ଡାଏଟ ରେ ସାମିଲ କରନ୍ତୁ ଏହି 2 ଟି ଜିନିଷ, 90 ବର୍ଷ ପର୍ଯ୍ୟନ୍ତ Joint Pain ଓ Calcium ର ଅଭାବ ହେବ ନାହିଁ (Health Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ କିପରି ଆପଣ ଏହି ଘରୋଇ ଉପାୟ କୁ ପ୍ରୟୋଗ କରି ଆଣ୍ଠୁ ଦରଦ, ଶରୀର ବ୍ୟଥା ତଥା ଅନ୍ୟାନ୍ୟ ଗଣ୍ଠି ଜନିତ ବ୍ୟଥା ରୁ ରିହାତି ପାଇ ପାରିବେ । ସାଧାରଣତ ଶରୀର ବ୍ୟଥା ଶରୀରରେ କିଛି ମହତ୍ଵପୂର୍ଣ୍ଣ ନ୍ୟୁଟ୍ରେସିନର ଅଭାବ ହେତୁ ହୋଇଥାଏ । କ୍ୟାଲସିୟମ, ଭିଟାମିନ-D, ଆଇରନ, ମ୍ୟାଗ୍ନେସିୟମ, ଏବଂ ପୋଟାସିୟମ ର ଅଭାବ କାରଣରୁ ।

ଏହା ବ୍ୟତୀତ ଆପଣ କୌଣସି ଦିନ ଯଦି ଅତ୍ୟଧିକ ଶାରୀରିକ ପରିଶ୍ରମ କରି ନେଇଥାନ୍ତି । ଓଜନିଆ ଜିନିଷ ଉଠାଇ ଦେଇଥାନ୍ତି ତ ଆପଣଙ୍କ ଶରୀରରେ ନାନା ପ୍ରକାରର ଦରଦ କ୍ରିୟା ଆରମ୍ଭ ହୋଇଯାଇଥାଏ । ଏହା ଛଡା ଆଉ ଏକ ମହତ୍ଵପୂର୍ଣ୍ଣ କାରଣ ହେଉଛି ଆମ୍ଭ ଶରୀରରେ ଜଳ ର ଅଭାବ । ଡ଼ିହାଇଡ୍ରେସନ କାରଣରୁ ମାଂସପେଶୀ ରେ ଦରଦ ହେବାକୁ ଲାଗିଥାଏ ।

ଆଜି ଆମ୍ଭେ କିଛି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଏହାକୁ ଯଦି ଆପଣ ନିଜ ଡାଏଟ ରେ ନିଅନ୍ତି ତେବେ ଶରୀରରେ କ୍ୟାଲସିୟମ ର ଅଭାବ ଦୂର ହୋଇଯିବ । ଆପଣ ନୀତି ଦିନ ୨ ଟି କଦଳୀ ନିଶ୍ଚିତ ଖାଆନ୍ତୁ । ଏହାଦ୍ଵାରା ଆପଣଙ୍କ ଶରୀରକୁ ପୋଟାସିୟମ ଭରପୁର ମାତ୍ରାରେ ମିଳିବ ।

ଏହା ବ୍ୟତୀତ ଆପଣ ନୀତିଦିନ ସିଝା ଆଳୁ ମଧ୍ୟ ଖାଇ ପାରନ୍ତି । ଅଥବା ପାଳଙ୍ଗ ଶାଗ କିମ୍ବା ପାଳଙ୍ଗ ଶାଗ ର ଜୁଷ ମଧ୍ୟ ସେବନ କରି ପାରିବେ । ଏହି ଉପାୟ ବନାଇବା ନିମନ୍ତେ ଆପଣଙ୍କୁ ଧଳାରାଶି ଏବଂ ଆଲସୀ ଆବଶ୍ୟକ । ଏହି ୨ ଟି ଜିନିଷ କୁ ସମାନ ମାତ୍ରାରେ ନିଅନ୍ତୁ ଏବଂ ଏହାକୁ ୧ ରୁ ୨ ମିନିଟ ଭାଜି କୌଣସି ଏକ ପାତ୍ର ରେ ରଖନ୍ତୁ । ଏହାପରେ ଆପଣ ସକାଳୁ ଜଳଖିଆ ଖାଇବା ସମୟରେ ୨ ଚାମଚ ଏହି ମିଶ୍ରଣରୁ ନେଇ ଚବାଇ ଚବାଇ ଖାଇ ନିଅନ୍ତୁ । ଆପଣଙ୍କ ଶରୀରରେ ଯଦି କ୍ୟାଲସିୟମ ର ଅଭାବ ହେଉଅଛି ତେବେ ଆପଣ ଏହି ୨ ଟି ମିଶ୍ରଣ କୁ ଦହି ସହିତ ସେବନ କରନ୍ତୁ ଏକ ପାତ୍ରରେ ଦହି ନେଇ ସେଥିରେ ଏହି ମିଶ୍ରଣ କୁ ପକାଇ ଦିଅନ୍ତୁ ।

ଏହାପରେ ଆପଣ ସକାଳୁ ଜଳଖିଆ ଖାଇବା ସମୟରେ ଏହାକୁ ଖାଇ ନିଅନ୍ତୁ । ଏହାକୁ ସେବନ କରିଲେ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଏହା ବ୍ୟତୀତ ଆପଣ ଅଧ ଚାମଚ ମେଥି ନିଅନ୍ତୁ ଏହାପରେ ଏକ ଇଞ୍ଚ ଡାଲଚିନି ନିଅନ୍ତୁ ଏହାପରେ ଏହାକୁ ରାତିରେ ୧ ଗିଲାସ ପାଣିରେ ଭିଯାଇ ରଖି ଦିଅନ୍ତୁ । ଏହାପରେ ସକାଳେ ଆପଣ ଏହାକୁ ପାଣି ସହିତ ଚବାଇ ଚବାଇ ଖାଇ ନିଅନ୍ତୁ ।

ଏହା ଆପଣ ପ୍ରାଏ ୧୫ ଦିନ ପର୍ଯ୍ୟନ୍ତ ନିଶ୍ଚିତ କରନ୍ତୁ । ଏହା ବାତ, ଡାଇବେଟିକ୍ସ, ବିପି, କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ କରି ରଖିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବାରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *