ଗୋଟେ ମାସରେ କେତେଥର ଶାରିରୀକ ସମ୍ପର୍କ ରଖିବା ଉଚିତ? ନଚେତ ହୁଏ ଏହି ଅସୁବିଧା

ସ୍ୱାମୀ ସ୍ତ୍ରୀ ମାନେ ମାସକରେ କେତେ ଥର ଶାରୀରିକ ସମ୍ପର୍କ ରଖିବା ଉଚିତ?ଆସନ୍ତୁ ତାହା ଜାଣିବା । ଆପଣମାନେ ଜାଣିଥିବେ ଗୋଟେ ପୁଅ ଓ ଝିଅ ବିବାହ ପରେ ସେମାନଙ୍କ ମଧ୍ୟରେରେ ଶାରୀରିକ ସଂପର୍କ ଗଢ଼ି ଉଠିଥାଏ । ଅନେକ ଦମ୍ପତି ମଧ୍ୟ ରହିଥାନ୍ତି ନିଜ ବିବାହ ପୂର୍ବରୁ ପ୍ରେମ କରି ନିଜ ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ରକହିଥାନ୍ତି । ଏହି ପ୍ରକାରର ବ୍ୟବହାର କୁ ଆମ ସମାଜ ଗ୍ରହଣ କରିନଥାଏ । ଆଉ କିଛି ଦମ୍ପତି ମଧ୍ୟ ଅଛନ୍ତି କିଛି ଦିନ ବିବାହ ପରେ ନିଜ ନିଜ ମଧ୍ୟରେ ଛାଡପତ୍ର ଦେଇ ପୁର୍ନବାର ବିବାହ କାରିଥାନ୍ତି ।

ବିଦେଶରେ ପ୍ରାୟ ଅଧିକ ଛାଡପତ୍ର ହୁଏ । କାରଣ ଥଣ୍ଡା ଦେଶ ହୋଇଥିବା କାରଣରୁ ସେଠାରେ ଲୋକ ମାନେ ଅଧିକ ସେକ୍ସ କରନ୍ତି ଏବଂ ଗୁପ୍ତ ରୋଗରେ ପୀଡ଼ିତ ହୁଅନ୍ତି ପରେ ଛାଡପତ୍ର ହୁଏ । କାରଣ ସେମାନଙ୍କ ଭିତରୁ ଜଣଙ୍କର ଲିଙ୍ଗରେ ତ୍ରୁଟି ଦେଖାଯିବାରୁ ଛାଡପତ୍ର ଦେଇ ପୁର୍ନବାର ସଂସାର କରିଥାନ୍ତି । କାହିଁକିନା ସମସ୍ତେ ନିଜ ନିଜର ଅଗାମୀ ପିଢି ଭବିଷ୍ୟତ ଦେଖିବା ପାଇଁ ସ୍ୱପ୍ନରେ ଭାବିଥାନ୍ତି । କିମ୍ବା ନିଜ ନିଜ ଶାରୀରିକ ସମ୍ପର୍କରେ କୋୖଣସି ମନ ମିଳନ ନହେବା କଷ୍ଟ ହେବା ଥକାପଣ ଲାଗିବା ଦ୍ୱାରା ସ୍ଵାମୀ ସ୍ତ୍ରୀଙ୍କୁ ଶାରୀରିକ ଉପଭବ ଦେଇ ପାରୁନଥିବା କାରଣ ରୁ ଏହି ଭଳି ସମସ୍ୟା ଦେଖାଦେଇ ଯାଇଥାଏ ।

ୟୁରୋପର ଇରଲୀନ ଠାରେ ବୈଜ୍ଞାନିକ ହଜାର ଦମ୍ପତି ଙ୍କୁ ନେଇ ଗୋଟେ ମାସରେ କେତେ ଥର ଶାରୀରିକ ସମ୍ପର୍କ ରଖିବା ଉଚିତ ତାହା ପରୀକ୍ଷା କରିଥିଲେ । ଏବଂ ସେ ସେହି ପରୀକ୍ଷା ରେ ଯାହା ଦେଖିଥିଲେ ଗୋଟେ ମାସ ରେ ୨୦ ରୁ ୨୧ ଥର ଶାରୀରିକ ସଂପର୍କ ରଖିବା ଉଚିତ ବୋଲି ଉନ୍ମୋଚିତ କାରିଥିଲେ । ଏହା କରିବା ଦ୍ୱାରା ମନୁଷ୍ୟ ଜୀବନ ରେ ରୋଗ ପ୍ରତିଶୋଧକ ଶକ୍ତି ବଢାଇ ଥାଏ । ଦେଖିବାକୁ ଗଲେ ଏହା ଦ୍ୱାରା ଶରୀରରେ କର୍କଟ ରୋଗ ୨୦% କମି ଯାଇଥାଏ ।

