15 ଜୁଲାଇ 2021 ଗୁରୁବାର, ଆଜିର ରାଶିଫଳ- ଆଜି ଏହି ୬ଟି ରାଶିର ଚମକିବ ଭାଗ୍ୟ, ମା ଲକ୍ଷ୍ମୀଙ୍କର ରହିବ ବିଶେଷ କୃପା

ମେଷ

ସ୍ୱାସ୍ଥ୍ୟ ଭାଲ ରହିବ । ଆପଣ ଅନ୍ୟ ବ୍ୟକ୍ତିଙ୍କ ଉପରେ କିଛି ଅଧିକ ହିଁ ଖର୍ଚ କରିବେ । ପାରିବାରିକ ସଦସ୍ୟମାନଙ୍କ ସହ ମତଭେଦ ହୋଇପାରେ । ସମ୍ପତ୍ତି ସମ୍ବନ୍ଧ ମାମଲାରେ କୌଣସି ବ୍ୟକ୍ତିର ଉପଦେଶ ମିଳିବ । ସନ୍ତାନ ସମ୍ବନ୍ଧିତ ମହତ୍ଵପୂର୍ଣ କାର୍ଯ୍ୟ ହୋଇପାରେ । ଆରମ ଓ ମନୋରଞ୍ଜନ ସାଧାନ ଉପରେ ବ୍ୟୟ କରିବେ । ଭାଗ୍ୟ ସାଥ ଦେବ । ମିତ୍ରମାନଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । କିଛି ସମସ୍ୟା ସାମ୍ନାକୁ ଆସିପାରେ । ଧନାର୍ଜନ କରିବେ ।

ବୃଷ

ଆଜି ଆପଣ ନିଜ ପାଇଁ କିଛି ଦରକାରୀ ଜିନିଷ କ୍ରୟ କରିବେ । ଯେତିକି ଆପଣ ଚିନ୍ତା କରିଥିବେ ତାହା ଠାରୁ ଅଧିକ ଆପଣଙ୍କୁ ସାହାର୍ଯ୍ୟ ମିଳିବ । କୌଣସି ମାମଲାରେ ଚିନ୍ତା ରହି ପାରେ । ଭୂମି ଭବନ ଇତ୍ୟାଦିରେ କାର୍ଯ୍ୟରେ ଲାଭଦାୟକ ରହିବ । ପାର୍ଟନରର ସହଯୋଗ ପ୍ରାପ୍ତ ହେବ । ଅଚାନକ କୌଣସି ବିବାଦରେ ପଡି ପାରନ୍ତି । ବିଦ୍ୟାର୍ଥୀ ପଢାରେ ଅଧିକ ଧ୍ୟାନ ଦିଅନ୍ତୁ । ଶତ୍ରୁ ସକ୍ରିୟ ରହିବେ ।

ମିଥୁନ

ପିଲାମାନଙ୍କ ସହିତ ଶାନ୍ତି ପୂର୍ଣ ସମୟ ବିତାଇବେ । ସ୍ୱାସ୍ଥ୍ୟ ମାମଲାରେ ଆଜିର ଦିନ ଖାସ ରହିବ ନାହିଁ । ଜୀବନସାଥିଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି । ମିତ୍ର ଆପଣଙ୍କ ସହଯୋଗ କରିବେ । ଶାରୀରିକ କଷ୍ଟ ମିଳିପାରେ । କିଛି କାର୍ଯ୍ୟରେ ବିଘ୍ନ ଆସିପାରେ । ମନୋରଞ୍ଜନର ଅବସର ଆସିବ । ମନପସନ୍ଦ ଭୋଜନର ଆନନ୍ଦ ନେବେବ । ନୂଆ ସମ୍ପର୍କର ଲାଭ ମିଳିବ ।

କର୍କଟ

ପୁରୁଣା ରୋଗରୁ ମୁକ୍ତି ପାଇଯିବେ । ଅପେକ୍ଷାତୀତ କାର୍ଯ୍ୟରେ ବିଳମ୍ବ ହୋଇପାରେ । ଆବଶ୍ୟକ ବସ୍ତୁ ହଜି ପାରେ । ସାବଧାନ ରୁହନ୍ତୁ । କୌଣସି ଦୁଖ ସମାଚାର ମିଳିପାରେ । ଧର୍ଯ୍ୟ ରଖନ୍ତୁ । ଆୟରେ ନିଶ୍ଚିତତା ରହିବ । ଭାଗ୍ୟ ଉପରେ ନିର୍ଭର ରୁହନ୍ତୁ ନାହିଁ । ଚାଲାକ ହୋଇ ନିବେଶ କରନ୍ତୁ ନାହିଁ । ବ୍ୟାପାରରେ ନିବେଶ କରିବା ପୂର୍ବରୁ ନିବେଶ କରନ୍ତୁ ନାହିଁ ।

ସିଂହ

ଆଜିର ଦିନ ଖୁସି ଭରା ରହିବ । କାରଣ ଆଜି ଆପଣଅଙ୍କ ଜୀବନସାଥି ଆପଣଙ୍କୁ ଖୁସି ଦେବାରେ ପ୍ରୟାସ କରିବେ । କିଛି ଲୋକମାନଙ୍କ ପାଇଁ ନୂଆ ରୋମାନ୍ସର ସମୟ ଆସିବ । ଖାଦ୍ୟପାନରେ ରୁଚି ରଖିବେ । ପରିବାରରେ ହସ ଉଲ୍ଲାସ ରହିବ । ନିଜ ମିତ୍ରଙ୍କ ସହିତ ସୁଖ ଦୁଖ କଥା ଶେୟାର କରିବେ । ଶତ୍ରୁଙ୍କ ଠାରୁ ସାବଧାନ ରହିବେ । ଚିନ୍ତାରେ ରହିବା କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କନ୍ୟା

ଅତ୍ୟଧିକ ଭୋଜନ କରନ୍ତୁ ନାହିଁ । ଆପଣଙ୍କ ଘର ସହ ଜଡିତ ନିବେଶ ଦ୍ଵାରା ଲାଭଦାୟକ ରହିବ । ଆପଣଙ୍କ ଘରର ବାତାବରଣରେ କିଛି ଚେଞ୍ଜେସ କରିବା ଦ୍ଵାରା ପ୍ରଥମେ ସମସ୍ତଙ୍କର ରାୟ ନେବାକୁ ଚେଷ୍ଟା କରନ୍ତୁ । ପ୍ରତିଦ୍ୱଂଦ୍ୱିତାରେ ୱୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ । କ୍ଳାନ୍ତ ଅନୁଭବ କରିବେ । ବ୍ୟୟ ଅଧିକ ହେବ । ଶାରୀରିକ ଅସୁସ୍ଥା ଅନୁଭବ କରିବେ । ମିତ୍ରମାନଙ୍କ ଠାରୁ ସହଯୋଗ ମିଳିବ ନାହିଁ । ସହକର୍ମି ଆପଣଙ୍କ ଉପରେ ଈର୍ଷା କରିବେ ।

ତୁଳା

ସନ୍ଧ୍ୟା ସମୟରେ ନିଜର ଜୀବନସାଥିଙ୍କ ସହିତ ଭଲ ସମୟ ବ୍ୟତିତ କରିବେ । କୌଣସି ବଡ କାମ ସମ୍ପୂର୍ଣ ହୋଇ ଯିବା ଦ୍ଵାରା ଆପଣଙ୍କୁ ଖୁସି ମିଳିବ । ଭାଗ୍ୟର ସାଥ ରହିବ । ନିବଦେଶ ଇତ୍ୟାଦିରୁ ଲାଭ ମିଳିବ । ଘର ବାହାରେ ପ୍ରସନ୍ନତା ରହିବ । ବ୍ୟାପାରିକ ଯୋଜନାକୁ ଗୁପ୍ତ ରଖନ୍ତୁ । ଘରେ ଅତିଥି ଆସିବେ ନାହିଁ । ଚାକିରିରେ କିଛି ଅସୁବିଧା ଆସିପାରେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ରହିପାରେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଶତ୍ରୁ ପକ୍ଷ ସକ୍ରିୟ ରହିବେ । ଛୋଟ ଯାତ୍ରା କରି ପାରିବେ ।

ବିଚ୍ଛା

କୌଣସି କାର୍ଯ୍ୟରେ ଅଧିକ ଟଙ୍କା ଖର୍ଚ ହୋଇପାରେ । ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି କମଜୋର ହୋଇଯିବ । କାହାର କଥାରେ ଆସି ବିବାଦ କରନ୍ତୁ ନାହିଁ । ମହତ୍ଵପୂର୍ଣ ନିଷ୍ପତି ବୁଝି ସୁଝି ନିଅନ୍ତୁ । ନିବେଶ କରନ୍ତୁ ନାହିଁ । କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ରଖିବେ । ଦ୍ଵିତୀୟ ବ୍ୟକ୍ତିଙ୍କ ସାହାର୍ଯ୍ୟ କରିବେ । ଅଚାନକ ଆସିଥିବା ଖର୍ଚ ଦ୍ଵାରା ଆର୍ଥିକ ବୋଝ ବଢିପାରେ । କିନ୍ତୁ ଆପଣ ଯାହା ଉପରେ ଆଖି ବନ୍ଦ କରି ବିଶ୍ଵାସ କରୁଥିଲେ ସେହି ବ୍ୟକ୍ତି ହିଁ ଆପଣଙ୍କ ସହିତ ବିଶ୍ଵାସଘାତକତା କରିପାରେ ।

