ଜଣାତରେ ହେଉ କି ଅଜଣାତରେ, ଏହି 5 ଟି ପାପ କରୁଥିବା ଲୋକ ସାରା ଜୀବନ ରୁହନ୍ତି ଦରିଦ୍ର, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ବନ୍ଧୁଗଣ, ଆମ୍ଭ ହିନ୍ଦୁ ଧର୍ମରେ ସଂପୂର୍ଣ୍ଣ ୧୮ ଟି ପୁରାଣ ରହିଅଛି । ଏଥିରେ ଶିବ ପୁରାଣ ଅନ୍ୟତମ । ଏଥିରେ ମନୁଷ୍ୟ ଜୀବନକୁ ସୁଖମୟ ବନାଇବା ପାଇଁ ଅନେକ ଉପାୟ ମାନ କୁହାଯାଇଅଛି । ଶିବ ପୁରାଣ ରେ ମାତା ପାର୍ବତୀ ଏବଂ ଭଗବାନ ଶିବ ଙ୍କ ସମବାଦ ର ସାର ମଧ୍ୟ କୁହାଯାଇଅଛି । ଶିବ ପୁରାଣ ରେ ୫ ଟି ଏହିଭଳି ପା-ପ ର ବର୍ଣ୍ଣନା ମିଳିଅଛି ଯେଉଁ ମନୁଷ୍ୟ ଅଜଣାରେ କରିଥାନ୍ତି ତାହାର ଦଣ୍ଡ ଭୋଗିଥାନ୍ତି । ଶିବ ପୁରାଣ ଅନୁଯାୟୀ ମନୁଷ୍ୟ କୁ ଏହିଭଳି ପା-ପ ଭୁଲରେ ମଧ୍ୟ କରିବା କଥା ନୁହେଁ । ଆସନ୍ତୁ ତାହା ସମ୍ବନ୍ଧରେ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ଜାଣିବା ।

୧- ମାନସିକ ପା-ପ- ଶିବ ପୁରାଣ ଅନୁଯାୟୀ କଳିଯୁଗ ମନୁଷ୍ୟ ନୀତିଦିନ ମାନସିକ ପା-ପ କରିଥାଏ । ମାନସିକ ପା-ପ ଏହା ହୋଇଥାଏ, ଯାହା ଆପଣ ଅନ୍ୟ ମାନଙ୍କ ପ୍ରତି ନିଜ ମନରେ ଖରାପ ଭାବନା ଆଣିଥାନ୍ତି । ତାହା କୌଣସି ସ୍ତ୍ରୀ ମଧ୍ୟରେ ହେଉ ଅଥବା ଅନ୍ୟ କୌଣସି କାରଣ କୁ ନେଇ ହୋଇଥାଊ, ଅଥବା କାହାର ସୌନ୍ଦର୍ଜ୍ୟ କୁ ଦେଖି ହେଇଥାଉ । ମନରେ ତାହା ପ୍ରତି ଖରାପ ଭାବନା ଆଣିଥାଏ ।

ଅଥବା କୌଣସି ବ୍ୟକ୍ତି ର ଅହିତ ହେଇଯାଉ ଏହିଭଳି କାମନା କରିଥିବା କିମ୍ବା ଈଶ୍ଵରଙ୍କୁ ପ୍ରାର୍ଥନା କରିଥାନ୍ତି ଯେ ଅନ୍ୟ ସାଥେ କିଛି ଖରାପ ହେଇଯାଉ । ସମସ୍ତ ମନୁଷ୍ୟ ଙ୍କ ମନରେ ଭଗବାନ ଙ୍କ ନିବାସ ହୋଇଥାଏ । ଯଦି ଆପଣ ନିଜ ମନରେ ଖରାପ ଭାବନା ଆଣିଥାନ୍ତି ତେବେ ତାହା ସେହି ଭଗବାନ ଙ୍କର ଅ-ପ-ମା-ନ ହୋଇଥାଏ ।

୨- ଖରାପ କହିବା- ଶିବ ପୂରଣ ଅନୁଯାୟୀ ଅନ୍ୟ ବିରୁଦ୍ଧରେ ନିଜ ମୁଖରୁ ଖରାପ କହିବା ଅଥବା ତାଙ୍କୁ ଦୁଖ ପହଞ୍ଚାଇ ବା ନିମନ୍ତେ ଖରାପ ଭା-ଷା ର ପ୍ରୟୋଗ କରିବା । ଏହା ବହୁତ ବଡ ପା-ପ ହୋଇଥାଏ । ମନୁଷ୍ୟ କୁ ସର୍ବଦା ମୁଖ ରୁ ସତ୍ୟ ବାକ୍ୟ କହିବା ଆବଶ୍ୟକ । ଯେଉଁ ଲୋକ ନିଜ ମୁଖରୁ କ-ଟୁ ଶବ୍ଦ କହିଥାନ୍ତି ତାକୁ ପା-ପ ମାନାଯାଇଥାଏ । ଏହି ଭଳି ଲୋକ ଜୀବନରେ ସର୍ବଦା ଗରିବ ରହିଥାନ୍ତି ।

୩- ଶାରୀରିକ ପା-ପ- ଶିବ ପୁରାଣରେ ପ୍ରକୃତି କୁ ଈଶ୍ବରୀୟ ରୂପ ମାନାଯାଇଅଛି ତଥା ଆକାରଣରେ ପ୍ରକୃତି କୁ ହାନି ପହଞ୍ଚାଇବାକୁ ପା-ପ ମାନାଯାଇଅଛି । ଗଛଲତା କୁ କା-ଟି-ବା, ପଶୁ ମାନଙ୍କର ହ-ତ-ୟା କରିବା, ଏହି ସବୁ ଶା-ରୀ-ରି-କ ପା-ପ ର ଶ୍ରେଣୀରେ ଆସୁଅଛି । ଏହା ବ୍ୟତୀତ ନିଜ ପାଦରେ ଛୋଟ ଛୋଟ ଜୀବଜନ୍ତୁ କୁ ମା-ରି-ବା ପା-ପ ହୋଇଥାଏ ।

୪- ନି-ନ୍ଦା କରିବା- ଶିବ ପୁରାଣ ଅନୁଯାୟୀ କଳିଯୁଗର ସବୁଠାରୁ ଭୟଙ୍କର ପା-ପ ଅଟେ ନିନ୍ଦା କରିବା । ମନୁଷ୍ୟ ଙ୍କୁ ଭୁଲ ରେ ମଧ୍ୟ କାହାର ନି-ନ୍ଦା କରିବା ଆବଶ୍ୟକ ନୁହେଁ । ନି-ନ୍ଦା କରିବା ପୂର୍ବରୁ ଆପଣଙ୍କୁ ଥରେ ଚିନ୍ତା କରିବା ଆବଶ୍ୟକ ଯେ ସାମ୍ନାରେ ଥିବା ବ୍ୟକ୍ତି ନି-ନ୍ଦା ଯୋଗ୍ୟ କି ନାହିଁ ।

୫- ଖରାପ ଲୋକ ସମ୍ପର୍କରେ ଆସିବା- ଶିବ ପୁରାଣ ଅନୁଯାୟୀ ଚୋ-ରୀ କରିବା, ହ-ତ୍ୟା କରିବା ପା-ପ ହୋଇଥାଏ । ଏହା ସହିତ ଏମାନଙ୍କ ସାଥ ଦେବା, ଏମାନଙ୍କୁ ନିଜ ସରଣକୁ ନେବା ବହୁତ ବଡ ପା-ପ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *