ଏମିତି ମଙ୍ଗଳସୂତ୍ର ଭୁଲରେ ବି କେବେ ପିନ୍ଧନ୍ତୁ ନାହିଁ ସ୍ବାମୀଙ୍କ ଜୀବନ ବର୍ବାଦ ! ହୋଇଥାଏ ଘୋର ଅନର୍ଥ

ନମସ୍କାର ବନ୍ଧୁଗଣ । ପୁରାତନ କାଳ ରୁ ଆମେ ମାନେ କିଛି ପରମ୍ପରା କୁ ମାନି ଚଳାଇ ଆସୁଅଛୁ । ସେଥି ମଧ୍ୟରୁ ମଙ୍ଗଳସୂତ୍ର ପିନ୍ଧିବା ମଧ୍ୟ ଏକ ଏପରି ପରମ୍ପରା ଯାହାକୁ ପ୍ରତ୍ଯେକ ବିବାହିତ ମହିଳା ବିବାହ ସମୟରେ ନିଜ ସ୍ଵାମୀ ଦ୍ଵାରା ଧାରଣ କରିଥାଏ । ହିନ୍ଦୁ ଧର୍ମରେ ବିବାହିତ ମହିଳାଙ୍କ ପାଇଁ ମଙ୍ଗଳସୂତ୍ର ଏକ ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ଅଳଙ୍କାର ହୋଇଥାଏ । ଏପରିକି ହିନ୍ଦୁ ଧର୍ମ ରେ ବିନା ମଙ୍ଗଳସୂତ୍ରରେ କାହାର ବିବାହ ସମ୍ପୁର୍ଣ୍ଣ ହୋଇ ନଥାଏ ।

ପ୍ରତ୍ଯେକ ବିବାହିତ ମହିଳା ପାଇଁ ତାର ମଙ୍ଗଳସୂତ୍ର ହେଉଛି, ତାର ସ୍ଵାମୀ ର ପ୍ରତୀକ । କିନ୍ତୁ ପ୍ରତି ବିବାହିତ ମହିଳାକୁ ମଙ୍ଗଳସୂତ୍ର ଧାରଣ କରିବା ସମୟ ରେ କିଛି ବିଷୟ ଉପରେ ଧ୍ୟାନ ଦେବା ଉଚିତ । ନଚେତ ଏହାଦ୍ବାରା ତାର ପରିବାରରେ ଦୁଃଖ ସମସ୍ଯା ସବୁବେଳେ ଲାଗି ରହିଥାଏ ।

କୌଣସି ବିବାହିତ ମହିଳା କୁ ଅନ୍ୟ କାହାଠାରୁ କାହାର ମଙ୍ଗଳସୂତ୍ର ମାଗି କରି ପିନ୍ଧିବା ଶାସ୍ତ୍ରରେ ବାରଣ କରାଯାଇଛି । ଏପରି କରିବା ଦ୍ଵାରା ସେହି ନାରୀର ଘରେ ସମସ୍ଯା ଲାଗି ରହିବା ସହ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲପାଇବା ମଧ୍ୟ କମି ଯାଇଥାଏ । ଦ୍ଵିତୀୟ ରେ ବିବାହିତ ମହିଳା ପାଇଁ ମଙ୍ଗଳସୂତ୍ର ଏକ ଅତ୍ୟନ୍ତ ଜରୁରୀକାଳିନ ଆଭୁଷଣ ହୋଇଥାଏ ।

ତେଣୁ ସବୁବେଳେ ଏହାକୁ ଯତ୍ନ ର ସହ ଧାରଣ କରିବା ଉଚିତ । ତାହାସହ ବନ୍ଧୁଗଣ ମଙ୍ଗଳସୂତ୍ର ରେ କଳା ରଙ୍ଗର ମାଳୀ ର ବ୍ୟଭାର ହୋଇଥାଏ । ଏହାର କାରଣ ହେଉଛି କଳା ରଙ୍ଗ ସମସ୍ତ ନକରାତ୍ମକ ଶକ୍ତି କୁ ଦୂର କରିବା ରେ ସହାୟକ ହୋଇଥାଏ । ତାହାସହ ଏହ ନଜର ଲାଗାଇବା ଠାରୁ ମଧ୍ୟ ରକ୍ଷା କରିଥା ଏ। ତେଣୁ ମଙ୍ଗଳସୂତ୍ର ରେ କଳା ରଙ୍ଗର ମାଳୀ ବିବାହିତ ଦମ୍ପତି ଙ୍କୁ ସମସ୍ତ ଖରାପ ଦ୍ରୁଷ୍ଟି ରୁ ରକ୍ଷା କରିଥାଏ । 

ବିବାହ ସମୟରେ ସ୍ଵାମୀ ଦ୍ଵାରା ପିନ୍ଧା ଯାଇଥିବା ମଙ୍ଗଲ ସୂତ୍ର କୁ କେବେ ମଧ୍ୟ କୌଣସି ନାରୀ କୁ ନିଜ ବେକ ରୁ କାଢିବା ଉଚିତ ହୋଇ ନଥାଏ । ଯଦି କୌଣସି ଅସୁବିଧା କାରଣ ବଶତଃ ଏହାକୁ କାଢିବାକୁ ପଡେ, ତେବେ ଏହା ସ୍ଥାନରେ କୌଣସି କଳା ରଙ୍ଗର ସୂତା ଧାରଣ କରିବା ଉଚିତ । କୌଣସି ବିବାହିତ ମହିଳା ଙ୍କୁ କେବେ ମଧ୍ୟ କୌଣସି ପରିସ୍ଥିତିରେ ନିଜର ବେକ ଖାଲି କରିବା ଉଚିତ ହୋଇ ନଥାଏ ।

ଏହା ଦ୍ଵାରା ସ୍ଵାମୀ ଉପରେ ବିପତ୍ତି ମାଈ ଆସିଥାଏ । ଯେଉଁ ସ୍ତ୍ରୀ କୁ ପ୍ରତିଦିନ ସ୍ନାନ ପରେ ନିଜ ମଙ୍ଗଳସୂତ୍ର କୁ ମୁଣ୍ଡରେ ଛୁଆଁଇ ଚୁମ୍ବନ କରି ପିନ୍ଧେ, ତାର ଘରେ ସକରାତ୍ମକତା ଭାରି ରହିଥାଏ । ଏହାସହ ତାର ବିବାହିତ ଜୀବନ ମଧ୍ୟ ସୁଖ ଶାନ୍ତିରେ ଭରି ଯାଇଥାଏ । ତେବେ ବନ୍ଧୁଗଣ ଆଜିର ପୋଷ୍ଟ ଟି ଭଲ ଲାଗିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି , ଧନ୍ୟବାଦ

Leave a Reply

Your email address will not be published. Required fields are marked *