ଧନୁ

ଆଜି ନିଷ୍ପତି ନେବାରେ ସାବଧାନ ରୁହନ୍ତୁ । କ୍ଳାନ୍ତ ହୋଇ ପାରନ୍ତି । ଧାର ଟଙ୍କା ପାଇବାରେ ସଫଳ ରହିବେ । କୌଣସି ଲମ୍ବା କାର୍ଯ୍ୟକ୍ରମ କରି ପାରନ୍ତି । ଆଜି ଏମିତି କାମ କରିବେ ଯାହା ଦ୍ଵାରା ଆପଣ ନିଜ ବିଷୟରେ ଭଲ ଅନୁଭବ କରିବେ । ନିବେଶ ଯୋଜନା ପ୍ରତି ଆକର୍ଷିତ ହେବେ । କିଛି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇ ପାରେ । ସନ୍ତାନଙ୍କ ବିବାହ ଭାଙ୍ଗି ପାରେ । ନୂତନ କାମ ପ୍ରାପ୍ତି ହେବ । ଲାଭର ଅବସର ହାତରେ ଆସିବ । ଭାଗ୍ୟର ସହଯୋଗ ରହିବ । ଆର୍ଥିକ ମାମଲାରେ ଅଧିକ କ୍ରୋଧିତ ହୁଅନ୍ତୁ ନାହିଁ ।

ମକର

ଆର୍ଥିକ ଅସୁବିଧା କାରଣରୁ କୌଣସି କାମ ଅଧାରୁ ବନ୍ଦ ହୋଇପାରେ । ବିଦ୍ୟାର୍ଥୀମାନେ ପଢାରେ ବ୍ୟସ୍ତ ରହିବେ । ଆଜି କେଉଁଠି ବାହାରାକୁ ଯାଇ ପାରିବେ ନାହିଁ । କୌଣସି ପୁରୁଣା ମିତ୍ର ଅଚାନକ ମିଳିପାରେ । ସ୍ୱାସ୍ଥ୍ୟ ଖରାପ ରହିବ । ଆସନ୍ତା ସାମୀ ଭଲ ରହିବ । ଲୋକମାନଙ୍କ ସାହାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । କୌଣସି ସମସ୍ୟାରେ ଫସି ପାରନ୍ତି । ପାରିବାରିକ ସହଯୋଗ ମିଳିବ ।

କୁମ୍ଭ

ନିଜର କାମ ପାଇଁ ଦ୍ଵିତୀୟ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାନ୍ତୁ ନାହିଁ । କୌଣସି ବିବାଦରେ ବିଜୟ ପ୍ରାପ୍ତ କରି ପାରନ୍ତି । ଧନ ପ୍ରାପ୍ତି ହେବ । ଭାଗ୍ୟ ସାଥ ଦେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ବନ୍ଧ ରହିବ । ମିତ୍ରଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । କୋର୍ଟ କଚେରୀରେ କୌଣସି କାମ ଅଟକିପାରେ । ବୁଦ୍ଧିର ପ୍ରୟୋଗ କରନ୍ତୁ । ଲାଭ ବୁଦ୍ଧି ହେବ । ଜୀବନ ସୁଖମୟ ବ୍ୟତୀତ ହେବ । ଭାଇ ଭଉଣୀଙ୍କ ମଧ୍ୟରେ ସମ୍ବନ୍ଧ ଭଲ ରହିବ ।

ମୀନ

ନିଜର ଦାୟିତ୍ଵକୁ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନରେ ସୁଖମୟ ପରିସ୍ଥିତି ରହିବ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିପାରେ । ଅଧିକ ବ୍ୟସ୍ତ ରହି ପାରନ୍ତି । ବିବାଦକୁ ବଢାଇବାକୁ ଦିଅନ୍ତୁ ନାହିଁ । ବ୍ୟାପାର ବ୍ୟବସାୟ ଠିକ ଚାଲିବ । ଆୟରେ ସନ୍ତୁଷ୍ଟି ରହିବେ । ସମସ୍ତ କାର୍ଯ୍ୟରେ ସଫଳ ହେବେ । କାର୍ଯ୍ୟସିଦ୍ଧ ଦ୍ଵାରା ପ୍ରସନ୍ନତା ମିଳିବ । ଲାଭର ଅବସର ମିଳିବ । ନିବେଶ ଇତ୍ୟାଦି ଦ୍ଵାରା ଲାଭ ମିଳିପାରେ । ପ୍ରେମ ସମ୍ବନ୍ଧରେ ସାବଧାନ ରୁହନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *