Astrology- କଣ ଆପଣଙ୍କ ନାମ ବି ‘P’ ଅକ୍ଷରରୁ ଆରମ୍ଭ ହେଉଛି ତ ଜଲ୍ଦି ଏହାକୁ ଦେଖନ୍ତୁ ଖୁସିରେ ନାଚିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ବହୁତ କିଛି ସୂଚନା ଦେଇଥାଏ । ତେଣୁ ଜଣେ ବ୍ୟକ୍ତିର ନାମ ଜାଣି ତାହାର ପ୍ରଥମ ଅକ୍ଷର ଜାଣି ବ୍ୟକ୍ତିର ସ୍ଵଭାବ, ଚାଲିଚଳନୀ, ବ୍ୟବହାର ଓ ସଂପୂର୍ଣ୍ଣ ବ୍ୟକ୍ତିତ୍ବ ବିଷୟରେ ଜାଣି ହୋଇପଡ଼ିଥାଏ । ତେବେ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥିଲେ । ସେହି ବ୍ୟକ୍ତିବିଶେଷଙ୍କର ସଂପୂର୍ଣ୍ଣ ବ୍ୟକ୍ତିତ୍ବକୁ ଚାଲନ୍ତୁ ଆଲୋଚନା କରିବା ।

P ଅକ୍ଷରରୁ ଆରମ୍ଭ ନାମର ବ୍ୟକ୍ତିମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ଅନ୍ୟର ସହାୟତା କରିବାକୁ କେବେବି ପଛଘୁଞ୍ଚା ଦେଇନଥାନ୍ତି । ଏହି ଲୋକମାନେ ସବୁ ପ୍ରକାର ଦାୟିତ୍ଵ ତୁଲାଇବାରେ ମାହିର ହୋଇଥାନ୍ତି । ଘର ପରିବାରର ସମସ୍ତଙ୍କର ଠିକ ଭାବରେ ଦାୟିତ୍ଵ ତୁଲାଇ ଦେଇଥାନ୍ତି । ଏମାନେ ଯେଉଁ କାମ କରିବାକୁ ଥରେ ବସିଥାନ୍ତି । ସେହି କାମକୁ ପ୍ରପର ଭାବରେ କରିବାକୁ ଚେଷ୍ଟା କରିଥାନ୍ତି ।

ଏମାନଙ୍କ ପାଇଁ ନିଜର ମାନ ସମ୍ମାନ ସବୁଠାରୁ ବଡ ହୋଇଥାଏ । ଏମାନେ ଅନ୍ୟ ଆଗରେ ସବୁବେଳେ ନିଜର ବେଷ୍ଟ ଦେବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ବହୁତ ରଚନାତ୍ମକ ସ୍ଵଭାବର ହୋଇଥାନ୍ତି । ସେଥିପାଇଁ ସବୁବେଳେ କିଛି ନା କିଛି ଯୋଜନା ଏମାନଙ୍କ ମୁଣ୍ଡରେ ଚାଲୁରହିଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ।

ଏହି P ନାମର ଲୋକମାନେ ନିରୀହ ହୋଇଥାନ୍ତି ସତ କିନ୍ତୁ ଦରକାର ସମୟରେ ନିଜର ଅଧିକାର ପାଇଁ ସେମାନେ କିଛି ମଧ୍ୟ କରିବାକୁ ପଛାଇ ନଥାନ୍ତି । ଏମାନେ ସାମାନ୍ୟ ଜିଦି ଧରଣର ମଧ୍ୟ ହୋଇଥାନ୍ତି । କାରଣ ଏମାନେ ବେଳେ ବେଳେ ଗୋଟେ ଗୋଟେ କାର୍ଯ୍ୟକୁ ପୁରା କରିବାକୁ ଯାଇ ବହୁତ ଅଧିକ ଜିଦିଆ ସ୍ଵଭାବର ହୋଇଯାଇଥାନ୍ତି । ଏମାନେ ଯାହାକୁ ଥରେ ହୃଦୟରୁ ପସନ୍ଦ କରିନେଇଥାନ୍ତି ।

ତାଙ୍କର ସାଥ୍ କେବେବି ଛାଡି ନଥାନ୍ତି । ଯେଉଁ ମାନଙ୍କ ସହିତ କୌଣସି କାରଣରୁ ଏମାନଙ୍କର ମନମନ୍ତାନ୍ତର ହୋଇଯାଇଥାଏ । ସେମାନେ ସେହି ଲୋକଙ୍କ ସହିତ ପୁଣି ଥରେ ପୁନଃ ଭଳି ଭଲ ଭାବରେ ମିଶିବା ପାଇଁ ବହୁତ ସମୟ ଲାଗିଯାଇଥାଏ । ଏହି P ନାମର ବ୍ୟକ୍ତିବିଶେଷ ମାନେ ବହୁତ ଇମୋସୋନାଳ ହୋଇଥାନ୍ତି । ଏମାନେ ନିଜର ନିଜର ଛୋଟ ଘଟଣା ପାଇଁ ମଧ୍ୟ ବହୁତ ଦୁଃଖୀ ହୋଇଯାଇଥାନ୍ତି ।

ଯେଉଁ କାରଣରୁ ଏମାନେ ଅନ୍ୟର ଦୁଃଖକୁ ମଧ୍ୟ ସହିପାରିନଥାନ୍ତି । ଏମାନେ ନିଜର ଏକ ଉତ୍ତମ କ୍ଯାରିଅର ଗଢି ତୋଳିବା ପାଇଁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରୀ ରଖାଥାନ୍ତି । ବହୁତ କ୍ଷେତ୍ରରେ ଏମାନଙ୍କୁ ସଫଳତା ମଧ୍ୟ ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ । ଏମାନଙ୍କ ବ୍ୟକ୍ତିତ୍ବ ଉତ୍ତମ ଭଲ ହୋଇଥାଏ । ଏମାନେ ସମାଜରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ଗଢିଥାନ୍ତି ।

ଏମାନେ ପ୍ରାୟତଃ ଘର ଲୋକଙ୍କ ପସନ୍ଦରେ ବିବାହ କରିବାକୁ ଭଲ ପାଇଥାନ୍ତି । ବିବାହ ପରେ ନିଜ ଜୀବନସାଥି ସହିତ ଏମାନଙ୍କର ବହୁତ ଭଲ ସମ୍ପର୍କ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *