ଯଦି ଦାନ୍ତ ମଝିରେ ଅଛି ଏଭଳି ଗ୍ୟାପ ଓ ପାଦର ଆଙ୍ଗୁଠି ଏପରି ଥାଏ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ଉପସ୍ଥିତ ଅଙ୍ଗ ବ୍ୟକ୍ତିତ୍ବର ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି ସୂଚନା ଦେଇଥାଏ । ବ୍ୟକ୍ତିର ଆଚାର, ବିଚାର ଓ ଚାଲି ଚଳନୀ ସମସ୍ତ ତଥ୍ୟରୁ କିଛି ନା କିଛି ଖବର ମିଳିଯାଇଥାଏ । ତେବେ ଚାଲନ୍ତୁ ବ୍ୟକ୍ତିର ସେହିପରି କିଛି ନିର୍ଦ୍ଧିଷ୍ଟ ଅଙ୍ଗ ଅବସ୍ତିତି ଦେଖି ତାଙ୍କର ସ୍ଵଭାବ ବିଷୟରେ ଜାଣିବାକୁ ପାଇବା । ଯେଉଁ ବ୍ୟକ୍ତିର ପାଦର ବୁଢା ଆଙ୍ଗୁଠି ପାଖରେ ଥିବା ଦିତୀୟ ଆଙ୍ଗୁଠିଟି ବଡ ଥାଏ ।

ଏହି ବ୍ୟକ୍ତି ବହୁତ ଊର୍ଜାବାନ ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟ କରିବାକୁ ଯଦି ଲକ୍ଷ୍ୟ ରଖିଥାନ୍ତି । ତେବେ ତାହାକୁ ସାମ୍ପୁର୍ଣ୍ଣ ପୂରଣ କରିବା ଯାଏ ବହୁତ ଚେଷ୍ଟା ଓ ପରିଶ୍ରମ ଜାରୀ ରଖିଥାନ୍ତି । ଯେଉଁ ବ୍ୟକ୍ତିର ପାଦରୁ ବୁଢା ଆଙ୍ଗୁଠି ପାଖରେ ଥିବା ୨ ଟି ଯାକ ଆଙ୍ଗୁଠି ବୁଢା ଆଙ୍ଗୁଠି ସହିତ ସମାନ ହୋଇଥାନ୍ତି ।

ସେମାନେ ବହୁତ ସ୍ତିରିକୃତ ମନୁଷ୍ୟ ଅଟନ୍ତି । ଏମାନେ ସଦା ସର୍ବଦା ଲଢେଇ ଝଗଡା ଠାରୁ ଦୂରେଇ ରହିବାକୁ ଭଲ ପାଇଥାନ୍ତି । ଏମାନେ ନିଜର କଠିନ ପରିଶ୍ରମ ଦ୍ଵାରା ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥାନ୍ତି । ଯେଉଁ ମାନଙ୍କର ପାଦର ଆଙ୍ଗୁଠି ଛୋଟରୁ ନେଇ ବୁଢା ଆଙ୍ଗୁଠି ପର୍ଯ୍ୟନ୍ତ ବଡ ହୋଇଥାଏ ।

ଯାହା ସଂପୂର୍ଣ୍ଣ ପାହଞ୍ଚ ସଦୃଶ ଦେଖାଯାଇଥାଏ । ସେହି ବ୍ୟକ୍ତି ମାନେ ଯାହା କରନ୍ତି । ସେମାନେ ସବୁ ଠିକ କରିଥାନ୍ତି ବୋଲି ଭାବିଥାନ୍ତି । ସେମାନଙ୍କ ବିରୁଦ୍ଧରେ ଯେଉଁ ମାନେ କହିଥାନ୍ତି । ସେମାନେ ତାଙ୍କ ଉପରେ ବହୁତ ରାଗି ଯାଇଥାନ୍ତି ସତ କିନ୍ତୁ କାହା ନିକଟରେ ଏତେ ପ୍ରକାଶ କରିପାରିନଥାନ୍ତି । ଯେଉଁ ମାନଙ୍କର ମୁହଁ ଗୋଲାକାର ରହିଥାଏ ।

ସେମାନେ ନିଜ କ୍ଯାରିଅରରେ ବହୁତ ଶୀଘ୍ର ସଫଳତା ପାଇବା ସହ ତାଙ୍କ ମନ ପସନ୍ଦର ଜୀବନସାଥି ମଧ୍ୟ ସେ ପାଇଥାନ୍ତି । ଯେଉଁ ବ୍ୟକ୍ତିର କପାଳ ମଝିରେ କଳାଜାଇ ରହିଥାଏ । ସେମାନେ ବହୁତ ଲକି ସ୍ଵଭାବର ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ଡାହାଣ ଆଖିରେ କଳାଜାଇ ରହିଥାଏ । ସେମାନେ ବହୁତ ସୁଖୀ ହୋଇଥାନ୍ତି । ଏମାନେ ତାଙ୍କ ଜୀବନରେ ସବୁବେଳେ ଖୁସିରେ ରହିବା ପାଇଁ ପ୍ରୟାସ କରିଥାନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ମଝିରେ ଫାଟ ରହିଥାଏ । ସେମାନେ ଭାଗ୍ୟଶାଳୀ ହେବା ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏହି ବ୍ୟକ୍ତି ବିଶେଷ ମାନେ ଚାକିରିରେ ପ୍ରାୟତଃ ଉଚ ପଦବୀରେ ରହିଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିଥାଏ । ଯେଉଁ ଝିଅଙ୍କର ନିଶ ରହିଥାଏ । ଏମାନେ ବହୁତ ଜିଦିଆ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଘରକୁ ନିଜ ହିସାବରେ ଚଳାଇବାକୁ ପସନ୍ଦ କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *