ଫିଲ୍ମ ରେ ରୋଲ ପାଇବା ପ୍ରଡ୍ୟୁସର ଙ୍କ ସହିତ ରାତି କାଟି ସାରିଛନ୍ତି Bollywood ର ଏହି 4 ଜଣ ହିରୋଇନ

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଯଦିଓ ନେପୋଟିଜିମ ପାଇଁ ଷ୍ଟାର୍ କିଡ ମାନେ ବଦନାମ ହେଇଥାନ୍ତି , କିନ୍ତୁ ବନ୍ଧୁଗଣ ହିନ୍ଦୀ ଚଳଚ୍ଚିତ୍ର ଜଗତରେ କିଛି ଏମିତି ମଧ୍ୟ ସମୟ ଥିଲା ଯେତେବେଳେ ଅଭିନେତ୍ରୀ ମାନେ ବଲିଉଡ୍ ରେ ନିଜର ସ୍ଥାନ ସ୍ଥାପିତ କରିବା ପାଇଁ ସେହି ସବୁ କାମ ମଧ୍ୟ କରିବାକୁ ପଡ଼ିଥିଲା ଯାହାକି ସେ କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ । ବନ୍ଧୁଗଣ ଆପଣମାନେ ଜାଣିଥିବେ ମାୟା ନଗରୀରେ ନିଜର ଭାଗ୍ୟ ବଦଳେଇବା ପାଇଁ ଅନେକ ଲୋକ ଆସିଥାନ୍ତି , କିଛି ଲୋକ ଅଭିନେତା ବା ଅଭିନେତ୍ରୀ ହେବାକୁ ଆସନ୍ତି ତ କିଛି ଲୋକ ଡିରେକ୍ଟର୍ ହେବା ସ୍ବପ୍ନ ନେଇ ମୁମ୍ବାଇ ଆସିଥାନ୍ତି । କିନ୍ତୁ ବନ୍ଧୁଗଣ ସେହି ସ୍ବପ୍ନକୁ ସାକାର କରିବା ପାଇଁ ଆସିଥିବା ଲୋକମାନେ ସାମ୍ନା କରନ୍ତି ଏହି ବଲିଉଡର ଏକ ଘୃଣା ଦାୟକ ରୂପକୁ ।

ବନ୍ଧୁଗଣ ବଲିଉଡ୍ ରେ ବହୁତ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ହିନ୍ଦୀ ଚଳଚିତ୍ର ଜଗତରେ ନିଜର ସ୍ଥାନ ସ୍ଥାପିତ କରିବା ପାଇଁ କାଷ୍ଟିଂ କାଉଚ ର ଶୀକାର ମଧ୍ୟ ହୋଇଛନ୍ତି । ଅଡିସନ୍ ସମୟରେ ଅଭିନେତ୍ରୀ ମାନଙ୍କୁ ବହୁତ୍ ପ୍ରକାରର ଅଜିବ କାର୍ଯ୍ୟ କରିବାକୁ କୁହା ଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ହିନ୍ଦୀ ଚଳଚିତ୍ର ଜଗତରେ ପ୍ରବେଶ କରିବା ପାଇଁ କାଷ୍ଟିଂ କାଉଚର ମଧ୍ୟ ସାମ୍ନା କରିଛନ୍ତି ।

୧ . ପ୍ରିୟଙ୍କା ଚୋପ୍ରା – ବନ୍ଧୁଗଣ ଆଜିକା ସମୟରେ ବଲିଉଡ୍ ଏବଂ ହଲିଉଡ୍ ର ଏକ ଜଣା ଶୁଣା ନାମ ପ୍ରିୟଙ୍କା ଚୋପ୍ରା ଙ୍କୁ ଅବା କିଏ ନା ଜାଣିଛି । ନିଜର ଅଭିନୟ , ସେକ୍ସି ଲୁକ୍ ଦ୍ଵାରା ଏବଂ ନା ନା ପ୍ରକାରର ବିବାଦ ଦ୍ଵାରା ସେ ସର୍ବଦା ଲୋକ ଲୋଚନରେ ରହୁଛନ୍ତି । କିନ୍ତୁ ବନ୍ଧୁଗଣ ଏହା ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ ମିସ୍ ୱାଲ୍ଡ ହେବା ପରେ ମଧ୍ୟ ପ୍ରିୟଙ୍କା ଙ୍କୁ ଫିଲ୍ମ୍ ରେ ରୋଲ୍ ମିଳି ନଥିଲା । ତାଙ୍କୁ ଡ଼ିରେକ୍ଟର ଏବଂ ପ୍ରଡ଼ିଉ ସରଙ୍କର ଅନେକ କଲ୍ ଆସିଥିଲା ସତ କିନ୍ତୁ ସମସ୍ତେ ତାଙ୍କୁ କମ୍ପ୍ରୋମାଇଜ୍ କରିବାକୁ କହିଥିଲେ , ଯାହା ଫଳରେ ତାଙ୍କୁ ପ୍ରାୟେ ୧୦ ଟି ଫିଲ୍ମ୍ ହାତ ଛଡା କରିବାକୁ ପଡ଼ିଥିଲା ।

ଏହା ପରେ ସେ ନିଜକୁ ବଲିଉଡ୍ ଜଗତର ତାରକା ରୂପେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ଅନେକ ଫିଲ୍ମ୍ ମାନଙ୍କରେ ବହୁତ୍ ବୋଲ୍ଡ ଏବଂ ସେକ୍ସି ଲୁକ୍ ରେ ନଜର ଆସିଥିଲେ । ପ୍ରିୟଙ୍କା ନିଜର ଏକ ଇଣ୍ଟର ଭିୟୂ ରେ କହିଥିଲେ ଯେ ବଲିଉଡ୍ ହେଉ ବା ହଲିଉଡ୍ କମ୍ପ୍ରୋମାଇଜ କରିବାକୁ ପଡ଼ିଥାଏ । ପ୍ରିୟଙ୍କା ଚୋପ୍ରା ବଲିଉଡ୍ ଏବଂ ହଲିଉଡ୍ ଉଭୟ ଜାଗାରେ କାଷ୍ଟିଂ କାଉଚର ଶୀକାର ହୋଇଛନ୍ତି । ଏହି କଥା ସେ ତାଙ୍କ ପ୍ରେସ କନଫରେନ୍ସ ରେ ମଧ୍ୟ ଖୋଲି କି କହିଛନ୍ତି ।

୨. ରାଧିକା ଆପ୍ତେ – ବନ୍ଧୁଗଣ ରାଧିକଙ୍କୁ ଅବା କିଏ ନା ଜାଣିଛି ସେ ହିନ୍ଦୀ ଚଳଚିତ୍ର ଜଗତରେ ଆସିବା ପୂର୍ବରୁ ତାମିଲ୍ , ତେଲୁଗୁ , ବଙ୍ଗାଳୀ ଏବଂ ମରାଠୀ ଚଳଚିତ୍ର ଜଗତରେ କାର୍ଯ୍ୟ କରିଥିଲେ । କିନ୍ତୁ ବନ୍ଧୁଗଣ ଯେତେବେଳେ ରାଧିକା ଙ୍କୁ ବଲିଉଡ୍ ଫିଲ୍ମ୍ ମିଳିଥିଲା , ସେହି ସମୟରେ ତାଙ୍କ ସାମ୍ନାରେ କିଛି ଏମିତି ସର୍ତ ରଖାଯାଇଥିଲା ଯାହାକି ବଲିଉଡ୍ ର ଘୃଣା ଦାୟକ ରୂପକୁ ଦେଖାଇଥିଲେ । ରାଧିକା ନିଜେ ଏହି କଥାକୁ ସ୍ବୀକାର କରି କହିଥିଲେ ଯେ , ଯେତେବେଳେ ତାଙ୍କୁ ପ୍ରଥମ ଫିଲ୍ମ୍ ଅଫର୍ କରାଯାଇଥିଲା ସେତେବେଳେ ତାଙ୍କ ସାମ୍ନାରେ ଶାରୀରିକ ସଂପର୍କ ରଖିବାକୁ ସର୍ତ ରଖାଯାଇଥିଲା ,

ଏହା ଶୁଣି ସେ ସେହି ଫିଲ୍ମ୍ କୁ ରିଜେକ୍ଟ୍ କରି ଦେଇଥିଲେ । ବଡ଼ ବଡ଼ ହିଟ୍ ଫିଲ୍ମ୍ ଯେପରିକି ” ପ୍ୟାଡ ମ୍ୟାନ ” ଏବଂ “ଅନ୍ଧା ଧୂନ୍” ରେ କାମ କରିସାରିଥିବା ରାଧିକା , ଆଜି ପର୍ଯ୍ୟନ୍ତ କାହା ଉପରେ ନିର୍ଭର କରିନାହାଁନ୍ତି । ସେ ନିଜ ଅଭିନୟ ବଳ ରେ ହିନ୍ଦୀ ଚଳଚିତ୍ର ଜଗତରେ ନିଜର ଏକ ଛାପ ଛାଡିଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କୁ ମଧ୍ୟ କାଷ୍ଟିଂ କାଉଚ ର ଶୀକାର ହେବାକୁ ପଡ଼ିଥିଲା ।

୩ . ପ୍ରିତି ଜୈନ୍ – ବନ୍ଧୁଗଣ ଅଭିନେତ୍ରୀ ପ୍ରିତି ଜୈନ୍ , ଜଣା ଶୁଣା ଫିଲ୍ମ୍ ନିର୍ମାତା ମଧୂର୍ ଭଣ୍ଡରକର୍ ଙ୍କ ନାମରେ ଆରୋପ ଲଗାଇଥିଲେ ଯେ , ମଧୂର୍ ଭଣ୍ଡରକର ତାଙ୍କ ଫିଲ୍ମରେ କାମ ଦେବାର ମିଛ ଦାବି କରି ତାଙ୍କୁ ଅନେକ ଥର କାଷ୍ଟିଂ କାଉଚର ଶୀକାର କରେଇଥିଲେ । ପ୍ରିତି ଜୈନ୍ କହିଥିଲେ ଯେ , ମଧୂର୍ ଭଣ୍ଡାରକର ବହୁତ୍ ସମୟରେ ତାଙ୍କୁ ଫିଲ୍ମରେ କାମ ଦେବା ଲୋଭ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ , କିନ୍ତୁ ତାଙ୍କୁ କୌଣସି ଫିଲ୍ମରେ କାମ ଦେଇ ନଥିଲେ ।

୪. ଟିଷ୍କା ଚୋପ୍ରା – ବନ୍ଧୁଗଣ ଆପଣମାନେ ଟିଷ୍କା ଚୋପ୍ରା ଙ୍କୁ ଫିଲ୍ମ୍ ” ତାରେ ଜମିନ ପର୍ ” ଭଳି ଫିଲ୍ମରେ ଅଭିନୟ କରି ହିନ୍ଦୀ ଚଳଚିତ୍ର ଜଗତରେ ନିଜର ଖାସ୍ ପରିଚୟ ଦେଇଥିବା ଅଭିନେତ୍ରୀ ଙ୍କୁ ମଧ୍ୟ , ହିନ୍ଦୀ ଚଳଚିତ୍ର ଜଗତରେ ଆସିବା ପରେ ତାଙ୍କୁ ଫିଲ୍ମରେ ରୋଲ୍ ନେବା ପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥିଲା । ଟିଷ୍କା ଗଣ ମାଧ୍ୟମ ରେ କହିଥିଲେ ଯେ , ଏକ ଫିଲ୍ମର ସୁଟିଂ ସମୟରେ ଜଣେ ପ୍ରଡିଉ ସର୍ ତାଙ୍କୁ ରାତିରେ ତାଙ୍କ ରୁମ୍ କୁ ଆସିବାକୁ କହିଥିଲେ ।

କାହିଁକି ନା ସେ ଟିଷ୍କା ଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହୁଁଥିଲେ । ବନ୍ଧୁଗଣ ଫିଲ୍ମ୍ ରେ ରୋଲ୍ ପାଇବା ପାଇଁ ଟିଷ୍କା ଅନେକ ଡ଼ିରେକ୍ଟର୍ ଏବଂ ଫିଲ୍ମ୍ ନିର୍ମାତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ ଏବଂ ସେ ବହୁତ୍ ସମୟରେ ଭଲ ରୋଲ୍ ପାଇବା ପାଇଁ କାଷ୍ଟିଂ କାଉଚ୍ ର ଶୀକାର ହୋଇଛନ୍ତି ।

ନିଜର ମତାମତ ଆମକୁ ଜଣାନ୍ତୁ ଓ ଆଗକୁ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *