10 ବର୍ଷର ପୁରୁଣା ଅର୍ଶ ବି ଭଲ ହୋଇଯିବ, କେବଳ ଏହି ଦେଶୀ ଉପଚାର କରି ଦେଖାନ୍ତୁ…

ଆଜିକାଲିର ଭୁଲ ଜୀବନଶୈଳୀ ଓ ଖରାପ ଖାଦ୍ୟପାନ ଯୋଗୁ ପ୍ରାୟତଃ କିଛି ଲୋକମାନଙ୍କୁ ଅର୍ଶ ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଅର୍ଶ ଭଳି ସମସ୍ୟା ଥରେ ଆରମ୍ଭ ହୋଇଗଲେ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଆପଣ ସଠିକ ରୂପରେ ବସି ପାରନ୍ତି ନାହିଁ । ଅର୍ଶ ହେଲେ ଆପଣଙ୍କୁ ନିଶ୍ଚିତ ରୂପରେ ଅପରେସନ କରିବାକୁ ପଡିଥାଏ, ନଚେତ ଅର୍ଶ ଭଲ ହୋଇ ନ ଥାଏ ।

କିନ୍ତୁ ଅର୍ଶ ଭଳି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଭଲ ଘରୋଇ ଉପଚାର ନେଇ ଆସିଛୁ । ଯାହାକି ଆପଣଙ୍କର ଅର୍ଶ ଭଳି ସମସ୍ୟାକୁ ଦୂର କରିବା ସହ ଅର୍ଶରେ ଯେଉଁ ମାଂସ ଖଣ୍ଡଟି ଝୁଲି ପଡିଥାଏ ତାକୁ ବି ଏହା ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ଅର୍ଶକୁ ଦୂର କରିବା ପାଇଁ ପୂଜା ପାଇଁ ବ୍ୟବହାର କରାଯାଉଥିବା ୧ – ୨ କର୍ପୁର ନେଇ ତାକୁ ଗୁଣ୍ଡ କରି ଦିଅନ୍ତୁ । ଆପଣ ଏଥିରେ ଲେମ୍ବୁ ପ୍ରୟୋଗ କରି ପାରିବେ ନଚେତ ନ କରିଲେ ବି ଚାଲିବ । ଯଦି ଆପଣ ଲେମ୍ବୁ ପ୍ରୟୋଗ କରୁଛନ୍ତି ତେବେ କର୍ପୁର ଗୁଣ୍ଡ ଥିବା ପାତ୍ରରେ ଦୁଇରୁ ତିନି ବୁନ୍ଦା ଲେମ୍ବୁ ରସ ପ୍ରୟୋଗ କରନ୍ତୁ । ଗୋଟିଏ ଚାମଚର ଏକ ଚତୁର୍ଥାଂଶ ହଳଦୀ ଏଥିରେ ମିଶାନ୍ତୁ । ଏଥିରେ ଏକ ଚାମଚ ଜଡା ତେଲ ମିଶାନ୍ତୁ । ବର୍ତ୍ତମାନ ଏହି ସମସ୍ତ ଜିନିଷକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ ।

ଏହି ଉପାୟ ବହୁତ ସହଜ ଅଟେ ଓ ଏହାକୁ ତିଆରି କରିବାର ପଦ୍ଧତି ବି ବହୁତ ସହଜ ଅଟେ । ଏହାକୁ ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ଅର୍ଶ ହୋଇଥିବା ସ୍ଥାନରେ ଲଗାନ୍ତୁ ଦେଖିବେ ଆପଣଙ୍କ ଅର୍ଶ ସମସ୍ୟା ଦୂର ହୋଇଯିବ କିମ୍ବା ଅର୍ଶରେ ଝୁଲି ପଡିଥିବା ମାଂସ ଖଣ୍ଡ ତାହା ମଧ୍ୟ ଦୂର ହୋଇଯିବ । ବର୍ତ୍ତମାନ ଜାଣି ନିଅନ୍ତୁ କି ଏହାକୁ ଅର୍ଶ ସ୍ଥାନରେ କେମିତି ଲଗାଇବେ । ପ୍ରଥମେ ଆପଣ ଅର୍ଶ ସ୍ଥାନକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ମିଶ୍ରଣକୁ ନିଜର ଆଙ୍ଗୁଠି ସାହାର୍ଯ୍ୟରେ କିମ୍ବା ତୁଳା ସାହାର୍ଯ୍ୟରେ ସେହି ସ୍ଥାନରେ ପ୍ରୟୋଗ କରନ୍ତୁ ।

ଅର୍ଶ ସ୍ଥାନରେ ଏହାକୁ ଲଗାଇବା ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଅଧ ଘଣ୍ଟା ରୁହନ୍ତୁ ନଚେତ ଆପଣଙ୍କୁ କୌଣସି ଲାଭ ନ ମିଳିପାରେ । ସେଥିପାଇଁ ଆପଣ ଏହାକୁ ସଠିକ ରୂପରେ ବ୍ୟବହାର କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କ ଅର୍ଶରେ ଯେଉଁ ମାଂସ ଖଣ୍ଡ ବାହାରିଛି ତାହା ଦୂର ହୋଇଯିବ ଓ ରକ୍ତ ପଡିବା ସମସ୍ୟା ବି ଦୂର ହୋଇଯିବ । ଯଦି ଆପଣ ଅପରେସନ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଏହି ଘରୋଇ ଉପଚାରକୁ ଭଲ କରି ପାରିବେ ।

Leave a Reply

Your email address will not be published. Required fields are marked *