ଅନେକ ରୋଗ ପ୍ରତିଶୋଧକ ଶକ୍ତି ବଢ଼ାଇ ଥାଏ । କିଛି ଦମ୍ପତି ଙ୍କ ପାଇଁ ଶାରିରୀକ ସମ୍ଭଧ ଖୁସି ବା ଆନନ୍ଦମୟ ହୋଇଥିଲେ ମଧ୍ୟ ଆଉ କିଛି ଦମ୍ପତି ଙ୍କ ପାଇଁ କଷ୍ଟ ଦାୟକ ବା ଯନ୍ତ୍ରଣା ଦାୟକ ହୋଇଥାଏ । ଏହା ଏକ ପ୍ରାକୁତିକ ସ୍ଥିତି ହୋଇଥିଲେ ମଧ୍ୟ କିଛି ମନୁଷ୍ୟ ଙ୍କର କିଛି ଅସୁବିଧା ରହିଥାଏ । ସ୍ୱାମୀ ସ୍ତ୍ରୀ ନିଜ ନିଜ ଭିତରେ ଖୁସି ବଜାଇ ରଖିବାକୁ ଯାଇ ନିଜ ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ରଖିଥାନ୍ତି । ଏହା ଦ୍ୱାରା ଏକ ଖୁସିର ପରିବାର ରୂପେ ପରିବର୍ତ୍ତନ ହୋଇଥାଏ ।

ସବୁବେଳେ ମନୁଷ୍ୟ କୁ ଗୋଟିଏ ସୀମା ଅନୁସାରେ କାମ କରିବା ଉଚିତ । ଯଦି ସ୍ତ୍ରୀ ସହିତ ଅଧିକ ସମ୍ପର୍କ ରଖିବେ ତେବେ ଆପଣ ଙ୍କୁ ଗୁପ୍ତ ରୋଗ ହୋଇପାରେ । ଯେପରି ଅର୍ଶ, ଭଗନ୍ଦର, ସ୍ୱପ୍ନ ଦୋଷ, ବୀର୍ଯ୍ୟ ପାତ, ଲିଙ୍ଗ ବଙ୍କା ହୋଇଯିବା, ଧାତୁ ପତନ, ଶୀଘ୍ର ପତନ ଇତ୍ୟାଦି । ମାସ କୁ ୨୧ଥର ରୁ ଅଧିକ ଶାରିରୀକ ସଂପର୍କ ରଖିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ।

କାରଣ ଏହା ଦ୍ଵାରା ମନୁଷ୍ୟ ଶରୀରରେ ଶକ୍ତି କମିବା ସହ ମାନସିକ ଚାପ ପଡିଥାଏ ଯାହା ପାଇଁ ମନୁଷ୍ୟ ବିଭିନ୍ନ କଥା ତା ମସ୍ତିଷ୍କ କୁ ନେଇନଥାଏ । ଫଳରେ ସମାଜରେ ବହୁତ ନିନ୍ଦା ଅପମାନ ଶୁଣିଥାଏ । ଶାରୀରିକ ସମ୍ପର୍କ ଏକ ମନୋଭରା ବା ଅନନ୍ଦଦାୟକ ପକ୍ରିୟା । ଏହା ସମସ୍ତଙ୍କ ଜିବନ ରେ ଆସିଥାଏ । ଏହା ଏକ ଜୀବନର ଗୁରୁତ୍ୱପୂର୍ଣ୍ଣ ବୋଲି କିଛି ବୈଜ୍ଞାନିକ ଦର୍ଶାଇଛନ୍ତି । କାହିଁକି ନା ଏହା ଆମ ପରିବାରର ପିଢ଼ି ବଞ୍ଚାଇ ରଖିବାରେ ସଫଳ ହୋଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *