Health Tips- ଏହି 2 ଟି ଜିନିଷ ପ୍ରତିଦିନ ଖାଆନ୍ତୁ, ଶରୀରରେ କୌଣସି ରୋଗ ହେବାକୁ ଦେବନି, ସବୁବେଳେ ଆପଣଙ୍କୁ ରଖିବ ଯବାନ !

ନମସ୍କାର ବନ୍ଧୁଗଣ, ନିଜକୁ ସୁସ୍ଥ ତଥା ଆରୋଗ୍ୟ ରଖିବାର ପ୍ରାୟାସରେ ସମସ୍ତେ ଲାଗି ପଡିଛନ୍ତି । କିନ୍ତୁ ଏହି ବିଶୁଦ୍ଧ ଦୁନିଆରେ କେଉଁ ଖାଦ୍ୟ ମଧ୍ୟ ଶୁଦ୍ଧ ନୁହେଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ କେଉଁ ଦୁଇଟି ଜିନିଷ ସବୁଦିନ ଖାଇବା ଦ୍ଵାରା ଆପଣଙ୍କ ଶରୀର ସମ୍ପୂର୍ଣ ଆରୋଗ୍ୟ ରହିବା ସହ ଆପଣଙ୍କ ବିତି ଯାଉଥିବା ବୟସ ପାଇଁ ହରାଉଥିବା ଯୌବନ ମଧ୍ୟ ଫେରି ପାଇବେ । ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଜିନିଷ ସମ୍ପର୍କରେ ।

ଆପଣଙ୍କୁ ନିଜକୁ ସ୍ୱାସ୍ଥ୍ୟ ରଖିବା ପାଇଁ ସବୁଦିନର ଖାଇବାରେ ନିମ୍ବ ଏବଂ ହଳଦୀର ଗୋଲି ପ୍ରସ୍ତୁତ କରି ଖାଇବା ଦରକାର । ଏହାକୁ ଆପଣଙ୍କୁ ନିଜ ଘରେ ପ୍ରସ୍ତୁତ କରିବା ପାଇଁ ପଡିବ । ଏହି ଦୁଇଟି ଜିନିଷକୁ ଆପଣ ଏକା ସଙ୍ଗେ ଖାଇବା ଆରମ୍ଭ କରିବା ଦ୍ଵାରା ଏହା ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ କାର୍ଯ୍ୟ କରିଥାନ୍ତି । ଏହା ଆପଣଙ୍କ ହଜମ ପ୍ରକ୍ରିୟାରେ ଶୁଦ୍ଧତା ଆଣିଥାଏ ।

ଆପଣଙ୍କ ଶରୀର ଭିତରେ ଥିବା ହାନିକାରକ ବ୍ୟକ୍ଟେରିଆକୁ ବାହାର  କରିଥାଏ । ଏବଂ ଆପଣଙ୍କ ଶରୀରରେ ଭଲ ବ୍ୟାକ୍ଟେରିଆକୁ ବୃଦ୍ଧି କରାଇଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ହଜମ ପାଇଁ ଭଲ ହୋଇଥାଏ । ଏହା ଆପଣଙ୍କ ଲିଭରରେ ଜମି ରହିଥିବା ସମସ୍ତ ଅଦରକାରୀ ପଦାର୍ଥକୁ ଶରୀରରୁ ବାହାରକୁ କରିଦେଇଥାଏ । ଆପଣଙ୍କ ବ୍ଲଡକୁ ଏହା ଶୁଦ୍ଧ ରଖିବା ସହ ଆପଙ୍କ ତ୍ଵାଚାକୁ ମଧ୍ୟ ସୁସ୍ଥ ରଖିଥାଏ । କ୍ୟାନସର ଭଳି ବଡ ରୋଗ ହେବାର ସମ୍ଭାବନାକୁ ଏହି ଦୁଇଟି ଜିନିଷ କମ କରିଥାଏ ।

ଆପଣଙ୍କୁ ଏହି ଗୁଲି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ନିମ୍ବ ଏବଂ ହଲଦିର ପାଉଡର ଆବଶ୍ୟକ । ନିମ୍ବ ଗୁଲି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଏକ ଚାମଚ ନିମ୍ବ ପାଉଡର ନେବାକୁ ପଡିବ । ଏବଂ ଏଥିରେ ଆପଣଙ୍କୁ ଏକ ଚାମଚ ପାଣି ମିଶାଇବାକୁ ପଡିବ । ଏବେ ଆପଣ ଏହାକୁ ଭଲ ଭାବରେ ହାତରେ ମିଶାଇ ଦିଅନ୍ତୁ । ଏହାପରେ ଯେତେବେଳେ ଏହା ଅଟା ଚକଟିବା ଭଳି ହୋଇଯିବ ସେତେବଳେ ଆପଣ ଏହାର ଛୋଟ ଛୋଟ ଗୁଲି ପ୍ରସ୍ତୁତ କରନ୍ତୁ ।

ହଳଦୀର ଗୁଲି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଆପଣ ଏକ ଚାମଚ ହଳଦୀ ନିଅନ୍ତୁ ଏବଂ ସେଥିରେ ଆପଣ ଅଧ ଚାମଚ ପାଣି ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇବେ ଏବଂ ଏଥିରୁ ସୋଲା ବୁଟ ଭଳି ସାଇଜର ଗୁଲି ପ୍ରସ୍ତୁତ କରିବେ । ଆପଣଙ୍କୁ ଏହି ଦୁଇଟି ନିମ୍ବ ଏବଂ ହଳଦୀର ଗୁଲିକୁ ସବୁଦିନ ଖାଲି ପେଟରେ ଖାଇବା ପାଇଁ ପଡିବ ।

ଖାଲି ପେଟରେ ଖାଇବାଦ୍ଵାରା ଏହା ଶରୀରରେ ଭଲ ଭାବରେ ଆବଜର୍ଭ ହୋଇଥାଏ ଯାହାଫଳରେ ଭଲ ଫାଇଦା ମଧ୍ୟ ମିଳିଥାଏ । ଯଦି ଆପଣ ଏହାକୁ ସକାଳେ ଖାଇପାରୁନାହାନ୍ତି । ତେବେ ଆପଣ ଏହାକୁ ଅପରାହ୍ନ ଏବଂ ସନ୍ଧ୍ୟା ସମୟରେ ମଧ୍ୟ ନେଇ ପାରିବେ । ଆପଣ ଦେହି ଗୁଲିର ସେବନ 15 ଦିନ କରିବା ଦ୍ଵାରା ଏହାର ଫାଇଦା ଦେଖିବା ପାଇଁ ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *