ଚାକିରି ଓ ବିବାହ ହୋଇ ପାରୁନଥିଲେ କଣ କରିବେ ? ଏହା ସହିତ ପଢନ୍ତୁ ଆହୁରି 20 ଟି ANuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ପ୍ରଗତି କରିବା ପାଇଁ ଚାହୁଁଥିଲେ । ନିହାତି ଭାବେ ଆମକୁ ପରିଶ୍ରମ ଜାରୀ ରଖିବା ପାଇଁ ପଡିବ । ଏହା ସହିତ କେତେକ ସାଧୁ ମୁଖ ନିସୃତ ବାଣୀକୁ ମଧ୍ୟ ଶ୍ରବଣ କରିବାକୁ ପଡିବ । ଯାହା ଦ୍ଵାରା ସେହି ଭଲ କଥାକୁ ଆମ ଦୈନଦିନ ଜୀବନରେ ପ୍ରୟୋଗ କରିବା ଦ୍ଵାରା ଜୀବନରେ ଆମେ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ସହଜ ପ୍ରକ୍ରିୟା ହୋଇଯାଇଥାଏ ।

ପ୍ରତିଦିନ ୨ ଗ୍ଳାସ ଉଷୁମ ପାଣି ପିଇଲେ ହଜମ ଭଲ ହେବା ସହିତ ହୃଦରୋଗ ହେବାର ସମ୍ଭାବନା କମିଯାଇଥାଏ । ଖାଇସାରିଲା ପରେ ଗାଧାନ୍ତୁ ନାହିଁ କିମ୍ବା ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ । ଏହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ବସିଲା ବେଳେ ଅଣ୍ଟା ସିଧା କରି ବସିବା ଦ୍ଵାରା ଅଣ୍ଟା ବିନ୍ଧା ଭଲ ହେବା ସହ ମେରୁଦଣ୍ଡ ଠିକ ରହିଥାଏ ।

ଘରର ଡ୍ରଇଙ୍ଗ ରୁମ୍ ରେ ସାଧୁସନ୍ଥଙ୍କର ଆଶ୍ରୀବାଦ ହେଉଥିବା ଫୋଟ ଲଗାଇଲେ ବହୁତ ଶୁଭ ହୋଇଥାଏ । ଠାକୁର ଘରେ ଶଙ୍ଖ ରଖିଲେ ଏବଂ ଶଙ୍ଖ ବଜାଇଲେ । ଘରର ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଠାକୁର ଘରେ କର୍ପୁର ରଖିଲେ ଏବଂ କର୍ପୁର ଜଳାଇଲେ । ମନର ଅଶାନ୍ତି ଦୂର ହୋଇ ଶାନ୍ତି ଘରକୁ ଆସିଥାଏ ।

ସ୍ତ୍ରୀ ଓ ସ୍ଵାମୀ ମଧ୍ୟରେ ଝଗଡା ଲାଗୁଥିଲେ । ତେବେ ଶୁକ୍ରବାର ଦିନ ମା କାଳୀଙ୍କୁ ଦର୍ଶନ କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ବରଗଛ ଓ ଓସ୍ତ ଗଛ ଥିବା ସ୍ଥାନରେ ଘର ତିଆରି କରିବା ଅନୁଚିତ । କାରଣ ଏହା ଅଶୁଭ ହୋଇଥାଏ । ମନ ଓ ମସ୍ତିସ୍କକୁ ଆୟତ୍ତରେ ରଖି ପାରୁଥିବା  ବ୍ୟକ୍ତି ସବୁ କ୍ଷେତ୍ରରେ ଶୀଘ୍ର ଓ ସହଜରେ ସଫଳତା ହାସଲ କରିପାରିଥାଏ ।

ବ୍ଯକ୍ତିର ଯେତେବେଳେ କୌଣସି ଇଛା ପୂର୍ଣ୍ଣ ହୋଇନଥାଏ । ତେବେ ସେହି ବ୍ୟକ୍ତିର ଭାଗ୍ୟରେ ଅଲଗା କିଛି ମିଳିବାର ଆଗରୁ ନିର୍ଧାରିତ କରାଯାଇଥାଏ। ବ୍ୟକ୍ତି ଯେଉଁ କାର୍ଯ୍ୟକୁ ମନ ଦେଇ ଓ ଖୁସିର ସହ କରିଥାଏ । ସେହି କାର୍ଯ୍ୟରେ ବ୍ୟକ୍ତିକୁ ସଫଳତା ମିଳିବା ସହ ଆନନ୍ଦ ମଧ୍ୟ ମିଳିଥାଏ । ଓମ୍ ରାଂ ରାହାବେ ନମଃ ଏହି ମନ୍ତ୍ର ଯେଉଁ ବ୍ୟକ୍ତି ଜପ କରିଥାଏ । ସେହି ବ୍ୟକ୍ତିର କେବେ ମଧ୍ୟ ଧନ ହାନୀ ହୋଇନଥାଏ ।

ଓମ୍ ହଂ ହନୁମତେ ନମଃ ଏହି ମନ୍ତ୍ରକୁ ଯେଉଁ ବ୍ୟକ୍ତି ଜପ କରିବ । ସେହି ବ୍ୟକ୍ତିର ଅଟକି ରହିଥିବା କାର୍ଯ୍ୟ ବହୁତ ଶୀଘ୍ର ପୂରଣ ହୋଇଥାଏ । ଚାକିରି ମିଳୁନଥିବା ବ୍ୟକ୍ତି ଯଦି ସକାଳୁ ଉଠି ୭ ପ୍ରକାର ଦାନା ମିଶାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତି । ତେବେ ବହୁତ ଶୀଘ୍ର ଚାକିରି ମିଳିବାର ସମ୍ଭାବନା ରହିଥାଏ । ପୁଅ ଓ ଝିଅଙ୍କର ବିବାହ ହେବାରେ ବିଳମ୍ବ ହେଉଥିଲେ ।

ଗୁରୁବାର ଦିନ ବ୍ରତ କଲେ ବିବାହ ଶୀଘ୍ର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *