Astrology- ନାମର ପ୍ରଥମ ଅକ୍ଷର B ଥିଲେ ନିଶ୍ଚୟ ଦେଖନ୍ତୁ…ଖୁସିରେ ପାଗଳ ହେଇଯିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ସ୍ଵଭାବ, ଚାଲି ଚଳନୀ, କଥାବାର୍ତ୍ତା, ପ୍ରକୃତି ଆଦି ବ୍ୟକ୍ତିର କିଛି ନା କିଛି ସଂକେତରୁ ଜାଣିପାରିବେ । ଯେପରି ରାଶି, କଳାଜାଇ, ଜନ୍ମ ମାସ, ଜନ୍ମ ବାର ଏହିପରି କିଛି ତଥ୍ୟ ଦ୍ଵାରା ଜାଣିପାରିଥାଉ । ସେହିପରି ଆପଣ ମାନେ ଜାଣିବାକୁ ପାଇବେ । ଯେଉଁପୁରୁଷ କିମ୍ବା ମହିଳାର ନାମର ଆରମ୍ଭ B ଅକ୍ଷରରୁ ହୋଇଥିବ । ସେହି ବ୍ୟକ୍ତିର ସଂପୂର୍ଣ୍ଣ ସ୍ଵଭାବ ବିଷୟରେ ଜାଣିପାରିବେ ।

B ଅକ୍ଷରରୁ ଆରମ୍ଭ ବ୍ୟକ୍ତିବିଶେଷ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ତାଙ୍କ ଆଖି ୨ ଟି ବହୁତ ସୁନ୍ଦର ହୋଇଥାଏ । ଏହି ଲୋକ ମାନେ କୌଣସି ଗୋଟିଏ କାର୍ଯ୍ୟରେ ସନ୍ତୁଷ୍ଠ ହୋଇପାରିନଥାନ୍ତି । ଏହି ମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରି ବିଭିନ୍ନ ପ୍ରକାର ଜ୍ଞାନ ପାଇବା ପାଇଁ ସବୁବେଳେ ଇଛା କରିଥାନ୍ତି ।

ଏମାନେ ସହଜରେ କାହା ଉପରେ ଆଖି ବନ୍ଦ କରି ବିଶ୍ବାସ କରନ୍ତି ନାହିଁ । ଏମାନଙ୍କର ନିଜର ନିସ୍ପତି ଏମାନେ ନିଜେ ନେବାକୁ ପସନ୍ଦ କରିଥାନ୍ତି । ଏହି ଲୋକ ମାନେ ନିଜର ସିକ୍ରେଟକୁ ବହୁତ ସହଜରେ ଅନ୍ୟ ସହିତ ଶେୟାର କରିବାକୁ ଭଲ ପାଇନଥାନ୍ତି । ଏମାନେ ପ୍ରକୃତି ପ୍ରେମୀ ହୋଇଥିବାରୁ ସୁନ୍ଦର ସୁନ୍ଦର ସ୍ଥାନକୁ ବୁଲିଯିବାକୁ ଭଲ ପାଇଥାନ୍ତି ।

ଏହି ଲୋକ ମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ଅଯଥା କଳି ଝଗଡାରୁ ନିଜକୁ ଦୂରେଇ ରଖିଥାନ୍ତି । ଯେତେବେଳେ କୌଣସି କାରଣ ବଶତଃ ଏମାନେ କାହା ଉପରେ ରାଗିଯାଇଥାନ୍ତି । ସେମାନେ ରାଗରେ ଜର୍ଜରିତ ହୋଇଯାଇଥାନ୍ତି । ଏହି ଲୋକ ମାନେ ନିଜ କ୍ଯାରିଅର ବିଷୟରେ ବହୁତ ଅଧିକ ଚିନ୍ତା କରିଥାନ୍ତି ସତ କିନ୍ତୁ ତାହାକୁ ପୂରଣ କରିବାକୁ ଯାଇ ବହୁତ ପଛରେ ରହିଯାଇଥାନ୍ତି ।

ଏହି ଲୋକ ମାନେ ଯେକୌଣସି କାର୍ଯ୍ୟ ଆରମ୍ଭ କରିଥାନ୍ତି । ସେହି କାର୍ଯ୍ୟକୁ ବହୁତ ସହଜରେ ଅନ୍ୟ କାହାକୁ ଜଣାଇ ନଥାନ୍ତି । ସମୟ ଆସିଲେ ଧୀରେ ଧୀରେ ସବୁ କିଛି ପ୍ରକାଶ କରିଥାନ୍ତି । ଲୋକଙ୍କ ସହିତ ମିଳାମିଶା କରି ସମସ୍ତଙ୍କ ସହିତ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରିଥାନ୍ତି । ପର ଉପକାରୀ ସ୍ଵଭାବର ଏହି ଲୋକମାନେ ହୋଇଥାନ୍ତି ।

ଏମାନେ କାହାର ଅନିଷ୍ଠ କରିବାକୁ ସ୍ଵପ୍ନରେ ସୁଦ୍ଧା ଭାବିନଥାନ୍ତି । ଏହି ଲୋକ ମାନେ ଯେଉଁ କାମ କରିଥାନ୍ତି । ସେହି କାମକୁ ଭଲ ଭାବରେ କରିବାକୁ ପ୍ରୟାସ କରିଥାନ୍ତି । ଛୋଟ ଛୋଟ ଖୁସିରେ ଏମାନେ ବହୁତ ଅଧିକ ଖୁସି ହୋଇଯାଇଥାନ୍ତି ।

ଏହି ଲୋକମାନେ ଭାବୁକ ସ୍ଵଭାବର ହୋଇଥାନ୍ତି । ଏମାନେ ଯାହାକୁ ମଧ୍ୟ ଭଲ ପାଇଥାନ୍ତି, ତା’ ବିଷୟରେ ସବୁ ଜାଣି ବୁଝି ଯାଇ ତାଙ୍କୁ ଭଲ ପାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *