ଚୁଟି ଝଡିବାର ଭୟ କ’ ଣ ଆପଣଙ୍କ ନିଦ ହଜାଇ ଦେଇଛି ! ଘରୋଇ ଉପଚାର ଦ୍ଵାରା କରନ୍ତୁ କେଶ ଝଡିବାର ସମାଧାନ ! Hair Care Tips

କେଶ ଆମକୁ ସୁନ୍ଦରତା ଦେଇଥାଏ । ବନ୍ଧୁଗଣ ଯଦି ଆପଣ ନିଜର ଚୁଟି ଝଡ଼ିବା ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତାହେଲେ ଏହି ଉପାୟ ଟି ଅବଲମ୍ବନ କରି ନିଜର ଚୁଟି କୁ ଡି ଗୁଣ କରନ୍ତୁ ଏବଂ ନିଜ ଚୁଟି କୁ ଝଡ଼ିବା ରୁ ରୁକନ୍ତୁ । ଏହି ଉପାୟ କୁ ଆପଣେଇବା ଦ୍ଵାରା ଏହା ଆପଣଙ୍କ ଚୁଟି କୁ ଘନ, ମୋଟା ଏବଂ ଲମ୍ବା କରିଥାଏ । ଏହାକୁ ପୂର୍ବରୁ ଲଗାଯାଇଥାଏ ଏହାକୁ ୧ ଘଣ୍ଟା ଲଗାଇବା ଦ୍ଵାରା ଏହା ଆପଣଙ୍କ ଚୁଟି କୁ ଘନ, ମୋଟା କରିଥାଏ ଏବଂ ଏହା ସହିତ ଆପଣଙ୍କ ଚୁଟି କୁ ଝଡ଼ିବାକୁ ଦେଇ ନଥାଏ ଏବଂ ଆପଣଙ୍କ ଚୁଟି କୁ କଳା କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟରେ ।

ଏହା ପାଇଁ ଆପଣଙ୍କୁ ଅଳସୀ ଦରକାର ହେବ । ଏହା ଚୁଟିବୀ ବହୁତ୍ ଶୀଘ୍ର ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ । ଏହା ଆମର ଚୁଟି କୁ ମୂଳ ରୁ ଶକ୍ତ କରିଥାଏ ଏବଂ ଚୁଟି କୁ ଝଡ଼ିବାକୁ ଦେଇ ନଥାଏ । ଏହା ଆପଣଙ୍କ ଚୁଟି କୁ ଘନ, ମୋଟା କରିଥାଏ ଏବଂ ଏହା ସହିତ ଆପଣଙ୍କ ଚୁଟି କୁ ଝଡ଼ିବାକୁ ଦେଇ ନଥାଏ ଏବଂ ଆପଣଙ୍କ ଚୁଟି କୁ କଳା କରିଥାଏ । ପ୍ରଥମେ ଆପଣ ଏକ ପାତ୍ର ରେ ଦେଢ଼ ଗ୍ଲାସ ପାଣି ନେଇ ସେଥିରେ ଦୁଇ ଚାମଚ୍ ଜୁଆଣି/ଅଳସୀ ପକାଇ ତାହାକୁ ଗରମ କରନ୍ତୁ ।

ଯେତେବେଳେ ସେହି ପାଣି ଅଧା ହୋଇଯିବ ସେତେବେଳେ ଆପଣ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ ଏବଂ ସେହି ଜଳ ଗାଢ଼ ରଙ୍ଗର ହୋଇ ଯାଇଥାଏ । ଏହା ପରେ ସେହି ପାତ୍ର କୁ ଆଣି ଏକ କଟନ୍ କପଡା ରେ ସେହି ଜଳ କୁ ଅଲଗା କରି ଦିଅନ୍ତୁ । ଏହା ପରେ ସେହି ଜଳ ରେ ଆପଣ ଟିକେ ଭେଶ୍ଳିନ ପକାଇ ଦିଅନ୍ତୁ । ବନ୍ଧୁଗଣ ଏହି ଭେଶ୍ଲିନ ଆମ ଶରୀର ପାଇଁ ବହୁତ୍ ଭଲ ହେବା ସହିତ ଏହା ଆମ ଚୁଟି ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ ।

ଝିଅ ମାନେ ସାଧାରଣତଃ ନିଜର ଆଖି ପତା କୁ ନରମ ଏବଂ ଚମକଦାର କରିବା ପାଇଁ ବ୍ୟବହାର କରିଥାନ୍ତି । ଆପଣଙ୍କ ଚୁଟି ଯଦି ରୁସ୍କ ଏବଂ ଶୁଖିଲା ରହୁଛି ତାହେଲେ ଆପଣ ଏପରି ନିଶ୍ଚିନ୍ତ କରନ୍ତୁ । ପାଣି ଗରମ ଥିବା ଅବସ୍ଥାରେ ସେହି ଭେଶ୍ଳିନ୍ନ କୁ ସେହି ଜଳ ରେ ପକାଇ ଭଲ ଭାବରେ ଏକ ଚାମଚ୍ ସାହାଯ୍ୟ ରେ ଗୋଳାଇ ଦିଅନ୍ତୁ ।

ଯେତେବେଳେ ସେହି ଭେଶ୍ଳିଣନ ସେହି ଜଳ ରେ ଭଲ ଭାବରେ ଗୋଳାଇ ହୋଇଯିବ ସେତେବେଳେ ସେହି ଟିକେ ବହଳିଆ ହୋଇଯିବ । ଏହି ଜଳ ସେତେବେଳେ ଥଣ୍ଡା ହୋଇଯିବ ତାହା କଠିନ ହୋଇଯିବ ଯାହାକୁ ଆପଣ ନିଜର ଚୁଟି ଉପୁଡିବା ପରି ସମସ୍ୟା ତୁ ରକ୍ଷା ପାଇବା ପାଇଁ ବ୍ୟବହାର କରି ପାରିବେ ।

ଆପଣ ଯେଉଁ ଦିନ ଏହାର ବ୍ୟବହାର କରିବେ ସେ ଦିନ ଆପଣ ନିଜର ଚୁଟି କୁ ଶାମ୍ପୁ କରି ଧୋଇ ଦିଅନ୍ତୁ ଏହା ପରେ ଏହାର ବ୍ୟବହାର କରନ୍ତୁ । ଯଦି ଏହାର ବ୍ୟବହାର କିଛି ଦିନ କରିବେ ୭ ଦିନ ପରେ ଦେଖିବେ ଆପଣଙ୍କ ଚୁଟି ଆଉ ଆଗ ପରି ଉପୁଡୁନଥିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *