ଫିଲ୍ମର ଏହି ଖଳନାୟକ ନେଇଥାନ୍ତି ଏତେ ଅଧିକ ଟଙ୍କା, ଜାଣନ୍ତୁ

ଗୋଟିଏ ଫିଲ୍ମ ବହୁତ ସାରା ଲୋକଙ୍କୁ ନେଇ କରାଯାଇଥାଏ । ସେହି ଫିଲ୍ମରେ ସମସ୍ତେ ଅଲଗା ଅଲଗା ଭୂମିକାରେ ଅଭିନୟ କରିଥାନ୍ତି । ଫିଲ୍ମର ମୁଖ୍ୟ ଭୂମିକାରେ ହିରୋ, ହିରୋଇନ ଏବଂ ଖଳନାୟକ ରହିଥାନ୍ତି । ଏହି ତିନି ଜଣଙ୍କୁ ଛାଡି କୌଣସି ବି ଫିଲ୍ମ କରାଯାଇ ନାହିଁ ।

ସବୁ ଫିଲ୍ମରେ ଯେମିତି ନାୟକ ଅଛନ୍ତି ସେମିତି ଖଳନାୟକ ମଧ୍ୟ ଅଛନ୍ତି । ଆଜି ଆମେ ବଲିଉଡର କେତେ ଜଣ ଖଳନାୟ ଙ୍କର ବିଷୟରେ ଜାଣିବା ଯେଉଁମାନେ ଫୀସ ନେବାରେ ବଲିଉଡର ଅଭିନେତା ମାନଙ୍କୁ ହରାଇ ଦେଉଛନ୍ତି ।

୧ – ଅକ୍ଷୟ କୁମାର

ଅକ୍ଷୟ କୁମାର ରଜନୀକାନ୍ତ ଙ୍କ ଫିଲ୍ମ ୨.୦ ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଅକ୍ଷୟ କୁମାର ଅଜନବି ଫିଲ୍ମରେ ବି ଖଳନାୟକ ଭୂମିକାରେ ଥିଲେ ଏବଂ ଏହି ଅଭିନୟ ପାଇଁ ସେ ୫୦ କୋଟି ଟଙ୍କା ନେଇଥିଲେ । ସବୁଠାରୁ ମହଙ୍ଗା ଖଳନାୟକଙ୍କ ତାଲିକାରେ ଅକ୍ଷୟ କୁମାରଙ୍କର ନାମ ପ୍ରଥମ ସ୍ଥାନରେ ଅଛି ।

୨ – ପ୍ରକାଶ ରାଜ

ପ୍ରକାଶ ରାଜ ବହୁତ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ସେ କେବଳ ବଲିଉଡ ନୁହେଁ ସାଉଥ ଫିଲ୍ମରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ ଲୋକ ମାନଙ୍କୁ ମଧ୍ୟ ଭଲ ଲାଗିଥାଏ । ପ୍ରକାଶ ରାଜ ଖଳନାୟକ ଭୂମିକାରେ ଅଭିନୟ କରିବା ପାଇଁ ୩ କୋଟି ଟଙ୍କା ନିଅନ୍ତି ।

୩ – ସୋନୁ ସୂଦ

ସୋନୁ ସୂଦ ମଧ୍ୟ ବହୁତ ଫିଲ୍ମରେ ଖଳନାୟକ ଭୂମିକାରେ ଅଭନୟ କରିଛନ୍ତି । ସୋନୁ ସୂଦ ଦବଙ୍ଗ ଫିଲ୍ମରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ସୋନୁ ଖଳନାୟକ ଭୂମିକା ପାଇଁ ୨ କୋଟି ଟଙ୍କା ନିଅନ୍ତି ।

୪ – ମନୋଜ ବାଜପେୟୀ

ମନୋଜ ବାଜପେୟୀ ଏହି ତାଲିକାରେ ଶେଷ ସ୍ଥାନରେ ଅଛନ୍ତି । ମନୋଜ ବହୁତ ସାରା ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଯେମିତି କି ‘ଗ୍ୟାଙ୍ଗ ଅଫ ବାସେପୁର’ ବାଗୀ ୨ । ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବା ପାଇଁ ସେ ୧.୫ କୋଟି ଟଙ୍କା ନେଇଥିଲେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *