Hair Care Tips- ଧଳା କେଶକୁ ବିନା ଡାଇରେ ସବୁଦିନ ପାଇଁ ମୂଳରୁ କଳା କରିଦେବ ଏହି ଉପାୟ ! ଯାହା ଆପଣ ଆଗରୁ କେବେ ବି ଜାଣି ନଥିବେ…

ବନ୍ଧୁଗଣ ଆଜିକାଲିର ଭୁଲ ଖାଦ୍ଯ ପେୟ ଓ ଭୁଲ ଜୀବନସାଇଲି ଯୋଗୁଁ ଲୋକ ମାନଙ୍କର କେଶ ଖୁବ କମ ବୟସ ରୁ ମଧ୍ୟ ଧଳା ହେବାକୁ ଲାଗିଛି । ବର୍ତ୍ତମାନ ର ସମୟ ରେ ପ୍ରଦୂଷଣ ଏତେ ଖରାପ ହୋଇ ଯାଇଛି, ଯାହାର ପ୍ରଭାବ ଆମ କେଶରେ ଖୁବ ଖରାପ ପ୍ରଭାବ ପକାଉ ଅଛି । ଖୁବ କମ ବଶ ରୁ କେଶ ଧଳା ପଡିବା ଏକ ବହୁତ ବଡ ସମସ୍ଯା ହୋଇ ଗଲାଣି । ସେଥିରେ ପୁଣି ଏହି ସମସ୍ଯା ଅଧିକାଂଶ ଲୋକ ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଉପଚାର, ଯାହାକୁ ଆପଣ ଘରେ ପ୍ରସ୍ତୁତ କରି ନିଜର କେଶ ରେ ବ୍ୟବହାର କରିବା ଦ୍ଵାରା ଆପଣ ନିଜ ସମସ୍ତ କେଶ ଜନିତ ସମସ୍ଯା ରୁ ମୁକ୍ତ ହୋଇ ପାରିବେ । ବନ୍ଧୁଗଣ ଆମ କେଶ ପ୍ରୋଟିନ ରେ ତିଆରି ହୋଇଥାଏ । କିନ୍ତୁ ବର୍ତ୍ତମାନ ର ସମୟ ରେ ଆମ କେଶ କୁ ଠିକ ଭାବରେ ପ୍ରୋଟିନ ମିଳି ନ ପାରୁଥିବା କାରଣ ରୁ କେଶ ଖୁବ କମ ଦିନରେ ହିଁ ଧଳା ପଡି ଯାଉଛି । ଛିଣ୍ଡିବାକୁ ଲାଗୁଛି । ଦୁର୍ବଳ ମଧ୍ୟ ହୋଇ ଯାଉଛି ।

ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ କିଛି ମେଥିଦାନା ନେଇ ତାହାକୁ ଭଲ ଭାବରେ ପେଶୀ ଗୁଣ୍ଡ କରି ନିଅନ୍ତୁ । ଏହା ପରେ ଏକ ପିଆଜ କୁ କାଟି ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏହାର ରସ କୁ କାଢି ନାଇନତୁ ଏହା ପରେ ଏହି ପିଆଜ ରସ ରୁ ୪ ରୁ ୫ ଚାମଚ ନେଇ ସେଥିରେ ଏକ ଚାମଚ ମେଥି ଗୁଣ୍ଡ ମିଶାନ୍ତୁ ।

ଏହା ପରେ ଏଥିରେ ଏକ ଚାମଚ ନଡିଆ ତେଲ ମଧ୍ୟ ୩ ରୁ ୪ ଚାମଚ ମିଶାନ୍ତୁ । ବର୍ତ୍ତମାନ ଏହାକୁ ଆପଣ ନିଜ କେଶ ରେ ଲଗାଇ ଏକ ଘଣ୍ଟା ପାଇଁ ଶୁଖିବାକୁ ଛାଡି ଦିଅନ୍ତୁ । ଏହା ପରେ କୌଣସି ଆୟୁର୍ବେଦିକ ସାମ୍ପୁ ସାହାର୍ଯ୍ୟ ରେ ଆପଣ ନିଜର କେଶ କୁ ଭଲ ଭାବରେ ଧୋଇ ସାଫା କରି ଦିଅନ୍ତୁ । ମାତ୍ର ଏକ ଆମସ ଏପରି କରିବା ପରେ ଆପଣ ଦେଖି ଅପରିବେ ଆପଣ ଙ୍କର କେଶ ସଂପୂର୍ଣ୍ଣ ରୂପରେ କଳା ହୋଇଯିବ।

ଏଥିରେ କୌଣସି କିଛି କେମିକାଲ ର ମିଶ୍ରଣ ରହିନାହିଁ, ତେଣୁ ଆପଣ ଙ୍କୁ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିବ ନାହିଁ । ତାହାଛଡ ଆପଣ ଙ୍କ ର ସମସ୍ତ କେଶ ଜନିତ ସମସ୍ଯା ମଧ୍ୟ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ହେଇ ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *