ଏହି ୬ଟି ନାମର ଝିଅ ହୋଇଥାନ୍ତି ସବୁଠୁ ବେସୀ ରାଗି, ଝଗଡାରେ ସବୁବେଳେ ଆଗୁଆ

ଜ୍ୟୋତିଷ ଶାସ୍ତ୍ରରେ ଜୀବନର ବହୁତ ମହତ୍ଵ ଅଛି ବୋଲି କୁହା ଯାଇଛି । ସେହିଭଳି ଶାସ୍ତ୍ରରେ ବ୍ୟକ୍ତିର ନାମର ବି ବହୁତ ମହତ୍ଵ ଅଛି ବୋଲି କୁହାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ମନୁଷ୍ୟର ନାମର ପ୍ରଥମ ଅକ୍ଷର ଠାରୁ ଜୀବନରେ ଖୁସି ଓ ଦୁଖ କେତେବେଳେ ଓ କେମିତି ଆସିବ ତାହା କହି ହେବ । ଠିକ ସେହିଭଳି ଆପଣ ନାମ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ବ ବି ଜାଣି ପାରିବେ ।

ଏମିତିରେ ଯଦି ଆପଣ ବି ନିଜର ବନ୍ଧୁ କିମ୍ବା ସମ୍ପର୍କୀୟମାନଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ତାଙ୍କର ନାମର ପ୍ରଥମ ଅକ୍ଷର ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆମେ ଆପଣଙ୍କୁ କିଛି ଏମିତି ଅକ୍ଷୟର ବିଷୟରେ କହିବାକୁ ଯାଉଛୁ । ଆଜି ଆମେ B, H, L, P, R ଓ S ନାମର ଝିଅମାନଙ୍କ ସ୍ଵଭାବ ବିଷୟରେ କଥାବାର୍ତ୍ତା କରିବୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ସମସ୍ତ ଝିଅମାନଙ୍କ ସ୍ଵଭାବ ରାଗି ଅଟେ । ଏହି ନାମର ଝିଅମାନେ ବହୁତ ରାଗି ବୋଲି କୁହାଯାନ୍ତି । କିନ୍ତୁ ଏହା ଛଡା ଏମାନଙ୍କ ମଧ୍ୟରେ କିଛି ଭଲ ଗୁଣ ବି ଅଛି ।

B ନାମର ଝିଅମାନେ

ଯେଉଁ ଝିଅମାନଙ୍କ ନାମ B ରୁ ଆରମ୍ଭ ହୋଇଥାଏ ସେମାନେ ଭଲ ହୃଦୟର ହୋଇଥାନ୍ତି । କିନ୍ତୁ କଥା କଥାରେ ରାଗିଯିବା ଏମାନଙ୍କ ସ୍ଵଭାବ ଅଟେ । ପ୍ରାୟତଃ ଏହି ନାମର ଝିଅମାନେ ନିଜର ରାଗ ଅନ୍ୟ ବ୍ୟକ୍ତିଙ୍କ ଉପରେ ବାହାର କରିଥାନ୍ତି ।

H ନାମର ଝିଅମାନେ

H ନାମର ଝିଅମାନଙ୍କ ସ୍ଵଭାବ ବିଷୟରେ କୁହାଯାଏ କି ଏହି ନାମର ଝିଅମାନେ ଦ୍ଵିତୀୟ ବ୍ୟକ୍ତିଙ୍କ ସହିତ ମିଶି ରହିବାକୁ ପସନ୍ଦ କରନ୍ତି । ଏମାନେ ଘର ଓ ପରିବାରରେ ସମସ୍ତଙ୍କ ଉପରେ ଧ୍ୟାନ ବି ରଖନ୍ତି । ଏମାନେ ନିଜର ଘରର ମାନ ସମ୍ମାନ ପାଇଁ କିଛି ବି କରି ପାରନ୍ତି । କିନ୍ତୁ କଥା କଥାରେ ରାଗିଯିବା ଏମାନଙ୍କ ସ୍ଵଭାବ ହୋଇଥାଏ । ଏମାନେ ନିଜ ରାଗ ଉପରେ କାବୁ ରଖି ପାରନ୍ତି ନାହିଁ ।

L ନାମର ଝିଅମାନେ

L ନାମାର ଝିଅମାନେ ଏହିଭଳି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କର ଛବି ଖରାପ ହେଉ । ଏହିଭଳି ଝିଅମାନେ ସବୁ କାମରେ ଆଗରେ ରୁହନ୍ତି । ଏହି ନାମର ଝିଅମାନଙ୍କୁ ନିଜର ଜୀବନରେ ନୂତନ ନୂତନ ଜିନିଷ କ୍ରୟ କରିବାକୁ ଭଲ ଲାଗେ । କିନ୍ତୁ ଏମାନଙ୍କ ରାଗ ଏମାନଙ୍କ କମଜୋର ଅଟେ । ଏମାନେ କାହା ଉପରେ ବି କେତେବେଳେ ବି ରାଗି ଯାଆନ୍ତି । କିନ୍ତୁ ଏମାନେ ହୃଦୟର ବହୁତ ଭଲ ଅଟନ୍ତି ।

P ନାମର ଝିଅମାନେ

P ନାମର ଝିଅମାନଙ୍କ ସ୍ଵଭାବ ବହୁତ ରାଗି ହୋଇଥାଏ । ଏମାନଙ୍କ ସ୍ଵଭାବ ଅଧିକ କଥାବାର୍ତ୍ତା କିମ୍ବା ପୂରାପୂରି ଶାନ୍ତ  ଅଟେ । ଏହି ନାମର ଝିଅମାନଙ୍କୁ କମ କହିବା ଓ ନିଜ ଦୁନିଆରେ ରହିବାକୁ ବି ଭଲ ଲାଗେ । ଏମାନେ କେବେ ବି ନିଜର ରାଗ ଦ୍ଵିତୀୟ ଲୋକଙ୍କ ଉପରେ ନୁହେଁ ନିଜ ଉପରେ ଦେଖାନ୍ତି ।

R ନାମର ଝିଅମାନେ

R ନାମର ଝିଅମାନଙ୍କ ସ୍ଵଭାବ ବି ରାଗି ହୋଇଥାଏ । ଏମାନେ ସୁନ୍ଦରତା ମାମଲାରେ ବି କମ ନୁହନ୍ତି ଓ ବୁଦ୍ଧିମାନ ବି ଅଟନ୍ତି । ଏହି କାରଣରୁ ଲୋକମାନେ ଏମାନଙ୍କ ଆଡକୁ ଅଧିକ ଆକର୍ଷିତ ହୋଇ ଯାଆନ୍ତି । ରାଗ ସବୁବେଳେ ଏମାନଙ୍କ ସବୁଠୁ ବଡ କମଜୋର ଅଟେ । ଏମାନେ ଭଲ ପାଇବା ଓ ରାଗିବା ଦୁଇଟି ହିଁ ଭଲ ଭାବରେ ଜାଣିଛନ୍ତି ।

S ନାମର ଝିଅମାନେ

S ନାମର ଝିଅମାନେ ପ୍ରେମ ମାମଲାରେ ଭଲ ଅଟେନ୍ତି । କିନ୍ତୁ ଶତ୍ରୁତାରେ ବି ବହୁତ ଆଗରେ ଥାନ୍ତି । ଏମାନେ ଦେଖିବାକୁ ଯେତେ ସରଲ ହୋଇଥାନ୍ତି ଏମାନଙ୍କ ରାଗ ବି ସେତିକି ଅଧିକ ହୋଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *