ୟ ନେବା ଉଚିତ ନୁହେଁ ।

ଗୋଟିଏ ଜଙ୍ଗଲରେ କୋକିଶିଆଳି ଟିଏ ଥିଲା । ଅନେକ ଦିନ ହେବ ସେ ଭୋକିଲା ଥିଲା । ତେଣୁ ଖାଦ୍ୟ ସନ୍ଧାନରେ ଦିନେ ବାହାରି ପଡିଲା । ହେଲେ ଜଙ୍ଗଲ ସାରା ବୁଲିବା ପରେ ମଧ୍ୟ ଖାଦ୍ୟ ମିଳିପାରିଲା ନାହିଁ । ଆଉ ସେହି ସମୟରେ କୋକିଶିଆଳିର ନଜର ପଡିଲା ପୋଖରୀ ଭିତରେ ଥିବା କଇଁଛ ଉପରେ । ଆଉ କଇଁଛକୁ ଦେଖି କୋକିଶିଆଳି ପାଟିରୁ ଲାଲ ଗଡିଲା ।

ତେଣୁ ବାହାନା କରି କୋକିଶିଆଳି ତା ଘରେ ଏକ ଭୋଜି ଅଛି କହି କଇଁଛକୁ ଆମନ୍ତ୍ରଣ କଲା । କଇଁଛ ସନ୍ଧ୍ୟାରେ ବାହାରି ପଡିଲା କୋକିଶିଆଳି ଘରକୁ ଆଉ ବାଟରେ ଯିବା ବେଳେ ଭବିଲା ତା କାଉ ସାଙ୍ଗକୁ ବି ସେ ଡ଼ାକିଥିବ । ହେଲେ କାଉକୁ ପଚାରିବାରୁ ସେ ମନାକଲା । ଏବଂ କଇଁଛ କାଉର କୌଣସି କଥା ନ ଶୁଣି ଚାଲିଗଲା କୋକିଶିଆଳି ଘରକୁ । ଦେଖିବା ବେଳକୁ କୋକିଶିଆଳି ଘରେ କେହି ନଥିଲେ ।

ଆଉ ଏହାପରେ କୋକିଶିଆଳି ତା ପଞ୍ଝାରେ ମାଡି ବସିଲା କଇଁଛକୁ । କିନ୍ତୁ କଇଁଛର ପିଠି ଶକ୍ତ ଥିବାରୁ କୋକିଶିଆଳି ତାକୁ ଖାଇ ପାରି ନଥିଲା । ଠିକ ଏହି ସମୟରେ କାଉ କଇଁଛକୁ ବଞ୍ଚାଇବା ପାଇଁ ଆସି ପହଞ୍ଚିଲା । କାଉ କୋକିଶିଆଳିକୁ କହିଲା ତୁ ଏମିତି କଇଁଛକୁ ଖାଇ ପାରିବୁ ନାହିଁ ତେଣୁ ତୁ ତାକୁ ପାଖରେ ଥିବା ପାଖରୀ ପାଣିରେ ପକେଇ ଦେ ତାପରେ ତା ଶକ୍ତ ପିଠି ନରମ ହୋଇଯିବ ଆଉ ତୁ ତାକୁ ସହଜରେ ଖାଇପାରିବୁ ।

ଏହାପରେ କୋକିଶିଆଳି ମଧ୍ୟ ସେଇଆ କଲା । ଆଉ ପାଣି ଭିଆତାରକୁ କୋକିଶିଆଳି ଚାଲିଗଲା କଇଁଛକୁ ଖାଇବା ପାଇଁ । ଏହାପରେ କୋକିଶିଆଳି ତ ପହଁରା ଜାଣି ନଥିଲା ତେଣୁ ବୁଡି ମରିଗଲା । ତେଣୁ ବିଶ୍ଵାସ କେବେ କାହାକୁ ସହଜରେ କରନ୍ତୁ ନାହିଁ ।

କାହାକୁ ବିଶ୍ଵାସ କରିବା ପୂର୍ବରୁ ଆଗ ପଛ ଭାବନ୍ତୁ ଯଦି ସବୁ ଠିକ ଲାଗିବ ତ୍ତେବେ ଯାଇ ବିଶ୍ଵାସ କରିବେ । କିନ୍ତୁ ଆଖି ବନ୍ଦ କରି କାହାକୁ ବିଶ୍ଵାସ କରିବେ ନାହିଁ କେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *